Browsing Category

Breaking News

୧୦୦ କୋଟି ବଦଳରେ ରାଜ୍ୟସଭା ସିଟ୍ ଦେବା କହୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍

ନୂଆଦିଲ୍ଲୀ: ୧୦୦ କୋଟିରେ ରାଜ୍ୟସଭା ସିଟ୍ ଦେବ ବୋଲି ଦାବି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ସିବିଆଇ । ଏନେଇ ମାମଲା ସହିତ ଜଡ଼ିତ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ…

ଗାଁ ର ପ୍ରଥମ କଲେଜ ଯାଇଥିବା ଝିଅ ହେଲେ ୧୫ ତମ ରାଷ୍ଟ୍ରପତି, ଶପଥ ଗ୍ରହଣ ଅବସରରେ କହିଲେ ଦୌପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତକୁ ଆଜି ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିିଳିଛି । ଦ୍ରୌପଦୀ ମୁର୍ମୁୁ ଆଜି ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି । ତାଙ୍କୁ ମୁଖ୍ୟ ବିଚାରପତି ଏନ.ଭି. ରମଣା ରାଷ୍ଟ୍ରପତି…

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା: ଜାଣନ୍ତୁ କେଉଁଠି କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତିଷ୍ଠା ହେବ ନୂଆ ଇସ୍ପାତ କାରଖାନା । ଆଉ ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ସୁନ୍ଦରଗଡ଼ରେ ସର୍ବାଧିକ ୩ଟି ଇସ୍ପାତ କାରଖାନା ହେବ । ସେହିପରି ଯାଜପୁରରେ…

ବ୍ରହ୍ମପୁର: ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇ ଯୁବକ ଗୁରୁତ୍ତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗକାରୀ ବିଷ ପିଇଦେଇଛନ୍ତି। ଜମି ଡିମାର୍କେସନ ପାଇଁ…

କରୋନା-ମଙ୍କିପକ୍ସ ପରେ ପଶୁମାନଙ୍କ ମଧ୍ୟରେ ବ୍ୟାପୁଛି ଏହି ମାରାତ୍ମକ ଭାଇରସ୍: ୯୯୯ ଗାଈ-ମଇଁଷିଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ମଙ୍କିପକ୍ସ ଭାଇରସ ଚିନ୍ତା ବଢ଼ାଉଥିବା ବେଳେ ଗୁଜରାଟରେ ଏକ ନୂଆ ଭାଇରସ୍ ଏଣ୍ଟ୍ରି ମାରିଛି, ଯାହା ପଶୁମାନଙ୍କୁ ଶୀଘ୍ର ଆଟାକ୍ କରୁଛି । ଗୁଜରାଟର କୃଷି ଏବଂ ପଶୁପାଳନ ମନ୍ତ୍ରୀ ରାଘବବୀ ପଟେଳ…

(Video)ମୃତ୍ୟୁ ଆଗରେ ଠିଆ ହୋଇଥିଲେ ୩ ବ୍ୟକ୍ତି: ମାତ୍ର ୩ ସେକେଣ୍ଡ ଭିତରେ ଏପରି ବଞ୍ଚାଇଦେଲେ ନିଜ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ପୋଲିସ ଷ୍ଟେସନ ଛକ ନିକଟରେ ହୋଇଛି ଏକ ଭୟଙ୍କର ଦୁର୍ଘଟଣା, ଯାହାର ଭିଡିଓ ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ମାତ୍ର ୩ ସେକେଣ୍ଡରେ ନିଜ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ସୁପ୍ରିମକୋର୍ଟରୁ ପ୍ରଶାନ୍ତଙ୍କୁ ଜାମିନ୍ ମିଳିଛି । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ଜାମିନ୍…

Video: ଶପଥଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମସ୍ତେ ସ୍ବାଗତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୁଆଦିଲ୍ଲୀ: ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସଂସଦର ସେଣ୍ଟ୍ରାଲ ହଲ୍ରେ ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଏନଭି. ରମଣା ଶପଥ ଏବଂ ଗୋପନିୟତା ପାଠ କରାଇଥିଲେ। ଶପଥ ପାଠ…

(Video) ମଦ ପିଇ ରାସ୍ତାରେ ଗଡ଼ିଲେ ପୋଲିସ ବାବୁ: କହିଲେ-‘ସସପେଣ୍ଡ କଲେ ବି ପିଇବି’

ମୟୂରଭଞ୍ଜ(ଓଡ଼ିଶା ଭାସ୍କର): ମଦ ନିଶାରେ ପଡ଼ିଲେ ଲୋକମାନେ ହିତାହିତ ଜ୍ଞାନ ବି ଭୁଲି ଯାଆନ୍ତି । ଅନେକ ବଡ଼ ବଡ଼ ଲୋକମାନେ ମଧ୍ୟ ଏହା ଆଗରେ ଦୁର୍ବଳ ପାଲଟିଯାଆନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ନା କିଛି…

ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା, ସରକାର ଗଣିବେ ୧୦୦ କୋଟିର ତଣ୍ଡ

ଭୁବନେଶ୍ୱର: ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା'' ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି...ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି।…