Browsing Category
Breaking News
ଏଣିକି ବଜାରରେ ମିଳିବ ଲ୍ୟାବ୍ ତିଆରି ମାଂସ: ଆମେରିକାର ବଡ଼ ନିଷ୍ପତ୍ତି
ଆମେରିକା ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସେଠାରେ ଲ୍ୟାବରେ ପ୍ରସ୍ତୁତ ମାଂସ ବିକ୍ରି ଏବଂ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏଭଳି କରିବାରେ ଆମେରିକା ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି । ଆମେରିକାର ଖାଦ୍ୟ…
ଶୀତରେ ଥରିବ ସାରା ଓଡିଶା: ୨ ରୁ ୩ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ, ଦୁଇ ଦିନ ହେବ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି । ଫଳରେ ଶୀତର ପ୍ରକୋପ କମ ରହିଛି । ତେବେ ଆଜିଠାରୁ ପୁଣି ସାରା ରାଜ୍ୟରେ ଶୀତ ଅନୁଭୁତ…
୨୬ ବର୍ଷ ପୂର୍ବେ ଟାଇଟାନିକ୍ ପାଖରୁ ମିଳିଥିଲା ସିଗ୍ନାଲ
୧୪-୧୫ ଏପ୍ରିଲ ୧୯୧୨ ମସିହା ରାତିର ଘଟଣା । ଆଟଲାଣ୍ଟିକ୍ ମହାସାଗରରେ ଅନେକ ଜାହାଜ ଯାଆସ କରୁଥିଲେ । ଏହି ସମୟରେ ଆଉ ଏକ ବିରାଟ ଜାହାଜ ମଧ୍ୟ ଯାଉଥିଲା, ଟାଇଟାନିକ୍ । କୁହାଯାଉଥିଲା ଏହି ଜାହାଜ କେବେବି ବୁଡିବନି ।…
ପେନସନ ପାଇଁ ଚକବନ୍ଦୀ କର୍ମଚାରୀଙ୍କ ଚାକିରି ଯୋଗଦାନକୁ ହିସାବକୁ ନିଅ: ହାଇକୋର୍ଟ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଜିତ ପଞ୍ଚାୟତ ମଞ୍ଜୁରୀ ଗ୍ରାମର ରବିନ୍ଦ୍ର କୁମାର ମିଶ୍ରଙ୍କୁ ପେନସନ ପ୍ରଦାନ ପାଇଁ ଚାକିରିରେ ଯୋଗଦାନ ସମୟ ଠାରୁ କାର୍ଯ୍ୟକାଳ ହିସାବ କରିବାକୁ ଓଡିଶା ହାଇକୋର୍ଟ…
ନାବାଳିକାକୁ ଗର୍ଭବତୀ କରି ଜେଲକୁ ଗଲା ଭିଣୋଇ
କରଞ୍ଜିଆ: ଶଳାର ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଜେଲ ହାଜତକୁ ଗଲା ଭିଣେଇ । ଏପରି ଏକ ସଙ୍ଗୀନ ଘଟଣା ଘଟିଛି କରଞ୍ଜିଆ ଥାନା ଅଞ୍ଚଳର ତିନିଟିଆ ଗ୍ରାମରେ । ତିନିଟିଆ ଗ୍ରାମର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ…
ବରିଷ୍ଠ ବିଜେଡି ନେତାଙ୍କ ପରଲୋକ
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୧ନମ୍ବର ଜୋନ ହାଟଭରଣ୍ଡି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଚନ୍ଦ୍ର ମୋହନ ହାଲବାଙ୍କ ଗତକାଲି ରାତ୍ରି ୯ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି ।…
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା; ପୁଅ ନେଲା ସମସ୍ତଙ୍କ ଜୀବନ
ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ପରି ମାମଲା ବଢିବାର ଲାଗିଛି । କିଏ ପ୍ରେମ ପାଇଁ କାହାକୁ ହତ୍ୟା କରୁଛି ତ ଆଉ କିଏ ପାରିବାରିକ କଳହ ପାଇଁ ନିଜ ଲୋକଙ୍କ ଜୀବନ ନେଉଛି । ତେବେ ପୂର୍ବରୁ…
ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ : ଆଜିଠୁ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା
କଟକ : ବୁଧବାର ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ସମ୍ମେଟିଭ୍-୧ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିନେି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଣ୍ଟରମାନଙ୍କୁ…
UGC ଲାଗୁ କରିବ ୪ ବର୍ଷିଆ ସ୍ନାତକ କୋର୍ସ: ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ହେବ ଲାଗୁ
ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ନୂଆ ନିୟମ ଲାଗୁ କରିବାକୁ ଯାଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଆସନ୍ତା ଶିକ୍ଷା ବର୍ଷ ୨୦୨୩-୨୪ ଠାରୁ ଲାଗୁ ହେବାକୁ ଯାଉଛି ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ । ପ୍ରଥମେ…
NALCO ପକ୍ଷରୁ ଆଜି ବାହାରିଲା ୩୭୫ଟି ପଦବୀ: ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆଜି ୩୭୫ଟି ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ…