Browsing Category
Breaking News
ଭାଙ୍ଗିଲା ବାଉଁଶ ପୋଲ, ୭ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ
ରଘୁନାଥପୁର (ଭାସ୍କର ନ୍ୟୁଜ୍): ହଂସୁଆ ନଦୀରେ ବରଡାଗେଞ୍ଜ ବାଉଁଶ ପୋଲଟି ଆଜକୁ ୭ଦିନ ହେଲା ଭାଙ୍ଗି ପଡିବା ଫଳରେ ଯୋଗାଯୋଗ ବିଭିନ୍ନ ହୋଇପଡିଛି । ବରଡାଗେଞ୍ଜ ଗ୍ରାମର ଲୋକମାନେ ଘରୁ ବାହାରି ପାରୁନାହଁନ୍ତି ।…
ଭାଉଜକୁ ଭଲ ପାଇ ବିବାହ କରିଥିଲା ଦିଅର: ପାରିବାରିକ କଳହରୁ ହେମଦସ୍ତାରେ ପିଟି ହତ୍ୟା କଲା, ନିଜେ ବିଷ ପିଇଲା ବିଶ୍ୱନାଥ
କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍): କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତରଡ଼ଡ଼ା ଗ୍ରାମର ବିଶ୍ୱନାଥ ବେହେରା (୩୮) ନିଜ ବଡ଼ଭାଇ ସୁକାନ୍ତ ବେହେରାଙ୍କ ପତ୍ନୀ କଳ୍ପନା ବେହେରାଙ୍କ ସହିତ (୪୦) ପ୍ରେମରେ ପଡ଼ି ୩…
ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜରେ ଅଫଲାଇନରେ ହେବ ସେମିଷ୍ଟର ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସ୍ଥିତିରେ ସୁଧାର ଆସିଥିବାରୁ ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଅଫଲାଇନରେ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)…
ଗ୍ରାହକ ସାଜି ଆସିଲେ, ୪ଟି ମୋବାଇଲ ଧରି ପଲସରେ ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
ଟିଟିଲାଗଡ଼: ମୋବାଇଲ ଦୋକାନରେ ଲୁଟ୍। ଗ୍ରାହକ ସାଜି ମୋବାଇଲ କିଣିବାକୁ ଆସିଲେ। ଜିନିଷ ଦେଖିଲେ। ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ଅତି ଚତୁରତାର ସହିତ ୪ଟି ଫୋନ୍ ଧରି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ। ଏନେଇ…
ବ୍ୟାଙ୍କ ଦେବାଳିଆ ହେଲେ ଜମାକାରୀଙ୍କର ବୁଡିବନି ଟଙ୍କା, ୯୦ ମିଳିବ ଏତିକି ଲକ୍ଷ ଟଙ୍କା….
ନୂଆଦିଲ୍ଲୀ : ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ବି ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ହିତାଧିକାରୀଙ୍କ ଜମା ରାଶି ଉପରେ ଲକ୍ଷେ ଟଙ୍କାର ଗ୍ୟାରେଣ୍ଟି ଥିଲା । ଅର୍ଥାତ ୧ ଲକ୍ଷ ଟଙ୍କାରୁ ଅଧିକ…
ଦେଶରେ ଓମିକ୍ରନ୍ ଭୟ, ୩୮କୁ ବଢ଼ିଲା ସଂଖ୍ୟା: ଚଣ୍ଡିଗଡ଼, କେରଳ ଓ ଆନ୍ଧ୍ରପ୍ରଦେଶକୁ ବ୍ୟାପିଲା ସଂକ୍ରମଣ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜ କବ୍ଜାକୁ ନେବାରେ…
କ୍ଲାସରୁମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପିଲାଙ୍କ ମଝିରେ ବସି ପାଠପଢା ତଦାରଖ କଲେ, ଦେଖନ୍ତୁ Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କ୍ଲାସରୁମରେ ପାଦ ରଖିଛନ୍ତି । ତେବେ ପାଠ ପଢିବା ପାଇଁ ନୁହେଁ ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରିବା ପାଇଁ…
୧ ଲକ୍ଷରୁ ଅଧିକ ଜମାକାରୀଙ୍କୁ ମିଳିଲା ଟଙ୍କା, ୯୦ ଦିନର ଡେଡ୍ ଲାଇନ୍ କରାଗଲା ସ୍ଥିର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମରେ ଜମାକାରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଆଜି ଦେଶର ବ୍ୟାଙ୍କିଙ୍କ ସେକ୍ଟର୍ ଏବଂ ଆକାଉଣ୍ଟ…
ଟ୍ରାଫିକ୍ ଚାଲାଣ କଟିବା ପରେ ବି ଦେବାକୁ ପଡ଼ିବନି ଟଙ୍କା! ଜାଣନ୍ତୁ କଣ କହୁଛି ନୂଆ ନିୟମ
ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଳାଉଛନ୍ତି ତାହେଲେ ଆପଣ ମାନଙ୍କୁ ସମସ୍ତ ଟ୍ରାଫିକ୍ ନିୟମ ଓ ତାକୁ ଉଲଙ୍ଘନ କରିବା ଦ୍ୱାରା କେତେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ସେ ସମ୍ପର୍କରେ ଅବଗତ ହେବା ଦରକାର । ଗୋଟେ ପଟେ ପେଟ୍ରୋଲ…