Browsing Category

Breaking News

NIT ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏପରି ହେବ ଚୟନ ପ୍ରକ୍ରିୟା

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (NIT) କୁରୁକ୍ଷେତ୍ର ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପଡିଛି।…

୨୦ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିଅନସିପ, ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଅନ୍ତିମ ପଂଘଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ଅନ୍ତିମ ପଂଘଲ ରଚିଲେ ନୂଆ ଇତିହାସ । ବୁଲଗାରିଆର ରାଜଧାନୀ ସୋଫିଆ ଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ରେସଲିଂ ଚାମ୍ପିଅନଶି ରେ ଅନ୍ତିମ ପଂଘଲ ୫୩ କେଜି କ୍ୟାଟୋଗୋରୀ ଫାଇନାଲରେ…

‘ଶିକ୍ଷା କାରଖାନା’ ପାଇଁ ଚିନ୍ତିତ ମୁଖ୍ୟବିଚାରପତି: କହିଲେ-‘କାହାକୁ ଦାୟୀ କରାଯିବ ଜଣା ନାହିଁ, ପରିବର୍ତ୍ତନର ଆବଶ୍ୟକତା…

ନୂଆଦିଲ୍ଲୀ: ମୁଖ୍ୟବିଚାରପତି ଏନ୍‌ଭି. ରମନା ଶନିବାର କହିଛନ୍ତି ଯେ ଦେଶରେ ଶିକ୍ଷାର ଏକ ମଡେଲ ବିକଶିତ କରାଯିବା ଉଚିତ। ଯାହା ଛାତ୍ରମାନଙ୍କୁ ବାସ୍ତବ ଜୀବନର ଆହ୍ୱାନ୍ ସମ୍ମୁଖୀନ ହେବାକୁ ଶିକ୍ଷା ଦେବ ଏବଂ କେବଳ ଜଣେ…

ବନ୍ୟା ଧୋଇ ନେଲା ୨୨ ଜୀବନ, ଆହୁରୀ ୫ ନିଖୋଜ

ହିମାଚଳପ୍ରଦେଶ: ବର୍ତ୍ତମାନ ସବୁଠାରେ ବନ୍ୟା ର ବିଭିତ୍ସିକା ଦେଖିବାକୁ ମିଳିଛି । ହିମାଚଳରେ ଗତକାଲି ଆସିଥିବା ଅଚାନକ ବନ୍ୟାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ଜଣ ଲୋକଙ୍କର ଜୀବନ ଯାଇଛି । ବାତ୍ୟା ସହିତ ଭୂସ୍କଳନ ମଧ୍ୟ…

ନା ମାଟି ନା ଜମି, କିଛି ଦରକାର ନାହିଁ: କମ୍ ଖର୍ଚ୍ଚରେ ଶୂନ୍ୟରେ କରନ୍ତୁ ଆଳୁ ଚାଷ, ମିଳୁଛି ୪ ଗୁଣା ଅଧିକ ଅମଳ

ନୂଆଦିଲ୍ଲୀ: ସାଧାରଣ ଭାବେ ଆଳୁ ଚାଷ ମାଟିରେ ହୋଇଥାଏ । ତେବେ ଆପଣମାନେ ଜାଣନ୍ତି କି ଆଳୁ ଚାଷ ଶୂନ୍ୟରେ ମଧ୍ୟ ହୋଇପାରିବ । ଏକଥାକୁ କେହି ବିଶ୍ୱାସ ନକଲେ ବି ସତ । ଏରୋପୋନିକ ଟେକନିକ ଦ୍ୱାରା ଏହି କାର୍ଯ୍ୟ ହୋଇପାରିବ…

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା, ଝାଡ଼ଖଣ୍ଡ ଛାଡ଼ିଲା ବନ୍ୟା ଜଳ 

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ଧିରେ ଧିରେ ରାଜ୍ୟରେ ବନ୍ୟା ପରସ୍ଥିତି ସୁଧୁରିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଏବେ ଅନେକ ଗାଁ ଜଳମଗ୍ନ ହୋଇ ରହିଛନ୍ତି । ଅନେକ ଲୋକ ଭୋକଉପାସରେ ରହିଛନ୍ତି । ତେବେ…

ଗାଧୋଇବା ସମୟରେ ନାକ ଦେଇ ଶରୀରରେ ପଶୁଛି ଏକ ଭୟଙ୍କର ଆମିବା: ପରେ ତାହା ବ୍ରେନକୁ ଖାଇ ନଷ୍ଟ କରିଦେଉଛି, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଆପଣ କେବେ ନଦୀ, ନାଳ, ପୋଖରୀରେ ମୁଣ୍ଡ ବୁଡ଼ାଇ ଗାଧୋଇଛନ୍ତି? ଆପଣମାନେ ହୁଏତ ଏକଥା ଜାଣିନଥିବେ ଗାଧୋଇବା ସମୟରେ ଆପଣଙ୍କ ନାକ ମଧ୍ୟ ଦେଇ ଏକ ଭୟଙ୍କର ଆମିବା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ସେହି ଆମିବା…

ଆପଣଙ୍କ ଶରୀରରେ ବଢ଼ିଛି କୋଲେଷ୍ଟ୍ରୋଲ? ଏହି ଜିନିଷକୁ ରଖନ୍ତୁ ଦୂରେଇ…

ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ଅଧିକ ହେବା ବିପଦପୂର୍ଣ୍ଣ ହୋଇଥାଏ । କୋଲେଷ୍ଟ୍ରୋଲ ମାତ୍ରା ଅଧିକ ହେବା ଦ୍ୱାରା ହାର୍ଟ ଆଟାକ୍ ଆସିବାର ବିପଦ ମଧ୍ୟ ବଢ଼ିଥାଏ । ଖରାପ ଜୀବନଶୈଳୀ ଏହି କୋଲେଷ୍ଟ୍ରୋଲ(Cholestrol)…

ଅନୁଷ୍କାଙ୍କ ସହ ସ୍କୁଟରରେ ବୁଲିଲେ ବିରାଟ କୋହଲି, ଭାଇରାଲ ହେଉଛି Video…

ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଏକ ଚର୍ଚ୍ଚିତ ଦମ୍ପତ୍ତି ଭାବରେ ରହିଆସିଛନ୍ତି । ଏମିତିରେ ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ରହିଛନ୍ତି ।…

OAS ଅଧିକାରୀ ସ୍ତରରେ ଅଦଳବଦଳ: ତରଣୀସେନ ନାଏକ ହେଲେ OSSSC ଯୁଗ୍ମ ସଚିବ

ନୂଆଦିଲ୍ଲୀ: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୱାକଅଫ୍ ଓଡ଼ିଶା, କଟକର ସର୍ଭେ କମିସନର ସୟଦ ଏମଡି ଆକଦାସଙ୍କୁ ରାଜ୍ୟ ହଜ କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…