Browsing Category

Breaking News

ଏହି ୩ଟି କାମକୁ ଅଧାରୁ ଛାଡ଼ିବା ପଡ଼ିପାରେ ମହଙ୍ଗା: ହୋଇପାରେ କ୍ଷତି

ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ହେଉଛି ଗରୁଡ଼ ପୁରାଣ । ଏହା ୧୮ ମହାପୁରାଣ ମଧ୍ୟରୁ ଅନ୍ୟତମ । ଗରୁଡ଼ ପୁରାଣରେ ଭଗବାନ୍ ବିଷ୍ଣୁ ଓ ଗରୁଡ଼ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ ବର୍ଣ୍ଣନା କରାଯାଇଛି । ଗରୁଡ଼…

ନଭେମ୍ବର ମାସରେ ୧.୪୬ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଜାଣନ୍ତୁ ଓଡ଼ିଶାରେ କେତେ ?

ନୂଆଦିଲ୍ଲୀ: ନଭେମ୍ବର ମାସରେ ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ମାଧ୍ୟମରେ କେନ୍ଦ୍ର ସରକାର ୧.୪୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଗଲା ବର୍ଷ ନଭେମ୍ବର ମାସରେ ଆୟର ହୋଇଥିବା ଜିଏସ୍‌ଟି ତୁଳନାରେ ଏହା ପ୍ରାୟ…

ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୩ ପାଇଁ ବଢ଼ିଲା ଆବେଦନ କରିବାର ଶେଷ ତାରିଖ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ଦାଖଲ କରିବାର ଶେଷ ତାରିଖ ୦୫ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ…

BCCIର ଘୋଷଣା: ନିଯୁକ୍ତି ପାଇଲେ ୩ ଜଣିଆ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ବିସିସିଆଇ କ୍ରିକେଟ ଆଡଭାଇଜରୀ କମିଟି (ସିଏସି)ର ନୂଆ ସଦସ୍ୟଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି । ଏହି ତିନିଜଣିଆ…

(Video) ଦୋକାନୀ ଆଗରେ ହିଁ ସୁନା ହାର ସହ ବକ୍ସ ନେଇଗଲେ ମହିଳା: ଚୋରିର ଟେକନିକ୍ ଦେଖି ଆପଣଙ୍କର ବି ଉଡିଯିବ ହୋସ୍

ସୋସିଆଲ ମିଡିଆରେ ଚୋରି ଘଟଣା ସହ ଜଡ଼ିତ ଅନେକ ଭିଡିଓ ସେୟାର କରାଯାଉଛି । ସେଥିରେ ଚୋର ଅଲଗା ଅଲଗା ଟେକନିକରେ ଚୋରି କରୁଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହା ସହ ଜଡ଼ିତ ଏକ ଭିଡିଓ ପୁଣିଥରେ ସୋସିଆଲ…

ଖର୍ଚ୍ଚ ହ୍ରାସ ପାଇବାରୁ ନଭେମ୍ବରରେ ଉତ୍ପାଦନ ବୃଦ୍ଧି କଲେ କମ୍ପାନୀ, ବଢ଼ିଲା ନୂତନ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଆମେରିକାଠାରୁ ଆରମ୍ଭ କରି ବ୍ରିଟେନ୍ ପର୍ଯ୍ୟନ୍ତ ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ଏଭଳି ସମୟରେ ଗତକାଲି ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ…

Mahabharat: କୁରୁକ୍ଷେତ୍ରରେ ଏହି ବିନାଶକାରୀ ଅସ୍ତ୍ରରେ ଲଢାଯାଇଥିଲା ମହାଭାରତ ଯୁଦ୍ଧ, ଚାହୁଁ ଚାହୁଁ କରୁଥିଲା ଧ୍ଵଂସ

ମହାଭାରତ ଯୁଦ୍ଧକୁ ଇତିହାସର ସବୁଠାରୁ ବଡ ଯୁଦ୍ଧ ଭାବରେ ଗଣନା କରାଯାଏ । ଏହି ଯୁଦ୍ଧରେ ଯୋଦ୍ଧମାନେ ଅନେକ ପ୍ରକାରର ଅସ୍ତ୍ର ବ୍ୟବହାର କରିଥିଲେ । କୁହାଯାଏ ଯେ ପ୍ରାଚୀନ କାଳର ଏହି ବିନାଶକାରୀ ଅସ୍ତ୍ରଗୁଡ଼ିକ ଗୋଟିଏ…

UGCର ନୂଆ ଗାଇଡଲାଇନ୍ସ: ଏଣିକି ଅନଲାଇନ, ଡିଷ୍ଟାନ୍ସ ଲର୍ଣ୍ଣିଂ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ: ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକୁ ମୁକ୍ତ ଓ ଡିଷ୍ଟାନ୍ସ ମୋଡ଼ରେ କୋର୍ସ ଅଫର କରିବା…

ଇଂଜିନିୟରିଂ ପିଲାଙ୍କ ପାଇଁ ଖୁସିଖବର: BEL ରେ ବାହାରିଲା ୨୬୦ ପଦବୀ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନରେ ଟ୍ରେନି ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ସହିତ ଅନେକ ପଦବୀରେ…

ସାବତ ଝିଅକୁ ବଳାତ୍କାର କରିଥିବା ପିତାକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ: DNA ଟେଷ୍ଟ ସାଜିଲା ମାଧ୍ୟମ

ମୁମ୍ବାଇ: ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ଡିଏନଏ ଟେଷ୍ଟ ଉପରେ ଭରସା କରି ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ନିଜ ୧୬ ବର୍ଷୀୟା ସାବତ ଝିଅକୁ ବାରମ୍ବାର ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ…