fbpx
Browsing Category

Breaking News

IPSଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ୍

କଟକ(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର୍ ଲୁଟ୍ ମାମଲା । ଏହାରି ମଧ୍ୟରେ ବରିଷ୍ଠଳ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି । ୨ ବର୍ଷରେ…

କରୋନା ପାଇଁ ଟଳିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା, ଭାରତରୁ ପ୍ରତିଦ୍ୱନ୍ଦିତା କରୁଥିବା ମାନସା ବି ପଜିଟିଭ୍ ଚିହ୍ନଟ

ମୁମ୍ବାଇ: କୋଭିଡ୍ ମହାମାରୀ ପୁଣି ଥରେ ବିଶ୍ୱରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ଏହାର ନୂତନ ଭାରିଆଣ୍ଟ ଓମିକ୍ରନ୍ ରକେଟ୍ ବେଗରେ ମାଡ଼ୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ସଂକ୍ରମଣ ମାମଲା ବଢ଼ୁଛି । ଏବେ…

ଅପରାଜିତା ଫୁଲର କରାମତି, ଘରେ ଗଛ ଲଗାଇବା ଦ୍ୱାରା ହେବ ଟଙ୍କା ବର୍ଷା

ସମସ୍ତେ ନିଜର ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥାନ୍ତି, ଯାହାକୁ ସେମାନେ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ । କିନ୍ତୁ ଅନେକ ଥର ଏପରି ଘଟିଥାଏ କି ସମସ୍ତ ଚେଷ୍ଟା ପରେ ବି ଟଙ୍କା ସଞ୍ଚୟ ହୁଏନାହିଁ । ଯଦି…

ପଞ୍ଜାବ ହାତେଇବାକୁ ବିଜେପିର ଗୋଟିଚାଳନା: କ୍ୟାପ୍ଟେନଙ୍କୁ ନେଇ ଆଜି ଦିଲ୍ଲୀରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ସିଟକୁ ନେଇ ଲଢ଼େଇ ହେବ । ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ୭୭ଟି ସିଟ ହାତେଇ ବହୁମତ ହାସଲ କରିଥିଲା । ତା’ପୂର୍ବରୁ ୧୦ ବର୍ଷ ଧରି ବିଜେପି-ଅକାଳୀ ଶାସନ…

Jio ଲଞ୍ଚକଲା ୧ ଟଙ୍କିଆ ପ୍ରିପେଡ୍ ପ୍ଲାନ: ୩୦ ଦିନ ଭାଲିଡିଟି ସାଙ୍ଗକୁ ଡାଟା ବି ମିଳୁଛି

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ଧମାକାଦାର ଅଫର ଲଞ୍ଚ କରିଛି । ନିକଟରେ ଜିଓ ୧ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନ ମାଇ ଜିଓ ଆପରେ ଲିଷ୍ଟ କରାଯାଇଥିବା ବେଳେ କମ୍ ଡାଟା…

ବୁଲା କୁକୁରଙ୍କୁ ଖାଇବାକୁ ଦେବା ପଡ଼ିଲା ମହଙ୍ଗା, ମହିଳାଙ୍କ ଉପରେ କଲୋନୀ ଲଗାଇଲା ୮ ଲକ୍ଷ ଟଙ୍କା ଜୋରିମାନା

ମୁମ୍ବାଇ: ନଭୀ ମୁମ୍ବାଇର ଏକ ଆବାସିକ କମ୍ପେ୍ଲକ୍ସରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ସୋସାଇଟିର ପ୍ରବନ୍ଧନ ସମିତି ପକ୍ଷରୁ କଲୋନୀ ପରିସରରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ତାଙ୍କ ଉପରେ ୮ ଲକ୍ଷ…

ଶୀତ ଲହରି ଜାରି, ୧୧ ଡିଗ୍ରୀ ତଳେ ୮ ସହରର ପାରଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତର ଲହର ଜାରି ରହିଛି । ପାରଦ କମିବା ଫଳରେ ବଢ଼ୁଛି ଶୀତ । ରାଜ୍ୟର ସବୁଠାରୁ ଥଣ୍ଡାର ସହର ପାଲଟିଛି ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡିଗ୍ରୀ ରାତି ତାପମାତ୍ରା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୪ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ବିଚିତ୍ର ବ୍ରହ୍ମାଣ୍ଡ: ଏମିତି ଏକ ମନ୍ଦିର, ଯେଉଁଠାରେ ଭଗବାନଙ୍କ ପାଖରେ ଲଗାଯାଏ ଚକଲେଟ୍ ଭୋଗ

ନୂଆଦିଲ୍ଲୀ: କେରଳର ଅଳାପ୍ପୁଝାରେ ଥିବା କେମମୋଥ ଶ୍ରୀ ସୁଭ୍ରମନ୍ୟମ୍ ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କ ପାଖରେ ଚଢ଼ାଯାଏ ଚକଲେଟ୍ ଭୋଗ । ଏହି ପ୍ରଥା ପ୍ରାୟ ଏକ ଦଶକ ପୂର୍ବରୁ ଆରମ୍ଭ କରାଯାଇଥିଲା । କୁହାଯାଏ ଯେ,…

(ଭିଡ଼ିଓ)ଭବିଷ୍ୟତରେ ତପସ୍ୱିନୀ ଓ ସୁମିତଙ୍କ ଏକାଠି ହେବାର ସମ୍ଭାବନା ଅଛି କି? ଦେଖନ୍ତୁ କ’ଣ କହିଲେ ବରିଷ୍ଠ ଆଇନଜୀବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ୍ ଓ ତପସ୍ୱିନଙ୍କ ପାରିବାରିକ କଳହ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚିତ ବିଷୟ । ଗୋଟିଏ ପଟେ ତପସ୍ୱିତୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ତାଙ୍କ…