Browsing Category

Breaking News

ବୁଲି ଯାଆନ୍ତୁ ତୋଷାଳୀ ମେଳା ସାଙ୍ଗରେ ନେଇ ଟଙ୍କା, ଡିଜିଟାଲ ପେମେଣ୍ଟ ପାଇଁ ନେଟୱର୍କ ଦେଉଛି ଧୋକା

ଭୁବନେଶ୍ୱର: ଆପଣ ତୋଷାଳୀ ମେଳା ବୁଲିବାକୁ ନିହା୍ତ ଯିବେଣି । ଭୁବନେଶ୍ୱରରେ କିଛି ମେଳା ପଡିବ ଆଉ ସେଠାରେ ଲୋକଙ୍କ ଗହଳି ଲାଗିବ ନାହିଁ ଏହା ଅସମ୍ଭବ । ତେବେ ନିକଟରେ ଆରମ୍ଭ ହୋଇ ଯାଇଛି ସପ୍ତଦଶ ତୋଷାଳୀ ଜାତୀୟ…

ରାଜ୍ୟରେ ସରକାର କିଏ ଚଳାଉଛନ୍ତି ବୋଲି ପ୍ରଶ୍ନ କରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିଲେ ଟାର୍ଗେଟ । କହିଲେ ଗୃହମନ୍ତ୍ରୀଙ୍କ ପରି ଚୁପ ରହିଛନ୍ତି କାହିିଁକି? ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ବ୍ୟବସ୍ଥାରେ ରହିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର ଘୋଷଣା: ବଂଶୀଧର ପ୍ରତିହାରୀ ପାଇବେ ‘ଧର୍ମପଦ ପୁରସ୍କାର

ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ୨୦୨୨ ମସିହା ପାଇଁ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନୀତ ହେବେ ୯୪ବର୍ଷୀୟ ବିଶିଷ୍ଟ ଚିତ୍ର ଶିଳ୍ପୀ ବଂଶୀଧର ପ୍ରତିହାରୀ । ଏଥିସହିତ ବିଶିଷ୍ଟ ଭାସ୍କର୍ଯ୍ୟ ଓ…

ଭର୍ଚୁଆଲ ହାଇକୋର୍ଟ ପାଇଁ ଏସଓପି ସହ ଗାଇଡଲାଇନ ଜାରି

ଭୁବନେଶ୍ୱର: ଓଡିଶା ହାଇକୋର୍ଟ ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ଭର୍ଚୁଆଲ ହାଇକୋର୍ଟ ପାଇଁ ଏସଓପି ସହ ଗାଇଡଲାଇନ ଜାରି କରିଛନ୍ତି। ମାମଲାର ଭର୍ଚୁଆଲ ଶୁଣାଣି ପ୍ରସଙ୍ଗରେ ରହିଥିବା ବ୍ୟବସ୍ଥା ଓ ନିୟମ…

ଦଶମ ପାସ୍ ପାଇଁ କନଷ୍ଟେବଳ ପଦବୀରେ ବାହାରିଲା ନିଯୁକ୍ତିର ସୁଯୋଗ , ଶୀଘ୍ର କରନ୍ତୁ ଆବେଦନ

ଆସାମ ରାଜ୍ୟ ସ୍ତରୀୟ ପୋଲିସ ନିଯୁକ୍ତି ବୋର୍ଡ (SLPRB) ଖୁବ ଶୀଘ୍ର କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ଯାଉଛି। ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ଆସାମ ପୋଲିସ୍…

ନବ ଦାସ ହତ୍ୟା ମାମଲା: କ୍ରାଇମ୍‌ସ୍ପଟ୍‌କୁ ଯିବେ ଜଷ୍ଟିସ ଦାସ, ଆଉ ୪ଦିନ ରିମାଣ୍ଡରେ ଗୋପାଳ

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ପାଟଣାଗଡ଼ ଡବଲ ମର୍ଡ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର୍ ଠାରୁ ସତ ଜାଣିବା ପାଇଁ…

ଚାଇନା ବେଲୁନ କୁ ଖସେଇଲା ଆମେରିକା, ଏହା ଉପରେ ଚାଇନାର ପ୍ରତିକ୍ରିୟା “Clearly Overreacting”

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆମେରିକାରେ ଦେଖାଯାଇଥିବା ଚୀନ୍‌ର ଗୁପ୍ତଚର ବେଲୁନ୍‌କୁ ଆଜି ଗୁଳି କରି ଖସେଇ ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ କରାଯାଇଛି । ଏହି ବେଲୁନ୍ କୁ…

ନିଜ ନିଷ୍ପତିରେ ଅଟଳ ଭାରତ: ଏସିଆ କପ ଖେଳିବାକୁ ଯିବନି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆକପ୍ କ୍ରିକେଟ ୟୁନାଇଟେଡ ଆରବ ଏମିରେଟସ୍‌ (ୟୁଏଇ)ରେ ଅନୁଷ୍ଠିତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ପାକିସ୍ତାନ ଚଳିତବର୍ଷର ଏସିଆକପ୍ ଆୟୋଜନ ସୁଯୋଗ ପାଇଥିଲା। ମାତ୍ର…

‘ଏଠି ଜନତା ହେଉଛନ୍ତି ମାଲିକ, ଆମେ କାହାକୁ ଚେତାବନୀ ଦେବା ପୂର୍ବରୁ ଭାବିବା ଆବଶ୍ୟକ’ ସୁପ୍ରିମକୋର୍ଟ ଉପରେ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ:ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ବିଭିନ୍ନ ବିବୃତ୍ତିକୁ ନେଇର ମତଭେଦ ଦେଖାଯାଉଛି। ଏହି ସମୟରେ ସୁପ୍ରିମକୋର୍ଟଙ୍କ ସମ୍ପର୍କରେ ଆଇନ…

Central Bank of Indiaରେ ବାହାରିଲା ନିଯୁକ୍ତିର ସୁଯୋଗ, ମହିଳା ମାନଙ୍କୁ ଦେବାକୁ ପଡିବ ନାହିଁ ଆବେଦନ ଶୁଳ୍କ

ନୂଆଦିଲ୍ଲୀ:ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ ବାହାରିଛି । ଯେଉଁ ମାନେ ଏହି ପଦବୀ ପାଇଁ ଆଶାୟୀ ଅଛନ୍ତି ସେମାନେ ଏହିପଦ ପାଇଁ ଆବେଦନ କରିପାରିବେ । ଚିଫ ମ୍ୟାନେଜର୍ ସ୍କେଲ୍ ଚତୁର୍ଥ ଏବଂ ସିନିୟର…