Browsing Category

Breaking News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ ୨ ଗୁରୁତର

ଉମରକୋଟ: ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡ଼ିଚାଳନାକୁ ନେଇ ଅନେକ ନିୟମ ହୋଇଥିଲେ ମଧ୍ୟ ଦୁର୍ଘଟଣାରେ ଅନେକ ଲୋକେ ପ୍ରାଣ ହରାଉଛନ୍ତି । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରୁ…

ଟ୍ରାଫିକ୍ ହଟସ୍ପଟରେ ଭିଡ କମାଇବା ପାଇଁ ଅଣ୍ଟା ଭିଡିଛି ବେଙ୍ଗାଲୁରୁ ପୋଲିସ: ଏବେ କମ୍ ଜାମରେ ଫସିବେ ଲୋକ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ଟ୍ରାଫିକ କରିଡରରେ ଯାତ୍ରା ସମୟ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି । ଟ୍ରାଫିକ ପୋଲିସର ତଥ୍ୟ ଅନୁଯାୟୀ, ଗତ ଦଶ ଦିନ ମଧ୍ୟରେ ସହରର ନଅଟି ପ୍ରମୁଖ ଟ୍ରାଫିକ ହଟସ୍ପଟରେ ଯାତ୍ରା ସମୟ ଅଧା…

MCD ନିର୍ବାଚନ କାହିଁକି ଖୁବ୍ ଗୁରୁତ୍ୱପୂର୍ଣ୍ଣ: କାହିଁକି BJP-AAP ଜିତିବା ପାଇଁ ପୂରା ଦମ୍ ଲଗାଉଛନ୍ତି, କିଏ ଡରୁଛି କାହାକୁ

ନୂଆଦିଲ୍ଲୀ: ଦେଶର କିଛି ରାଜ୍ୟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ୪ ତାରିଖରେ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ମତଦାନ ହେବ ।…

ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପାଇବେ ୨୭୪ ଜଣ ସହକାରୀ ପ୍ରଫେସର: OPSCକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ମେଡିକାଲ କଲେଜମାନଙ୍କରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ନେଇ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ଲୋକସେବା…

BJP ଛାଡ଼ି ପୁଣି Congressକୁ ଫେରିବେ ସିନ୍ଧିଆ? ରାଜନୈତିକ ମହଲରେ ଆରମ୍ଭ ହେଲା ହଲଚଲ୍

ନୂଆଦିଲ୍ଲୀ: ରାଜନୀତିରେ ଦଳବଦଳ କିଛି ବଡ଼ କଥା ନୁହେଁ । ତେବେ ବର୍ତ୍ତମାନ ଦେଶର ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ କିଛି ରାଜ୍ୟରେ ଉପନିର୍ବାଚନ ପ୍ରକ୍ରିୟା ଚାଲିଛି । ଏହା ମଧ୍ୟରେ ଏକ ବଡ଼ ଖବର…

ମୁଦ୍ରାସ୍ପିତିରୁ ମିଳିବା ଆଶ୍ୱସ୍ତି! କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କୁ ଏହି ପରାମର୍ଶ ଦେଲେ ପୁର୍ବତ୍ତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ବିଶ୍ୱରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ବିଭିନ୍ନ ଜିନିଷର ଦରଦାମ୍ ବଢି ଚାଲିଛି । ଏହାରି ମଧ୍ୟରେ ମୁଦ୍ରାସ୍ପିତି(ଦରଦାମ୍‌) କିପରି ନିୟନ୍ତ୍ରଣକୁ ଆସିବ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କ୍‌କୁ…

ବଡ଼ ନିଷ୍ପତ୍ତି: ବିବାହ ପୂର୍ବରୁ ସେକ୍ସ ବ୍ୟାନ! ନିୟମ ଉଲ୍ଲଂଘନ କଲେ ସିଧା ଯିବେ ଜେଲ୍

ନୂଆଦିଲ୍ଲୀ: ବିବାହ ଓ ଶାରୀରିକ ସମ୍ପର୍କକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ପୂରାତନ ପରମ୍ପରା ଅନୁଯାୟୀ ଗ୍ରହଣ କରାଯାଉ ନଥିଲେ ହେଁ ଆଧୁନିକତାର ଦ୍ୱାହି…

ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ଦରଦାମ ପରିଚାଳନା କେନ୍ଦ୍ର, ମାର୍ଚ୍ଚ ୨୦୨୩ ସୁଦ୍ଧା ୭୫୦ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ଦେଶରେ ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଦରଦାମ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର। ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଦେଶରେ ୭୫୦ ଦରଦାମ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର…

ବୀମା ଧାରକମାନେ ଏବେ ହ୍ୱାଟ୍ସଆପ୍‌ରେ ପାଇବେ ସମସ୍ତ ସୂଚନା, ନୂତନ ସେବା ଆରମ୍ଭ କଲା LIC

ନୂଆଦିଲ୍ଲୀ: ବୀମା କମ୍ପାନୀ ଏଲଆଇସି ଏହାର ଗ୍ରାହକଙ୍କ ପାଇଁ ହ୍ୱାଟ୍ସଆପ୍ ସେବା ଆରମ୍ଭ କରିଛି। ଏହି ସେବା ଆରମ୍ଭ ହେବା ପରେ ବୀମାଧାରକଙ୍କୁ ଏବେ ଆଉ ଛୋଟ ବଡ଼ କାମ ପାଇଁ ଏଲଆଇସି ଅଫିସକୁ ଯିବାକୁ ପଡ଼ିବ ନାହିଁ ଏବଂ…

ଭୁପେଶ ବାଘେଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ମନୀ ଲଣ୍ଡରିଂ ମାମଲାରେ ଗିରଫ କଲା ଇଡି

ରାୟପୁର: ଛତିଶଗଡ଼ର ଶୀର୍ଷ ପଦବୀରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଖବର ଆସିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ସୌମ୍ୟା ଚୌରାସିୟାଙ୍କୁ ଇଡି ଗିରଫ କରିଛି। ପୁର୍ବରୁ ଆୟକର…