Browsing Category

Breaking News

ସ୍ଥଳ, ଜଳ ଓ ବାୟୁ ସେନାରେ ଲାଗୁ ହେବ ଗୋଟିଏ ରାଙ୍କ! ପରିବର୍ତ୍ତନ ନେଇ ମିଳିଲା ବଡ଼ ସଙ୍କେତ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ଶକ୍ତି ସ୍ଥଳସେନା, ଜଳସେନା ଓ ବାୟୁସେନାକୁ ନେଇ ଗଠିତ । ପ୍ରତ୍ୟେକ କ୍ଷେତ୍ରର ମୁଖ୍ୟ ଭାବେ ଅଲଗା ଅଲଗା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ । ତେବେ ସମୟ ବଦଳିବା ସହିତ ଭାରତ…

ସୁଖୁବିନ୍ଦର ସିଂହ ସୁଖୁ ହୋଇପାରନ୍ତି ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, କଂଗ୍ରେସ୍ ହାଇକମାଣ୍ଡ ଦେଲେ ମଞ୍ଜୁରୀ!

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ବହୁମତ ହାସଲ କରିବା ପରେ କିଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ହାଇକମାଣ୍ଡ ହିମାଚଳ…

୩ ବର୍ଷ ପରେ ଦିନିକିଆରେ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ରିକି ପଣ୍ଟିଂଙ୍କ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତିନି ବର୍ଷର ଲମ୍ବା ବ୍ୟବଧାନ ପରେ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍‌ରେ ଧମାକାଦାର ଶତକ ସହିତ ବିରାଟ…

ବିବାହିତ ମହିଳା ନିଜ ସହମତିରେ କୌଣସି ପୁରୁଷ ସହ ସମ୍ପର୍କ ରଖିଲେ ହେବ ନାହିଁ ରେପ୍ କେସ୍: ହାଇକୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଯଦି ଜଣେ ବିବାହିତା ମହିଳା ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ନିଜ ସହମତିରେ ଯୌନ ସମ୍ପର୍କ ରଖନ୍ତି, ତେବେ ଉକ୍ତ ମହିଳା ପରେ ସେହି ପୁରୁଷଙ୍କ…

World Skill Centre ତରଫରୁ ବାହାରିଲା ୧୨୫ଟି ପଦବୀ, ଓଡ଼ିଶାର ପିଲାଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ୱାର୍ଲ୍ଡ ସ୍କିଲ ସେଣ୍ଟର (ଡବ୍ଲ୍ୟୁଏସସି) ପକ୍ଷରୁ ୧୨୫ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଡେପୁଟି ଡାଇରେକ୍ଟର, କୋର୍ସ ମ୍ୟାନେଜର,…

Ind vs Bang 3rd ODI: ଇଶାନ୍ କିଶାନ୍‌ଙ୍କ ଦ୍ୱିଶତକ ଓ ବିରାଟଙ୍କ ଶତକ, ବାଂଲାଦେଶ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ

ନୁଆଦିଲ୍ଲୀ: ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଘରୋଇ ଦଳ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ଆଜିର ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା।…

ବୃଦ୍ଧ ଦମ୍ପତ୍ତି ହତ୍ୟା ମାମଲା: ଜେଜେକୁ ହତ୍ୟା କରିଛି ନାତି

ସାଲେପୁର: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ହୋଇଥିବା ବୃଦ୍ଧ ଦମ୍ପତ୍ତିଙ୍କ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଶେଷରେ ହତ୍ୟାକାଣ୍ଡର ହୋଇଛି ପର୍ଦ୍ଦାଫାଶ । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି…

UGC ଲାଗୁ କରିବାକୁ ଯାଉଛି ନୂତନ ନିୟମ! ଅନର୍ସ ଡିଗ୍ରି ପାଇଁ ୩ ବର୍ଷ ନୁହେଁ, ଏବେ ଏତିକି ବର୍ଷ ଦେବାକୁ ପଢ଼ିବ

ନୂଆଦିଲ୍ଲୀ: ଏଣିକି ଶିକ୍ଷାବର୍ଷରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଅନର୍ସ ରଖି ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାରି ବର୍ଷ ପଢ଼ିବାକୁ ପଡିବ । ଏଥିପାଇଁ ୟୁଜିସି ସୋମବାର ଏହା ପରେ ଶୁଣାଣି କରିବ ବୋଲି…

ପୋଲିସ ଷ୍ଟେସନ ଉପରେ ରକେଟ ଲଞ୍ଚର ଆକ୍ରମଣ :ଭାଙ୍ଗିଲା ବିଲ୍ଡିଂର ଗ୍ଲାସ,ଆକ୍ରମଣକାରୀ ଫେରାର

ପଞ୍ଜାବରେ ପୁଣି ଥରେ ରକେଟ ଲଞ୍ଚର ସହିତ ପୋଲିସ ଷ୍ଟେସନ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ତରନତାରନ ଜିଲ୍ଲାର ସରକାଲି ପୋଲିସ ଷ୍ଟେସନରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ରକେଟ ଲଞ୍ଚର ସହିତ ଆକ୍ରମଣ ହୋଇଥିଲା,…

ଫିଫା ବିଶ୍ୱକପ୍: ଭାଙ୍ଗିଲା ନେଦରଲାଣ୍ଡସ୍ ର ଫାଇନାଲକୁ ଯିବା ସ୍ୱପ୍ନ ସେମିରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-କ୍ରୋଏସିଆ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ କାରତାରେ ଚାଲିଥିବା ଫିଫା ବିଶ୍ୱକପ୍ ୨୦୨୨ ଏବେ ରୋମାଞ୍ଚକର ମୋଡରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ନେଦରଲାଣ୍ଡସକୁ ହରାଇ ଆର୍ଜେଣ୍ଟିନା ସେମିରେ ପହଞ୍ଚିଛି । ତେବେ ୪-୩…