fbpx
Browsing Category

Breaking News

ବିଜେଡିର ମିଶ୍ରଣ ପର୍ବ, ଜାଣନ୍ତୁ କିଏ ହେଲେ ସାମିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଜେଡିରେ ମିଶିଛନ୍ତି ଚିଲିକା ବ୍ଲକ୍ ଅଧ୍ୟକ୍ଷା ଝରଣା ବାରିକ । ବିଜେପି ଛାଡ଼ି ଶତାଧିକ ସମର୍ଥକଙ୍କ ସହିତ ଝରଣା ବାରିକ…

ଚୀନକୁ ଭାଇ କହୁଥିଲା ଶ୍ରୀଲଙ୍କା, ଏବେ ଋଣ ଜାଲରେ ହେଉଛି ଛଟପଟ: ସାହାଯ୍ୟ ପାଇଁ ଭାରତ ଆଗରେ ନେହୁରା ହେଲା ସିଂହଳି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି । ପରିସ୍ଥିତି ଏପରି ହୋଇଛି ଯେ ଋଣ ଅର୍ଥକୁ ଶ୍ରୀଲଙ୍କା ଫେରାଇବାକୁ ସମର୍ଥ ହେବ ନାହିଁ । ତେଣୁ ବାଧ୍ୟ ହୋଇ ଶ୍ରୀଲଙ୍କା ଭାରତର ଶରଣାପନ୍ନ ହୋଇଛି ।…

ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଭଗୱନ୍ତ ମାନ୍, ଅରବିନ୍ଦ କେଜରିୱାଲଙ୍କ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ବା ଆପରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜରିୱାଲ ।…

କୋଭିଡ୍-୧୯ରେ ସଂକ୍ରମିତ ହେଲେ ରୋଗୀମାନେ କେଉଁ ଔଷଧ ଖାଇବେ ଓ କେଉଁଟି ଖାଇବେନି, WHO ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ କୋଭିଡର ନୂଆ ଭାରିଆଣ୍ଟକୁ ନେଇ ଆଶଙ୍କା ଜାରି ରହିଛି । କିଛି ଲୋକ ଡେଲାଟାରେ ସଂକ୍ରମିତ ହେଉଥିବା ବେଳେ ଆଉ କିଛି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି । ତେବେ ଏକାଥରକେ…

କୋଟି-କୋଟି ଟଙ୍କାର ମାଲିକ ହେଉଛନ୍ତି ଧନୁଷ ଓ ଐଶ୍ୱର୍ଯ୍ୟା, ଜାଣନ୍ତୁ ସୁପରଷ୍ଟାରଙ୍କ ନେଟୱର୍ଥ କେତେ?

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଧନୁଷଙ୍କୁ ପରିଚୟ କରାଇବାର କୌଣସି ଆବଶ୍ୟକ ନାହିଁ । ତାଙ୍କ ନାମ ହିଁ ଯଥେଷ୍ଟ । ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜ୍ୱାଇଁ ସମେତ ତାଙ୍କ ନିଜସ୍ୱ ପରିଚୟ ରହିଛି ।…

ନିର୍ବାଚନ ଅଧିକାରୀଙ୍କ ପାଇଁ ବଡ଼ ଘୋଷଣା; ବଢ଼ିଲା ଅନୁକମ୍ପା ରାଶି, ଜାଣନ୍ତୁ କେତେ ଲକ୍ଷ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା ହୋଇଛି । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସଇସିଙ୍କ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା ହୋଇଛି । ଉଭୟ…

ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା କ’ଣ ସମ୍ଭବ, ଜାଣନ୍ତୁ ଏହା ପଛର ଲଜିକ୍

ନୂଆଦିଲ୍ଲୀ: ସାଧାରଣତଃ, ଜଣେ ମାଆ ଛୁଆକୁ ନଅ ମାସ ପର୍ଯ୍ୟନ୍ତ ଗର୍ଭ ଧାରଣ କରିବା ପରେ ଜନ୍ମ ଦେଇଥାଏ । କେବେକେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪…

କରୋନା କାଳରେ ହେଲଥ୍ ବଜେଟ୍ ବଢ଼ାଇ ପାରନ୍ତି ଅର୍ଥମନ୍ତ୍ରୀ, ମିଳିବ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଗାମୀ ମାସରେ ଉପସ୍ଥାପିତ ହେବାକୁ ଯାଉଥିବା ବଜେଟ୍ ୨୦୨୨ ରେ ସ୍ୱାସ୍ଥ୍ୟ ବଜେଟକୁ ବଢ଼ାଇପାରନ୍ତି ସରକାର । ସଙ୍କଟ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ…

ବଳି ଦେବା ସମୟରେ ଛେଳି ବଦଳରେ କାଟିଦେଲେ ଧରିଥିବା ଲୋକର ବେକ, ଘଟଣାକୁ ନେଇ ହଇଚଇ

ଚିତ୍ତୋର: ନିଶାରେ ଚୁର୍ ଥିବା ଜଣେ ଯୁବକ ବଳି କାଟୁଥିବା ସମୟରେ ଛେଳିକୁ ବଦଳରେ କାଟିଦେଇଛନ୍ତି ଛେଳିକୁ ଧରିଥିବା ବ୍ୟକ୍ତିଙ୍କ ବେକ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଏହିଭଳି ଏକ ଆଶ୍ଚର୍ଯ୍ୟ…

ପୁଣି ଫେରିଲା ଶୀତ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୦, ଟିଟିଲାଗଡ଼ରେ ୧୦.୩, ବାରିପଦାରେ ୧୦.୫…