Browsing Category

Breaking News

ହାଇକମାଣ୍ଡଙ୍କ ଇଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ପଦର ମୋହରେ ଫସିଲେ ଗେହଲଟ୍, ଦେଲେ ଏହି ନେତାଙ୍କ ନାମରେ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସବୁଠୁ ଅଧିକ ହଲଚଲ ରାଜସ୍ଥାନରେ ଦେଖିବାକୁ ମିଳିଛି। କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଲଢିବାକୁ ଯାଉଛନ୍ତି।…

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୪ରୁ ୩୦ ମଧ୍ୟରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ରେ ସଭାପତି ପାଇଁ ନିର୍ବାଚନ ହେବ । ଅକ୍ଟୋବର ୧୯ରେ…

ଗଞ୍ଜେଇ ରେଡ୍ ବେଳେ ଧରା ପଡିଲା ବିପୁଳ ରୂପା ଇଟା, ୧୪ଲକ୍ଷ ଟଙ୍କା ମଧ୍ୟ ଜବତ

ଟାଙ୍ଗୀ: ଗଞ୍ଜେଇ ରେଡ୍ ବେଳେ ଧରା ପଡିଲା ବିପୁଳ ପରିମାଣର ରୂପା ଇଟା । ଟାଙ୍ଗି ଟୋଲ୍ ଗେଟ୍‌ରେ ଯାଞ୍ଚ ବେଳେ ଧରିଲେ ଅବକାରୀ ବିଭାଗ ସ୍ପେସାଲ୍ ସ୍କ୍ୱାଡ୍ । ୧ କୁଇଣ୍ଟାଲ ରୂପା ଇଟା ସହ ଚାନ୍ଦି ଅଳଙ୍କାର ମଧ୍ୟ ଧରା…

(Video) ଡିଭାଇଡରରେ ପିଟି ହେଲା ସ୍କୁଲ୍ ବସ୍, ଅଳ୍ପକେ ବର୍ତ୍ତିଗଲେ ୩୦ ପିଲା

କଟକ: ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ ବସ। ଅଳ୍ପକେ ବର୍ତ୍ତିଗଲେ ୩୦ ପିଲା । ଏଭଳି ଏକ ଅଭାବନୀୟ ଘଟଣା କଟକ ସିଡିଏ, ସେକ୍ଟର-୧୦ରେ ଘଟିଛି। ଏକ ଘରୋଇ ସ୍କୁଲ୍ ବସ୍ ପିଲାଙ୍କୁ ନେଇ ଯାଉଥିବା ସମୟରେ ହଠାତ୍…

ମାର୍ଚ୍ଚ ସୁଦ୍ଧା ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍

ଭୁବନେଶ୍ୱର: ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ । ଗାଡ଼ିର ବେଗ ସହ ସବୁକିଛି ଜାଣିହେବ । ଭୁବନେଶ୍ୱରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ୩ ଚକିଆ ଯାନକୁ ଛାଡ଼ି ଅନ୍ୟ ସବୁ ଗାଡ଼ିରେ…

Rupee vs Dollar: ଡଲାର ତୁଳନାରେ ରେକର୍ଡ ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଡଲାର ତୁଳନାରେ ଟଙ୍କା ଆଜି ରେକର୍ଡ ନିମ୍ନ ସ୍ତରକୁ ଚାଲଯାଇଛି। ବଜାର ଖୋଲିବା ପରେ ୫୧ ପଇସା ଖସି ଆମେରିକା ଡଲାର ତୁଳନାରେ ସର୍ବକାଳିନ ନିମ୍ନ ସ୍ତରରେ ପହଞ୍ଚିଥିଲା। ଆଜି ବଜାର ଆରମ୍ଭରୁ ୮୦.୨୭ ଟଙ୍କା…

Airtel ଗ୍ରାହକଙ୍କ ପାଇଁ ଖୁସି ଖବର! ମାଗଣାରେ ମିଳୁଛି ୫ GB ଡାଟା

ନୂଆଦିଲ୍ଲୀ: ଭାରତ ଏୟାରଟେଲ ଏବେ ନିଜର ପ୍ରିପେଡ୍ ଗ୍ରାହକଙ୍କୁ ୫ ଜିବି ମାଗଣା ଡାଟା ପ୍ରଦାନ କରୁଛି । ଏହି ଡାଟା ଉପଭୋକ୍ତାମାନଙ୍କୁ ସେତେବେଳେ ଦିଆଯିବ, ଯେତେବେଳେ ସେମାନେ ଏୟାରଟେଲ ଥ୍ୟାଙ୍କସ୍ ଅସ୍କୁ ଇନଷ୍ଟଲ୍ ଏବଂ…

ବ୍ୟାଙ୍କ FD ଧାରକମାନଙ୍କ ପାଇଁ ବଡ଼ ଖବର: ଏଣିକି ଆପଣଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ ଏଫଡି କରିବା ପାଇଁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେଠାରୁ ପ୍ରାଇଭେଟ ସେକ୍ଟର ବ୍ୟାଙ୍କର ଗ୍ରାହକମାନେ ସ୍ଥିର ଜମା ହାର ଉପରେ ଅଧିକ…

୧୯ ବର୍ଷ ବୟସରେ ଜିପଟୋ କମ୍ପାନୀ ମୁଖ୍ୟ ହେଲେ ଭାରତର ସର୍ବକନିଷ୍ଠ ଧନୀ

ମୁମ୍ବାଇ: ଆଇଆଇଏଫ୍‌ଏଲ୍ ହୁରୁନ୍ ଧନୀ ତାଲିକା ୨୦୨୨ ବୁଧବାର ପ୍ରକାଶ ପାଇଛି। ଏଥିରେ ସାମିଲ ଅଛନ୍ତି ଦେଶର ସବୁଠୁ କନିଷ୍ଠତମ ଧନୀ ୧୯ ବର୍ଷିୟ 'କୈବଲ୍ୟ ଭୋରା'। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ କମ୍ପାନୀ 'ଜିପଟୋ'ର ସହ…

ଚଣ୍ଡିଗଡ଼ MMS ଭାଇରାଲ ମାମଲାରେ ବଡ଼ ଖୁଲାସା: ଅଭିଯୁକ୍ତ ଯୁବତୀକୁ ସେନାର ଯବାନ କରୁଥିଲା ବ୍ଲାକମେଲ୍

ଚଣ୍ଡିଗଡ଼: ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏମଏମଏସ୍ ଘଟଣାକୁ ନେଇ ଏକ ବଡ଼ ଖୁଲାସା ହୋଇଛି । କୁହାଯାଇଛି ଯେ ଯେଉଁ ଯୁବତୀ ଛାତ୍ରୀଙ୍କ ଭିଡିଓ କରିଥିଲା, ତାକୁ ଭାରତୀୟ ସେନାର ଜଣେ ଯବାନ ବ୍ଲାକମେଲ କରୁଥିଲା । ସେହି…