Browsing Category
Breaking News
ଚୀନର କୋଭିଡ଼ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କଲା WHO, ମାଗିଲା ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ କୋଭିଡ ମାମଲା ଦିନକୁ ଦିନ ହୁହୁ ହୋଇ ବଢିବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ହେଲେ ଚୀନ ଏହାର ସଂପୂର୍ଣ୍ଣ ତଥ୍ୟ ଲୁଚାଉଛି, ଏନେଇ WHO…
କ୍ୟାବିନେଟ୍ ନିଷ୍ପତ୍ତି : ୧ ବର୍ଷ ଯାଏ ଦିଆଯିବ ମାଗଣା ରାସନ
ରାୟପୁର: ଛତିଶଗଡରେ ୧ ବର୍ଷ ମାଗଣା ରାସନ ଦିଆଯିବ । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ, ରାସନ କାର୍ଡଧାରୀଙ୍କୁ ବିନା ଅର୍ଥରେ ରାସନ…
୩୧ ପର୍ଯ୍ୟନ୍ତ ବଢିଲା ମାଣ୍ଡିଆ ସଂଗ୍ରହ ପଞ୍ଜିକରଣ ଅବଧି
ଭୁବନେଶ୍ୱର: ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣର ସମୟ ସୀମାକୁ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ।…
ଓଡ଼ିଶାର ଅବକାରୀ ବିଭାଗରେ ଇ-ଅଫିସ୍ ଶୁଭାରମ୍ଭ
ଭୁବନେଶ୍ୱର: ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଦ୍ୱାରା ଶୁକ୍ରବାର ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘ଇ- ଅଫିସ୍’ ର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ…
ଜିରୋ ନାଇଟ୍ ସେଲିବ୍ରେସନ୍: ବାଜିବନି ବାଜା, ଫୁଟିବନି ବାଣ
ଭୁବନେଶ୍ୱର: ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଘଟିବ ଅନ୍ତ । ସାରା ବିଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁ ମହଲରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ…
ଜାନୁଆରୀ ୧୭ରୁ OCS ପ୍ରିଲିମ୍ ପାଇଁ ଆବେଦନ
କଟକ: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ ତାରିଖରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ…
ପାଣି ଗରମ କରିବାକୁ ରଡ୍ ବ୍ୟବହାର କରୁଛନ୍ତି କି ? ତେବେ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ୍
ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବାର ଡ଼ର ରହିଥାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକ ଗିଜର ବ୍ୟବହାର କରୁଥିବାବେଳେ ଅଧିକାଂଶ ଲୋକ ପାଣି ଗରମ କରିବା ପାଇଁ ୱାଟର ହିଟର ରଡ ବ୍ୟବହାର କରନ୍ତି ।
ଏହାର ବ୍ୟବହାର…
Dry Day List 2023: ଆସନ୍ତାବର୍ଷ କେତେଦିନ ମଦ ଦୋକାନ ବନ୍ଦ ରହିବ, ଜାରିହେଲା ତାଲିକା
ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ନୂଆ ବର୍ଷ ୨୦୨୩ ପାଦ ଥାପିବ । ତେଣୁ ନୂଆବର୍ଷ ସେଲିବ୍ରେସନ ପାଇଁ ବହୁ ମାତ୍ରାରେ ମଦ ବିକ୍ରି ହେବ । ତେବେ ବର୍ଷର ଏପରି କିଛି ଦିନ ରହିଛି ଯେଉଁ ଦିନ କି ମଦ ବିକ୍ରି ହୁଏ ନାହିଁ…
ବୃକ୍ଷରେ ଆବିର୍ଭାବ ହେଲେ ପ୍ରଭୁ ଯୀଶୁ! ୪୦ ବର୍ଷ ପରେ ପ୍ରଥମ ଘଟଣା, ତାଜୁବ୍ ହୋଇଗଲେ ୧୬ ବର୍ଷୀୟ ଯୁବକ
ନୂଆଦିଲ୍ଲୀ: ଅନେକ ସମୟରେ ଈଶ୍ୱରଙ୍କୁ ନେଇ ଆମ ସମାଜରେ କିଛି ନୂଆ ଘଟଣା ଘଟିଥାଏ । କେବେ କାନ୍ଥବାଡ଼ରେ ତ ଆଉ କେବେ ଜଙ୍ଗଲ ମଧ୍ୟରେ ସ୍ୱୟଂ ଭଗବାନ ପୁନର୍ଜନ୍ମ ଲାଭ କରିଥିବା ନେଇ ଚର୍ଚ୍ଚା ହୋଇଥାଏ । ଆଜିକାଲି ଏକଥାକୁ…
୨୦୨୨ ବର୍ଷରେ କ’ଣ ସବୁ ଘଟିଥିଲା: ଆସନ୍ତୁ ନଜର ନପାଇବା ଅତୀତର ଘଟଣାବଳୀ ଉପରେ, ଜାଣନ୍ତୁ ସବିଶେଷ ବିବରଣୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦାୟ ନେବାକୁ ଯାଉଛି ୨୦୨୨, ଆଉ ପାଦ ଥାପିବ ନୂଆବର୍ଷ ୨୦୨୩ । ତେବେ ୨୦୨୨ ବର୍ଷ ଅନେକ ବିବାଦୀୟ ତଥା ସଫଳତାର ବର୍ଷ ରହିଥିଲା । ଏପରି କିଛି ଘଟଣା ମନରେ ଖୁସି ଭରିଦେଇଥିବା ବେଳେ ଆଉ କିଛି…