fbpx
Browsing Category

Breaking News

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଦେଖନ୍ତୁ ଭିଡ଼ିଓ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । କେବଳ ଅଣ୍ଡାମାଡ଼ ନୁହେଁ, ବରଂ ଗାଡ଼ି ଆଗରେ କଳାପତାକା ପ୍ରଦର୍ଶନ କରିଛନ୍ତି ବିରୋଧୀ । କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ…

ପରିବାରେ ବାଇଗଣ ଖାଉଥିବା ଲୋକେ ସାବଧାନ୍! ଜାଣନ୍ତୁ ଏହାର କ୍ଷତି

ବାଇଗଣ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଖାସ୍ ସମସ୍ୟାରେ ଆପଣଙ୍କର ବାଇଗଣ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଏହି ସମସ୍ୟାରେ ବାଇଗଣ ଖାଆନ୍ତି, ତେବେ ଆପଣଙ୍କ ସମସ୍ୟା ଆହୁରି ବଢ଼ିପାରେ ।…

ଆସନ୍ତା ସପ୍ତାହରେ ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ: ତୃତୀୟ ଲହର ଆସିଲେ ଏହା ଘୁଞ୍ଚିପାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି । କେବଳ ରାଜ୍ୟ ନିର୍ବାଚନ କମିସନର ତାରିଖ ଘୋଷଣା କରିବା ବାକି ରହିଛି । ତେବେ ଆସନ୍ତା ୨୭ରୁ ୨୯ ତାରିଖ…

ରଣବୀର କପୁରଙ୍କୁ କଣ୍ଡୋମ ଦେବାକୁ ଚାହୁଁଥିଲେ ଦୀପିକା, ବଦଳରେ ଏପରି କହିଥିଲେ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜ ବ୍ୟକ୍ତଗତ ରିଲେସନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ବଲିଉଡ ଜଗତର ଅନେକ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି, ଯେଉଁଥିରେ ଦାପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ରହିଛି…

ଓଡ଼ିଶା ପ୍ରଶାସନିକ ସେବା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧ ବର୍ଷ ସମୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ରେ ଆବେଦନ କରିବା ପାଇଁ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କୁ ୧ ବର୍ଷର ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ୨୦୧୧ରୁ ୨୦୧୪ ମଧ୍ୟରେ ପ୍ରତ୍ୟେକ ବର୍ଷ…

ଏଣିକି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ମିଳିବ ଜାତି ପ୍ରମାଣପତ୍ର, ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଏଣିକି ସ୍କୁଲମାନଙ୍କରେ ତିଆରି ହେବ ଜାତି ପ୍ରମାଣପତ୍ର । ଆସନ୍ତା ୨୯ ତାରିଖ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନେଇ ବିଧାନସଭା ଅଧିବେଶନରେ ଘୋଷଣା…

ଗେଟ୍ ଭିତରେ ସମାଜସେବୀ ପ୍ରମିଳା ଓ ତପସ୍ୱିନୀ କ’ଣ କରୁଛନ୍ତି, ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ କଳହ ଚରମସୀମାରେ ପହଞ୍ଚିଛି । ଗତକାଲି ଏସଡିଜେଏମ କୋର୍ଟ ପୁରୁଣା ରାୟକୁ ପୁନର୍ବାର ଦୋହରାଇଥିଲେ । ଏକ ଭଡ଼ାଘରେ ତପସ୍ୱିନୀଙ୍କୁ ରଖିବା ସହ…

ଭାକସିନ୍ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇବା ଆବେଦନ ପଡ଼ିଲା ମହଙ୍ଗା, ହାଇକୋର୍ଟ ଲଗାଇଲେ ୧ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣ ପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇବାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । କେରଳ ହାଇକୋର୍ଟ ଆଜି ଏହି ଆବେଦନକୁ ଖାରଜ କରି ଆବେଦନକର୍ତ୍ତାଙ୍କ ଉପରେ…

ବଡ଼ ଖବର: ନିୟମିତ ହେବେ RTO ଡାଟା ଏଣ୍ଟ୍ରି ଅପରେଟର

କଟକ (ଓଡ଼ିଶା ଭାସ୍କର): ଆରଟିଓରେ ଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ନିୟମିତ ହେବେ ଆରଟିଓରେ ଠିକାରେ ଥିବା ଡାଟା ଏଣ୍ଟ୍ରି ଅପରେଟର । ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି…

୫ ଦିନ ଘଟଗାଁ ତାରିଣୀ ଦର୍ଶନ ବନ୍ଦ, ଜାଣନ୍ତୁ କେବେଠାରୁ ?

କେନ୍ଦୁଝର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା ଲଗାଯାଇଛି । ଡିସେମ୍ବର ୨୫, ୨୬, ୩୧ ଓ ଜାରୁଆରୀ ୧,୨ ତାରିଖରେ ମା’ଙ୍କ ଦର୍ଶନ ବନ୍ଦ ରହିବ । ୫ ଦିନ ମନ୍ଦିର ବନ୍ଦ ରହିବା ନେଇ…