Browsing Category
Breaking News
ମାତ୍ର ୨୧ ଟଙ୍କା ଖର୍ଚ୍ଚ କରନ୍ତୁ, ମାସ ସାରା ଆକ୍ଟିଭ୍ ରହିବ ଆପଣଙ୍କର SIM
ନୂଆଦିଲ୍ଲୀ: ଆଜିର ସମୟରେ ଅନେକ ଟେଲିକମ କମ୍ପାନୀ ହାଇ ସ୍ପିଡ୍ ଇଣ୍ଟରନେଟ ସେବା ପ୍ରଦାନ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଅଧିକାଂଶ ଗ୍ରାହକ ଡୁଆଲ ସିମ୍ ବ୍ୟବହାର କରୁଛନ୍ତି । ତେବେ ଗ୍ରାହକମାନେ ଗୋଟିଏ ସିମରେ…
ସାମ୍ନାକୁ ଆସିଲା ସୋନାଲିଙ୍କ ମୃତ୍ୟୁ ପୂର୍ବର ଭିଡିଓ, ଡ୍ରଗ୍ସ ସେବନ ପରେ ଚାଲି ପାରୁ ନଥିଲେ ସୋନାଲି
ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କର ମୃତ୍ୟୁ ଘଟିଥିଲା । ତେବେ ସୋନାଲିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ କୁହାଯାଉଥିଲେ ହେଁ ପରେ ଏନେଇ ଆସିଥିଲା ଟ୍ୱିଷ୍ଟ ।…
ସଡ଼କ ଦୁର୍ଘଟଣାର କାରଣ ବିଶ୍ଲେଷଣ ପାଇଁ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ ଅଧିକାରୀ, ରାଜ୍ୟ ପରିବହନ ବିଭାଗର ନୂଆ ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ସଡ଼କ…
Syrma SGS Technologyର ଶେୟାର ମାର୍କେଟରେ ପଦାର୍ପଣ, ପ୍ରଥମ ଦିନରେ ୪୨ ପ୍ରତିଶତ ବଢ଼ିଲା
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ ମାନୁଫାକଚରିଂ ସର୍ଭିସେସ ଫାର୍ମ ସିରମା ଏସଜିଏସ ଟେକ୍ନୋଲୋଜି ଶେୟାର ମାର୍କେଟରେ ପଦାର୍ପଣ କରୁ କରୁ ଶୁଭ ସଙ୍କେତ ଦେଇଛି । ପ୍ରଥମ ଦିରେ ଏହା ଇସ୍ୟୁ ପ୍ରାଇସ ଠାରୁ ୧୯ ପ୍ରତିଶତ ଉପରେ…
ଓଡ଼ିଶାର ଦୁଇଟି ୟୁନିଭରସିଟି Fake: UGC ଜାରି କଲା ୨୧ଟି ଫେକ୍ ୟୁନିଭରସିଟି ତାଲିକା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦେଶର ୨୧ଟି ଫେକ୍ ୟୁନିଭରସିଟିର ତାଲିକା ଜାରି କରାଯାଇଛି । ଏହି ଲିଷ୍ଟରେ ଓଡ଼ିଶାର ଦୁଇଟି ୟୁନିଭରସିଟି ସ୍ଥାନ ପାଇଛି । କେବଳ ଦିଲ୍ଲୀରେ ୮ଟି ଫର୍ଜି…
Sister ତୁମ ଗୋଡ଼ ଧରୁଛି, ପ୍ଲିଜ ମୋତେ ଭୋଟ ଦେବ: ଛାତ୍ର ସଂସଦ ନିର୍ବାଚନ ଭୋଟ ହାତେଇବାର ନୂଆ ତରିକା
ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନେତାମାନେ ଭୋଟ ହାତେଇବା ପାଇଁ ଭୋଟରଙ୍କ ନିକଟରେ ବିଭିନ୍ନ ପ୍ରକାରର କଳ କୌଶଳ ପ୍ରୟୋଗ କରିଥାନ୍ତି । ତେବେ ଅନୁରୂପ ଭାବେ କଲେଜ ନିର୍ବାଚନରେ ପ୍ରାର୍ଥୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ…
ଭବିଷ୍ୟତରେ ମଣିଷର ରଙ୍ଗ, ରୂପ ଓ ସ୍ମରଣ ଶକ୍ତି କିପରି ହେବ, ତାହା ସ୍ଥିର କରିବ ଚିପ୍
ନୂଆଦିଲ୍ଲୀ: ଜୀବଜଗତର ସୃଷ୍ଟି ଏକ ଛୋଟ ଜୀବାଣୁରୁ ଆରମ୍ଭ ହୋଇଛି । ପ୍ରାକୃତିକ ଉପାୟରେ ମଣିଷର ରଙ୍ଗ, ରୂପ ଭବିଷ୍ୟତରେ କୃତ୍ରିମ ଉପାୟରେ ବଦଳିଯିବ କି ବୋଲି ମନରେ ପ୍ରଶ୍ନ ଉଠେ । ଏ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ…
ଶରୀରରେ Toxins ବଢ଼ିବା ଅତ୍ୟନ୍ତ କ୍ଷତିକାରକ: ଏହି ଟିପ୍ସକୁ ଆପଣାଇ ପାଆନ୍ତୁ ମୁକ୍ତି
ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସୁସ୍ଥ ଡାଏଟ୍ ରୁଟିନ୍ ଫଲୋ କରନ୍ତି ନାହିଁ । ଏହାସହ ଅନେକ ଲୋକ ଜଙ୍କ୍ ଫୁଡ୍ସ ଖାଇବା ଆରମ୍ଭ କରନ୍ତି। ଏହି କାରଣରୁ, ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ଯଥେଷ୍ଟ…
କଂଗ୍ରେସରୁ ଆଜାଦ ହେଲେ ଗୁଲାମନବୀ ଆଜାଦ, ସଂଘର୍ଷ ସମୟରେ ବାଛିନେଲେ ନିଜ ବାଟ
ନୂଆଦିଲ୍ଲୀ: ପଦ ପଦବୀ ଥିଲା କଂଗ୍ରେସରେ ଥିଲେ ଗୁଲାମନବୀ ଆଜାଦ। ପଦବି ଯିବା ପରେ ଆଜାଦ ହୋଇଗଲେ। ଜାମ୍ମୁ-କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଦଳର…
ରାଜଧାନୀର ସ୍କୁଲରେ ସାମ୍ନାକୁ ଆସିଲା ‘ଟମାଟୋ ଫ୍ଲୁ’ର ମାମଲା: କବଜାରେ ୨ ଶିଶୁ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ 'ଟମାଟୋ ଫ୍ଲୁ'ର ମାମଲା ଲଗାତାର ବଢ଼ିବାରେ ଲାଗିଛି । ନିକଟରେ ଏଠାରେ ଏକ ଘରୋଇ ବିଦ୍ୟାଳୟରେ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରୀତ ବିହାରରେ…