Browsing Category
Breaking News
କେବଳ ଥଣ୍ଡା କାଶ ନୁହେଁ, ଡାଇବେବଟିସ୍ ପାଇଁ ମଧ୍ୟ ଲାଭଦାୟକ ଅଦାର ବ୍ୟବହାର, ପ୍ରତିଦିନ କରନ୍ତୁ ସେବନ
ପାଗ ବଦଳିବା ମାତ୍ରେ ଅନେକ ଲୋକଙ୍କୁ ଥଣ୍ଡା-ଜ୍ୱର ହୋଇଥାଏ । ଏଥିରୁ ଆଶ୍ୱସ୍ତି ପାଇଁ ଅନେକ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କେବଳ ଅଦା…
ବିଶ୍ୱର ସର୍ବଶ୍ରେଷ୍ଠ ସଫ୍ଟୱେର୍ ଆଇଟି କମ୍ପାନୀ: ଭାରତୀୟ କମ୍ପାନୀ TCS ପୁଣି ୧ ନମ୍ବର
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତୀୟଙ୍କ ଆଧିପତ୍ୟ ବୃଦ୍ଧି ପାଉଛି। ବଡ କମ୍ପାନୀଗୁଡିକ ଭାରତୀୟ ମୂଳ ସିଇଓମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛନ୍ତି। କେବଳ ଏତିକି ନୁହେଁ, ଭାରତୀୟ କମ୍ପାନୀମାନେ ମଧ୍ୟ ଏହି ପ୍ରସଙ୍ଗରେ…
ଯାଜପୁର: ଦୁଷ୍କର୍ମୀଙ୍କ ଭୟରେ ଛାତରୁ ଡେଇଁପଡିଲେ ନାବାଳିକା, ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଡୁବୁରୀ: ଦୁଷ୍କର୍ମ ଭୟରେ ଛାତରୁ ଡେଇଁଲେ ନାବାଳିକା। ସାମ୍ନାରେ ଥିଲେ ଦେହ ପିପାସୀ ଅଶୁର ଆଉ ଏକ ପଟେ ଛାତରୁ ଡେଇଁ ନିଜର ସମ୍ମାନ। ଶେଷରେ ଦୁଷ୍କର୍ମୀଙ୍କଠାରୁ ରକ୍ଷା ପାଇବା ପାଇଁ ଛାତରୁ ଡେଇଁଲେ ନାବାଳିକା। ଏଭଳି ଏକ…
ପ୍ରଧାନମନ୍ତ୍ରୀଙ୍କ ଉପରେ ଫେସବୁକରେ କରିଥିଲେ ଅଭଦ୍ର ଟିପ୍ପଣୀ, ଯାଚିକା ରଦ୍ଧ କଲେ କୋର୍ଟ
ଆଲାହାବାଦ ହାଇକୋର୍ଟ ବ୍ୟକ୍ତିଙ୍କ କହିବାର ସ୍ୱତନ୍ତ୍ରତା ଉପରେ ଟିପ୍ପଣୀ କରିବା ସହ, କହିବାର ସ୍ୱତନ୍ତ୍ରତାକୁ ନେଇ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଧ କରିବାକୁ ମନା କରିଛନ୍ତି । ଆଲାହାବାଦ…
ଚେକିଂ ନାଁରେ ସୀମା ପାର୍ କଲା NEET ପରୀକ୍ଷା ସେଣ୍ଟର, ଓହ୍ଲାଇଦେଲେ ଛାତ୍ରୀଙ୍କ ଅନ୍ତବସ୍ତ୍ର
ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ସମୟରେ କେରଳର କୋଲ୍ଲମରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜୀ ସ୍ଥିତ ପରୀକ୍ଷା ସେଣ୍ଟରରେ କଡ଼ା ନିୟମ…
ଅଷ୍ଟ୍ରେଲିଆରେ ୬୦ ଲକ୍ଷ ମହୁମାଛିଙ୍କୁ ମାରିବାକୁ ନିଷ୍ପତ୍ତି, ଜାଣନ୍ତୁ କ’ଣ ଏହାର କାରଣ
ଅଷ୍ଟ୍ରେଲିଆରେ ଗତ ୨ ସପ୍ତାହ ମଧ୍ୟରେ ପ୍ରଶାସନ ଲକ୍ଷ ଲକ୍ଷ ମହୁମାଛିଙ୍କୁ ମାରିଛନ୍ତି । ଅଷ୍ଟ୍ରେଲିଆ ପ୍ରଶାସନ ଦ୍ୱାରା ଏହି ପଦକ୍ଷେପ ଭୟଙ୍କର ପାରାସିଟିକ ପ୍ଲେଗକୁ ବ୍ୟାପିବାରୁ ରୋକିବା ପାଇଁ ଉଠାଇଛି । ପ୍ରକୃତରେ,…
ଦିନିକିଆ କ୍ରିକେଟ୍କୁ ଅଲବିଦା କହିଲେ ବେନ୍ ଷ୍ଟୋକ୍ସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍
ନୂଆଦିଲ୍ଲୀ: ଇଂଲଣ୍ଡକୁ ୨୦୧୯ରେ ବିଶ୍ୱକପ୍ ଜିତାଇଥିବା ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ବୟାନ ସହ ବେନ୍ ଷ୍ଟୋକ୍ସ ଏହି ଘୋଷଣା…
କେରଳରେ ଆଉ ଜଣେ ମଙ୍କିପକ୍ସରେ ପିଡ଼ିତ, ଦେଶରେ ଏପର୍ଯ୍ୟନ୍ତ ଦୁଇ ଆକ୍ରାନ୍ତ ଚିହ୍ନଟ
କେରଳ: ଦେଶରେ ମଙ୍କିପକ୍ସର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ବ୍ୟକ୍ତି ଜଣକ ମଧ୍ୟ କେରଳର ହୋଇଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ପାଖରେ ଲକ୍ଷଣ ଦେଖାଯିବା ପରେ ତାଙ୍କୁ କୁନ୍ନୁର ପରିୟାରାମ ମେଡିକାଲ…
Jio ଆଣିଛି ଖାସ୍ ଅଫର୍, ଏକ ବର୍ଷ ଯାଏଁ ମିଳିବ ମାଗଣା 100 GB ଡାଟା !
ନୂଆଦିଲ୍ଲୀ: Jio ନିଜର ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଫ୍ରି ଆଣିଛି । କମ୍ପାନୀ ଅନେକ ସମୟରେ ଅନେକ ଅଫର ଦେଇଥାନ୍ତି । ଏବେ କମ୍ପାନୀ ୟୁଜର୍ସଙ୍କୁ ୧୦୦ ଜିବି ଡାଟା ମାଗଣା ଦେଉଛି । ଅବଶ୍ୟ, ଏହି ମାଗଣା ଡାଟା ସମସ୍ତଙ୍କ…
ତୁଚ୍ଛ ପାଲଟିଲା ସଂପର୍କ! ଶ୍ୱଶୁର ଓ ଶଳାକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲା ଜ୍ୱାଇଁ
ସମ୍ବଲପୁର: ପରିବାର ମଧ୍ୟରେ କୌଣସି କଥାକୁ ନେଇ ହୁଏତ ମତଭେଦ ଦେଖାଦେଇପାରେ । ଯାହାକୁ କଥାବାର୍ତ୍ତା ମାଧ୍ୟମରେ ପୁଣି ଥରେ ସଜାଡ଼ି ହୁଏ । କିନ୍ତୁ କ’ଣ ପାରିବାରିକ ବିବାଦକୁ ନେଇ କେହି ନିଜ ଲୋକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା…