Browsing Category

Breaking News

ଗ୍ଲୋବାଲ ମାର୍କେଟରେ ହେବ ଚୀନ-ଭାରତ ଟକ୍କର! ଖେଳନା ଉଦ୍ୟୋଗରେ ବଢ଼ିବ PLI ବେନିଫିଟ୍, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖେଳନା ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଘଟୁଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେକ୍ଟରକୁ ବିଶେଷ ଭାବେ ଫୋକସ୍ କରାଯାଉଛି । ଚୀନ ନିର୍ମିତ ଖେଳନା ଉପରେ ଦେଶରେ ଲଗାମ୍ ଲଗାଯିବା…

ଖେଳନା ଉଦ୍ୟୋଗକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ପିଆଇଏଲ ମାଧ୍ୟମରେ ୩୫୦୦ କୋଟି ଦେବାକୁ କଲେ ଘୋଷଣା

ନୂଆଦିଲ୍ଲୀ: ଖେଳନା ଉଦ୍ୟୋଗ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଉତ୍ପାଦନ ପାଇଁ ପ୍ରୋତ୍ସାହନ(ପିଏଲଆଇ) ରୂପରେ ସରକାର ଖେଳନା ଉଦ୍ୟୋଗକୁ ୩ ହଜାର ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେବେ ଏହି ଲାଭ…

ଅନଲାଇନ ଗେମିଂ ପାଇଁ କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଅନଲାଇନ ଗେମିଂକୁ ରେଗୁଲେଟ କରିବାକୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯେଉଁ ଗେମଗୁଡ଼ିକରେ ଅର୍ଥ ସାମିଲ ରହିଥିବ, ସେସବୁ ଗେମକୁ ଏଥିରେ କଭର କରାଯିବ । ଏହା ପୂର୍ବରୁ କେବଳ…

(Video) ମାଆଙ୍କ ଆଶିର୍ବାଦ ନେବାକୁ ପହଞ୍ଚିଲେ ମୋଦୀ: ଆସନ୍ତାକାଲି ଗୁଜରାଟ ନିର୍ବାଚନ ପାଇଁ କରିବେ ମତଦାନ

ନୂଆଦିଲ୍ଲୀ: ଆସନ୍ତାକାଲି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ଗତ ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

NLC India Ltd ପକ୍ଷରୁ ବାହାରିଲା ୨୧୩ଟି ପଦବୀ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୧୩ଟି ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଓଭରମ୍ୟାନ…

ହିଜାବ ବିରୋଧୀ ପ୍ରଦର୍ଶନ ଆଗରେ ମୁଣ୍ଡ ନୁଆଁଇଲେ ଇରାନ୍ ସରକାର, ଶେଷ ହେଲା ମହିଳାଙ୍କ ଡ୍ରେସ୍ କୋଡ ନିୟମ

ନୂଆଦିଲ୍ଲୀ: ମହସା ଅମୀନୀଙ୍କ ମୃତ୍ୟୁ ପରେ ପୁରା ଇରାନ୍‌ରେ ଦେଖା ଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର । ଇରାନ୍ ସରକାର ଏକ ବଡ଼ ନିଷ୍ପତି ନେବା ସହ ଦେଶରେ ନୈତିକତା ପୋଲିସ ନିୟମକୁ ଋଦ୍ଧ…

(Video) କ୍ଲାସ ରୁମରେ ବାଜିଲା ଭୋଜପୁରୀ ଡିଜେ, ଦିଦିଙ୍କ ଡ୍ୟାନ୍ସରେ ଦିବାନା ହୋଇଗଲେ ସମସ୍ତ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ଅନେକ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ତେବେ କ୍ଲାସରୁମରେ ପିଲାମାନଙ୍କ ଆଗରେ ଜଣେ ଶିକ୍ଷୟିତ୍ରୀ ଡ୍ୟାନ୍ସ କରିଛନ୍ତି ।…

ପୁଣି ଭାରତୀୟ ବଜାର ଉପରେ ଭରଷା ଦେଖାଇଲେ ବିଦେଶୀ ନିବେଶକ, ନଭେମ୍ବରରେ କଲେ ବଡ଼ ନିବେଶ

ମୁମ୍ବାଇ: ଲଗାତାର ଦୁଇ ମାସ ଧରି ଭାରତୀୟ ବଜାରରୁ ଟଙ୍କା ବାହାର କରିନେବା ପରେ ନଭେମ୍ବର ମାସରେ ପୁଣି ଭାରତୀୟ ବଜାର ମୁହାଁ ହୋଇଁଛନ୍ତି ବିଦେଶୀ ନିବେଶକ(ଏଫପିଆଇ) । ଆମାରୀକିୟ ଡଲାର ଦୁର୍ବଳ ହେବା ଏବଂ ଭାରତୀୟ…

Kidney Donation କେତେ ସୁରକ୍ଷିତ: ପୁରୁଷ ଓ ନାରୀଙ୍କ ଫର୍ଟିଲିଟି ଉପରେ ଏହାର ପ୍ରଭାବ କ’ଣ, ଗୋଟିଏ କିଡନୀରେ ଜଣେ କେତେଦିନ ବଞ୍ଚି ପାରିବ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗତ କିଛି ବର୍ଷ ଧରି କିଡନୀ ସମେତ ଅନେକ ବିମାରୀରେ ପୀଡ଼ିତ ରହିଛନ୍ତି । ନିକଟରେ ସିଙ୍ଗାପୁରରେ ରହୁଥିବା…

IRCTC ଲଞ୍ଚ କଲା ଜଗନ୍ନାଥ ଯାତ୍ରା ପ୍ୟାକେଜ୍: ମାସକୁ ମାତ୍ର ୯୭୪ ଟଙ୍କା ଦେଇ ବୁଲନ୍ତୁ ଜ୍ୟୋତିର୍ଲିଙ୍ଗ, କୋଣାର୍କ, ଗଙ୍ଗା ଆରତୀ, ଉଦୟଗିରି

ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଆପଣମାନେ କିଛି ନୂଆ ସ୍ଥାନ ପରିଭ୍ରମଣ କରିବାକୁ ଚାହୁଁଛନ୍ତି କି? ଏଥିପାଇଁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଜଗନ୍ନାଥ ଯାତ୍ରା…