CHARIDHAM
Browsing Category

Breaking News

ବାଲିରେ ଜି -୨୦ ନେତାଙ୍କ ସହ ହେନ୍ତାଳ ବନରେ ଚାରା ରୋପଣ ହେନ୍ତାଳ ବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜି -୨୦ ନେତାଙ୍କ ସହ ‘ତମନ୍ ହୁତାନ୍ ରାୟା ନଗୁରା ରାୟ’ ହେନ୍ତାଳ ଜଙ୍ଗଲ ପରିଦର୍ଶନରେ ଯାଇ ଚାରା ରୋପଣ…

ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ: କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଭୁବନେଶ୍ବର ଠାରେ କଳିଙ୍ଗ…

୨୦୨୪ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଡୋନାଲ୍ଡ ଟ୍ରମ୍ପ; ଦୁଇବର୍ଷ ପୂର୍ବରୁ କଲେ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆଗାମୀ ନିର୍ବାଚନ୨୦୨୪ ମସିହାରେ ଏହାକୁ ଥିବା ବେଳେ ଏହାକୁ ନେଇ କିଛି ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହି ମାମଲାରେ ସବୁଠୁ ଆଗରେ ଅଛି ଆମେରିକା । ଯିଏକି ବର୍ତ୍ତମାନ ଠାରୁ…

ଡବଲ ଇଞ୍ଜିନରେ କୋଇଲା ଥିଲା, ତେଣୁ ଜଙ୍କ ଖାଇଗଲା: ଆମେ ନୂଆ ବିଜୁଳି ଇଞ୍ଜିନ୍ ଆଣିବୁ-କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ନିର୍ବାଚନୀ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ…

ପ୍ରେମ କରିବା ପାପ ନୁହେଁ: ଖରାପ ଲୋକକୁ ବାଛିବା ହିଁ ମହାପାପ, ଏଥିପାଇଁ କାହାକୁ ଦୋଷ ଦେବା

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ଭୟଙ୍କର ଘଟଣା ପାଇଁ ଆଜି ଆମ ସମାଜ କେତେ ତଳକୁ ଖସିଯାଇଛି ତାହା ପ୍ରମାଣିତ ହୋଇଛି । ୨୬ ବର୍ଷୀୟା ଯୁବତୀ ଶ୍ରଦ୍ଧା ୱାଲକର ଓ ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲାଙ୍କୁ ନେଇ ଆଜି ସାରା…

ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ‘ହିନ୍ଦୁ’, ପ୍ରତି ଭାରତୀୟଙ୍କ DNA ସମାନ: RSS ମୁଖ୍ୟ

ନୂଆଦିଲ୍ଲୀ: ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଆଦି ବିଭିନ୍ନ ଧର୍ମର ଲୋକେ ବସବାସ କରିଥାନ୍ତି । ଅନେକ ସମୟରେ ବିଭିନ୍ନ ଧର୍ମକୁ ନେଇ କିଛି…

LAC ରେ ଡ୍ରାଗନକୁ ଜବାବ ଦେବାକୁ ସେନାର ପ୍ରସ୍ତୁତି, ଦ୍ରୁତ ଗତିରେ ଚାଲିଛି ଭିତ୍ତିଭୂମି ବିକାଶ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଚୀନ୍‌ର ବଢୁଥିବା ଆକ୍ରୋଶର ମୁକାବିଲା ପାଇଁ ସେନା ଏହାର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିଛି। ବିଶେଷକରି ୨୦୨୦ ଜୁନ୍ ମାସରେ…

ଏଣିକି ପ୍ରତ୍ୟେକ ଘର ଆଗରେ ଲାଗିବ QR Code: ଅଳିଆ ସଫେଇକୁ ନେଇ BMCର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଲୋକଙ୍କ ଘରୁ ଅଳିଆ ଠିକଭାବେ ନ ଉଠିବା ନେଇ ଅଭିଯୋଗ ହୋଇଥାଏ । ତେବେ ଏହି ସମସ୍ୟା ଉପରୁ ଏବେ ଉଠିବ ପରଦା । ସଫେଇକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ନୂଆ…

ଭାରତର ବାଣିଜ୍ୟ ନିଅଣ୍ଟ ୨୬.୯୧ ବିଲିୟନ ଡ଼ଲାରକୁ ବୃଦ୍ଧି; ବୃଦ୍ଧି ପାଇଲା ଆମଦାନୀ, ରପ୍ତାନି ହ୍ରାସ

ନୂଆଦିଲ୍ଲୀ: ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ତାର ଆଶଙ୍କା ମଧ୍ୟରେ ଭାରତରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଅକ୍ଟୋବରରେ ଏହାର ବୃଦ୍ଧି ଆକଳନ ସାମ୍ନାକୁ ଆସିଛି। ଅକ୍ଟୋବରରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି…

ଓଡ଼ିଶାର ୨୬ଟି ୱେବସାଇଟ୍ ପ୍ରତି ସାଇବର ବିପଦ: ସୁରକ୍ଷା ନେଇ ରିପୋର୍ଟ ମାଗିଲା NCIIPC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ସାଇବର ଠକଙ୍କ ଜାଲରେ ପଡ଼ି ଅନେକ ଶିକ୍ଷିତ ଲୋକ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ତେବେ ସାଇବର କ୍ରାଇମରୁ ବାଦ୍ ପଡ଼ିନାହିଁ ଓଡ଼ିଶା ।…