CHARIDHAM
Browsing Category

Breaking News

ଦେଶର କେଉଁ ସେକ୍ଟରରେ ଚାଲିଛି ସବୁଠାରୁ ବେଶି ଭ୍ରଷ୍ଟାଚାର: କେନ୍ଦ୍ର ସରକାର ଜାରି କଲେ ରିପୋର୍ଟ

ନୂଆଦିଲ୍ଲୀ: ଦେଶର କେଉଁ ସେକ୍ଟରରେ ଚାଲିଛି ସର୍ବାଧିକ ଭ୍ରଷ୍ଟାଚାର । ଏନେଇ ଆପଣଙ୍କ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ । ତେବେ ଏକଥା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ଯେ, ସାରା ଦେଶରେ ବ୍ୟାଙ୍କିଂ ସେକ୍ଟରକୁ ନେଇ…

ଦେଶର ୫୦ତମ ବିଚାରପତି ଭାବେ ଶପଥପାଠ କରିଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୦ତମ ବିଚାରପତି ଭାବେ ଶପଥପାଠ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ଗୋପନୀୟତାର ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନ ଶାସକ ଦଳର ଆସନ ହାତେଇବାର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ…

ଶ୍ରୀଜିଉଙ୍କ ବନକଲାଗି ନୀତି: ଚାରିଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଏକମାସ ଧରି କାର୍ତ୍ତିକବ୍ରତ ଚାଲିଥିବା ବେଳେ କାଲି ସରିଛି ପୂର୍ଣ୍ଣମୀ ତିଥି । ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣ ପ୍ରତିପଦ ତିଥି । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ହେବାକୁ…

UGCର ନୂଆ ନିୟମ: Ph.D ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ପିଏଚଡି ରିସର୍ଚ୍ଚ ପେପରକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପିଏଚଡି ଥେସିସ ପୂର୍ବରୁ…

JIPMER ପକ୍ଷୀରୁ ବାହାରିଲା ୪୫୬ଟି ପଦବୀ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ପାଇଁ ଏକ ଖୁସି ଖବର । ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜେଆଇପିଏମଇଆର) ପକ୍ଷରୁ ୪୫୬ଟି ପଦବୀ ପାଇଁ…

ଗୁଜରାଟ ନିର୍ବାଚନରେ କଂଗ୍ରେସକୁ ବଡ ଝଟକା, ଦଶଥର ବିଧାୟକ ପଦବୀରେ ରହିବା ପରେ ବିଜେପିରେ ଯୋଗଦେଲେ କଂଗ୍ରେସ ନେତା

ଗୁଜରାଟ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିବା ପରେ ଗୁଜରାଟ ରାଜନୀତିରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ଗତକାଲି କଂଗ୍ରେସକୁ ବଡ ଝଟକା ଲାଗିଛି । କଂଗ୍ରେସର…

Harry Potter ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ: ହ୍ୟାରୀ ପୋଟରର ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ହ୍ୟାରୀ ପୋଟର ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ବ୍ରିଟିଶ ଅଭିନେତା ଲେସଲି ଫିଲିପ୍ସଙ୍କ ପରଲୋକ ଘଟିଛି । ୯୮ ବର୍ଷ ବୟସରେ ଲେସଲୀ…

ଥରିଲା ନେପାଳ, ଗଡ଼ିଲା ମୁଣ୍ଡ :ଭୂକମ୍ପରେ ଗଲା ୬ ଜଣଙ୍କର ଜୀବନ

କାଠମାଣ୍ଡୁ :ବୁଧବାର ପୂର୍ବାହ୍ନରେ ନେପାଳର ଦୋଟି ଜିଲ୍ଲାରେ ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଷ୍ଠିତ ହେବା ଦ୍ୱାରା ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ ଏବଂ ଏହାର ଆଖପାଖ…

Bond Policy କ’ଣ: ବିଭିନ୍ନ ରାଜ୍ୟର MBBS ଛାତ୍ର ଏହାକୁ କାହିଁକି ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର କିଛି ରାଜ୍ୟରେ ଏମବିବିଏସ ଛାତ୍ରଛାତ୍ରୀମାନେ ବଣ୍ଡ ପଲିସୀକୁ ବିରୋଧ କରୁଥିବାର ଦେଖାଯାଉଛି । ହରିୟାଣାଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏହାର ବିରୋଧାଭାସ ଦେଖିବାକୁ ମିଳୁଛି ।…