Browsing Category
Breaking News
ଶ୍ୱଶୁର-ବୋହୂ କଳିର କରୁଣ ପରିଣତି: ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ, ଶ୍ବଶୁର ଟାଙ୍ଗିଆ ଚୋଟରେ ବୋହୁ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ସାମାନ୍ୟ ବଚାସାରୁ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି। ସେହିପରି ଶ୍ୱଶୁରର…
ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଫୁଲବାଣୀ: ବ୍ରିଜ ଉପରେ ଚାଲୁଛି ଅଣ୍ଟାଏ ପାଣି
ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ହୋଇଛି ଫୁଲବାଣୀ ସହର । ଲଘୁଚାପ ଜନିତ ଲଗାଣ ବର୍ଷାପାଣି ଯୋଗୁଁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡିଛି । ପ୍ରବଳ ପାଣିରେ ସାରା ଜିଲ୍ଲାର ଅଧିକାଂଶ ଅଞ୍ଚଳର ଅବସ୍ଥା ସଂକଟାପନ୍ନ…
ଓଡ଼ିଶାରୁ ଆଜି ୮୭୨ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ଦୈନିକ ସଂକ୍ରମଣରେ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲାରେ ଭୂସ୍ଖଳନ: ଧସିଲା ମାଟି ଅତଡ଼ା ଭାଙ୍ଗିଲା ଘର
ଗଜପତି: ଲଗାଣ ବର୍ଷା ଫଳରେ ଧସିଲା ମାଟି ଅତଡ଼ା। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଥିବାର ଖବର ଆସିଛି। ଗୁମ୍ମା ବ୍ଲକ ଜାଙ୍ଗିଡ଼ିତୁଲ ଗାଁରେ ଆଜି ସକାଳୁ ଭୂସ୍ଖଳନ…
ପୁଣି ମଝି ଆକାଶରେ ଫସିଲା ଇଣ୍ଡିଗୋ: ଏହି କାରଣରୁ କରାଚିରେ ଓହ୍ଲାଇଲା ବିମାନ
ନୂଆଦିଲ୍ଲୀ: ଦେଶରେ ବାରମ୍ବାର ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ପୁଣିଥରେ ମଝି ଆକାଶରେ ଏକବିମାନ ଫସିଥିବା ଘଟଣା ସାମନାକୁ ଆସିଛି । ପୁଣି ଥରେ ପାକିସ୍ତାନର କରାଚିରେ ଅଚାନକ ଅବତରଣ କରିଛି…
ଦେଶରେ ପୁଣି ଶସ୍ତା ହେବ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଆଜି କେଉଁ ସହରରେ କେତେ ରହିଛି ନୂତନ ମୂଲ୍ୟ
ଭୁବନେଶ୍ୱର: ସରକାରୀ ତୈଳ କମ୍ପାନୀଗୁଡିକ ରବିବାର ପାଇଁ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଶେଷ ଥର ପାଇଁ ମେ ୨୧ ରେ…
ଆଜି ନିଟ୍ ପରୀକ୍ଷା: ଦେଶରେ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜି ଆରମ୍ଭ ହେଉଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ସାରା ଦେଶରୁ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ଏଥିମଧ୍ୟରୁ ଓଡିଶାରୁ ୧ଲକ୍ଷ ୩୦ ହଜାର…
ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଭଞ୍ଜନଗର ପୋଲିସ: ୬ ଜୁଆଡ଼ି ଗିରଫ, ୩୦,୫୨୦ ଟଙ୍କା ଜବତ
ଭଞ୍ଜନଗର, (ଭାସ୍କର ନ୍ୟୁଜ୍) : ସ୍ଥାନୀୟ ପୋଲିସ ଶନିବାର କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ରାଜକୁଣ୍ଡ ଗ୍ରାମର ଏକ ଅବ୍ୟବହୃତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି ।…
ଆଜି ଆଇସିଏସ୍ଇ ଦଶମ ରେଜଲ୍ଟ, ୱେବସାଇଟ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରବିବାର ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ…
ଏବେ ବି ସକ୍ରିୟ ରହିଛି ଲଘୁଚାପ: ଆଗାମୀ ୪ ଦିନ ଯାଏଁ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଜାରି
ଭୁବନେଶ୍ୱର/କଟକ(ଭାସ୍କର ନ୍ୟୁଜ୍): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଓ କଟକରେ ଲଗାତାର ଭାବେ ବର୍ଷା ଜାରିରହିଛି । ସେହିପରି ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ…