fbpx
Browsing Category

Breaking News

ରାଜ୍ୟରେ ହ୍ରାସ ପାଉଛି ଶୀତର ପ୍ରକୋପ, ରାତି ଓ ପାହାନ୍ତା ସମୟରେ ଘନ କୁହୁଡି ସମ୍ଭାବନା : ୧୧ ଜିଲ୍ଲାକୁ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ ବୃଦ୍ଧି ଘଟିବା ସହ ଶୀତର ପ୍ରକୋପ ହ୍ରାସ ପାଇବ । ଏହି ସମୟ ମଧ୍ୟରେ ରାତି ଓ ପାହାନ୍ତା ସମୟରେ ଘନ କୁହୁଡି…

INS ରଣବୀରରେ ବିସ୍ପୋରଣ: ୩ ନୌସେନା କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧଜାହଜ ଆଇଏନଏସ ରଣବୀରରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣ ନୌସେନା ଅଧିକାରୀ ପ୍ରାଣ ହରାଇଥିବା ଜଣାପଡିଛି । ମଙ୍ଗଳବାର ମୁମ୍ବାଇ ନାଭାଲ ଡକୟାର୍ଡରେ ରହିଥିବା ଯୁଦ୍ଧ ଜାହଜ…

କରୋନାରୁ ସୁସ୍ଥ ହେବା ପରେ ବୟସ୍କଙ୍କୁ ହୋଇପାରେ ଏହି ଗମ୍ଭୀର ରୋଗ; ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଲଗାତାର ରିସର୍ଚ୍ଚ କରିଚାଲିଛନ୍ତି । ନିକଟରେ ହୋଇଥିବ ରିସର୍ଚ୍ଚରେ…

ଢିଙ୍କିଆକୁ ନେଇ ହାଇକୋର୍ଟରେ ୨ଟି ମାମଲା ଦାୟର

କଟକ(ଓଡ଼ିଶା ଭାସ୍କର): ଜମି ଅଧିଗ୍ରହଣ ପାଇଁ ଢିଙ୍କିଆରେ ପୋଲିସର ଲାଠି ମାଡ଼ ଘଟଣାରେ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । କ୍ଷୀରୋଦ ରାଉତଙ୍କ ସହ ୩ ଓକିଲ ଓ ସ୍ଥାନୀୟ ଜଣେ ମହିଳା ମାମଲା ରୁଜୁ କରିଛନ୍ତି…

ଭିଜିଲାନ୍ସ ଜାଲରେ ହସ୍ତଶିଳ୍ପ ସହ-ନିର୍ଦ୍ଦେଶକ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର । ଜଣେ କାରିଗରଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ପ୍ରଭାତ । ବିଲ୍ କରାଇଦେବାକୁ କହି ୨୦…

ପର୍ଣ୍ଣ ଦେଖିବାର ନିଶା! ପଡ଼ୋଶୀଙ୍କ ଫଟୋରେ କରୁଥିଲା ଏପରି କାମ, ମୋବାଇଲରୁ ମିଳିଲା ୪୦ ହଜାର ଭିଡ଼ିଓ

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପୋଲିସ ଏପରି ଏକ ଯୁବକକୁ ଗିରଫ କରିଛି, ଯାହା ପାଖରେ ହଜାର ମାତ୍ରାରେ ପର୍ଣ୍ଣ ଭିଡ଼ିଓ ଓ ଫଟୋଗ୍ରାଫ ମିଳିଛି । ପୋଲିସର କହିବା ମୁତାବକ, ୨୪…

ଅଧିନାୟକ ପଦ ଛାଡ଼ିବା କୋହିଲଙ୍କୁ ମହଙ୍ଗା ପଡ଼ିବନି ତ? କ’ଣ ହେବ ଆଗକୁ ତାଙ୍କର ବ୍ରାଣ୍ଡ ଭାଲ୍ୟୁ, କମିବ ନା ବଢ଼ିବ

ନୂଆଦିଲ୍ଲୀ: ଟେଷ୍ଟ ଟିମରୁ ଅଧିନାୟକ ପଦ ଛାଡ଼ିବା ପରେ ବିରାଟ କୋହଲିଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିବା ପରେ କୋହଲିଙ୍କ ଇସ୍ତଫା ସମସ୍ତଙ୍କୁ ବିସ୍ମିତ…

କ୍ରାଇମ୍ ସିଟି ପାଲଟିଯିବ ଭୁବନେଶ୍ୱର: ଗଳିକନ୍ଦିରେ ରାଜ୍ କରୁଛନ୍ତି ଅସାମାଜିକ ଗ୍ୟାଙ୍ଗ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେଲା ରାଜଧାନୀର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିବା ଦେଖିବାକୁ ମିଳୁଛି । ଗଳିକନ୍ଦିରେ ଖାଲି ହତ୍ୟା, ଲୁଟ୍, ଡକାୟତି, ଆକ୍ରମଣ ସତେ ଯେମିତି ଛାଇ ଯାଇଛି ।…

ପୋଲିସ ଏନକାଉଣ୍ଟରରେ ଟଳିଲେ ୫ ମାଓବାଦୀ

ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା…

କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ; ପ୍ରିନ୍ସିପାଲ ଓ ଏସଡିପିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ମହାକାଳପଡ଼ା ମା’ ତାରିଣୀ କଲେଜରେ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଇସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରିନ୍ସିପାଲ ବିକାଶ…