Browsing Category
Breaking News
କୋର୍ଟରେ ହାଜର ହେବେ ଅର୍ଚ୍ଚନା,ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି
ଭୁବନେଶ୍ୱର: ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡିବ୍ଲାକମିଲର ଅର୍ଚ୍ଚନା ନାଗଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଝାରପଡା ଜେଲରୁ ବ୍ୟାପକ କଡା ସୁରକ୍ଷା ଭିତରେ ତାଙ୍କୁ ଆଜି କୋର୍ଟରେ ହାଜର…
ଡୋମିନିକ ଲାପିୟରଙ୍କ ପରଲୋକ, ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଲେଖିଥିଲେ ପୁସ୍ତକ
ନୂଆଦିଲ୍ଲୀ: ପ୍ରସିଦ୍ଧ ଫ୍ରେଞ୍ଚ ଲେଖକ ଡୋମିନିକ ଲାପିୟରଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ଅନେକ ଐତିହାସିକ ଘଟଣାକୁ ପୁସ୍ତକ ଜରିଆରେ ଲୋକଲୋଚନକୁ ଆଣିବାରେ ଜଣେ ଅଗ୍ରଗଣ୍ୟ ଲେଖକ ଥିଲେ। ଲେଖକ ହିସାବରେ…
ଭୋଟ ଦେଲେ ମୋଦୀ ;ଲାଇନରେ ଛିଡା ହେଇ କରିଲେ ମତଦାନ
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନରେ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏହା…
ବଢିଲା ଶୀତର ପ୍ରକୋପ, ୩ଡିଗ୍ରୀ ତଳକୁ ଖସିବ ପାରଦ
ଭୁବନେଶ୍ୱର: ଗତକାଲି ସଂଧ୍ୟାରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହୋଇସାରିଛି । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରି ପାରଦ ସ୍ତରରେ ହ୍ରାସ ଘଟିବ । ତେଣୁ ଆଗକୁ ଆସୁଥିବା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଥଣ୍ଡା…
ଗୁଜରାଟ ବିଧାନସଭା ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୩ ଆସନରେ ଲଢୁଛନ୍ତି ୮୩୩ ପ୍ରାର୍ଥୀ
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନରେ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି।…
ଭୋଟ ଦେଉଛନ୍ତି ପଦ୍ମପୁରବାସୀ:୯ଟା ଭିତରେ ୮.୫ ପ୍ରତିଶତ ମତଦାନ
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ଆଜି ସକାଳ ୭ଟାରୁ ଆରମ୍ଭ ହୋଇସାରିଛି ଭୋଟିଂ ପ୍ରକ୍ରିୟା । ନିର୍ବାଚନରେ ୧୦ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ ୨ଲକ୍ଷ…
କଂଗ୍ରେସର ୮ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା : ଜୋର ଧରିଲା ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି
ଭଦ୍ରକ:ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ । ବନ୍ଦ ଡାକରା ଦେଲା କଂଗ୍ରେସ । ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ଜୋର ଧରିଥିବା ଦେଖିବାକୁ ମିଳିଛି । ଯାହା ପାଇଁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ।…
କେବଳ କ୍ୟାଶ୍ ନୁହେଁ, ଏଣିକି ATMରୁ ବାହାରିବ Gold: ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମ୍
ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ଏଟିଏମ ମେଶିନରୁ ଆବଶ୍ୟକ ମୁତାବକ କ୍ୟାଶ୍ କାଢ଼ିଥାଉ । ତେବେ ଏନେଇ ଏକ ବଡ଼ ଖବର ଆସିଛି । ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ସୁନା ବାହାରିବ, ତେବେ ଏକଥାକୁ ହୁଏତ ଆପଣମାନେ…
Video: ବସଷ୍ଟାଣ୍ଡରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୬ ମୃତ ୧୦ ଆହତ
ମଧ୍ୟପ୍ରଦେଶ: ରବିବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ରତ୍ଲାମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ବସଷ୍ଟାଣ୍ଡରେ ଠିଆ ହୋଇଥିବା କିଛି ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍…
ନିଦ୍ରାହୀନତା, ଦିନରେ ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ପାଇଁ ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି: ଗ୍ଲୁକୋମାର ଶିକାର ହେବେ ବିଶ୍ୱର ୧୧.୨…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ଯେତିକି ଆଗକୁ ଯାଉଛି, ମାନବ ସଭ୍ୟତା ଆଗରେ ସେହି ଅନୁପାତରେ ନୂଆ ନୂଆ ସମସ୍ୟା ଉଭା ହେବାରେ ଲାଗିଛି । ଦିନକୁ ଦିନ ବିଶ୍ୱର ଜଳବାୟୁରେ ପରିବର୍ତ୍ତନ ଘଟୁଥିବା ବେଳେ ମଣିଷ ସମାଜ…