Browsing Category

Breaking News

ଲଗାତର ତାପମାତ୍ରା ବୃଦ୍ଧି ମଣିଷର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ହ୍ରାସ କରୁଛି: ଶାରୀରିକ ଓ ମାନସିକ ସ୍ଥିତି ବିଗିଡ଼ି ଯାଉଛି, ନୂଆ ରିସର୍ଚ୍ଚ…

ନୂଆଦିଲ୍ଲୀ: ହିଟୱେଭ କାରଣରୁ ମଣିଷର ମାନସିକ ଓ ଶାରୀରିକ ସ୍ଥିତି ବିଗିଡ଼ି ଯାଉଛି । ବିଶେଷ କରି ମାନସିକ ଭାବେ ମଣିଷ ଅଧିକ ରୋଗଗ୍ରସ୍ତ ହେଉଥିବା ବେଳେ ଏ ସମ୍ବନ୍ଧିତ ମୃତ୍ୟୁ ୨.୨ ପ୍ରତିଶତ ବୃଦ୍ଧି ପାଇଛି । ଏହାଛଡ଼ା…

ଝିଅଙ୍କୁ ଆକର୍ଷିତ କରେ ପୁଅମାନଙ୍କର ଏହି ସବୁ ଅଭ୍ୟାସ, ହୁଅନ୍ତି ଇମ୍ପ୍ରେସ୍

ଆଜିର ସମୟରେ ପୁଅ ଏବଂ ଝିଅମାନଙ୍କର ବନ୍ଧୁତା ଏକ ସାଧାରଣ କଥା  । କିନ୍ତୁ ଅଧିକାଂଶ ପୁଅ ଜାଣନ୍ତି ନାହିଁ ଯେ ଝିଅମାନେ ସେମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ଅନେକ ଜିନିଷ ଧ୍ୟାନ ଦିଅନ୍ତି  । ବେଳେବେଳେ ଝିଅମାନେ…

ଏଇଟା କେଉଁ ରହସ୍ୟମୟ ରୋଗ: ଯୁବକଙ୍କ ଶରୀରର ୬ଟି ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ କରାଯିବ, ତାଙ୍କର କେଉଁ ରୋଗ ହୋଇଛି ଡାକ୍ତରଙ୍କୁ ବି ଅଜଣା

ନୂଆଦିଲ୍ଲୀ: ମଣିଷ ଜନ୍ମ ଅଛି ମାତ୍ରେ ରୋଗ ନିହାତି ଅଛି । ସାଧାରଣ ଭାବେ ଆମେ ହୃଦରୋଗ, କର୍କଟ, ଜ୍ୱର, ଥଣ୍ଡା, କାଶ, ଝାଡ଼ାବାନ୍ତି, ପେଟରୋଗ, ଟ୍ୟୁମର ଆଦି ବିଭିନ୍ନ ପ୍ରକାରର ରୋଗ ବିଷୟରେ ଜାଣିଥାଉ । ତେବେ ଅନେକ…

ଏହା କେମିତି ସମ୍ଭବ: ୧୫ ଦିନ ମଧ୍ୟରେ ଜଣେ ବାଳକକୁ ୩ ଥର କାମୁଡ଼ିଲା ଏକ ବିଷଧର ସାପ, ତଥାପି ବାଳକଟି ସୁସ୍ଥ ହୋଇ ବୁଲୁଛି

ନୂଆଦିଲ୍ଲୀ: ଆମ ସମାଜରେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ ଅନ୍ୟମାନଙ୍କ ଅପେକ୍ଷା ବ୍ୟତିକ୍ରମ ଥାଆନ୍ତି । ତେବେ ଏପରି ଏକ ଅଦ୍ଭୂତ ବାଳକର ସନ୍ଧାନ ମିଳିଛି ବିହାରର ଔରଙ୍ଗାବାଦ ଜିଲ୍ଲାରୁ । ଜଣେ ୧୨ ବର୍ଷୀୟ ବାଳକକୁ…

ଯୌତୁକ ନିର୍ଯ୍ୟାତନା ଆଇନକୁ ହତିଆର ଭାବରେ ବ୍ୟବହାର କରିବା ସ୍ୱାମୀଙ୍କ ଉପରେ ନୃଶଂସତା: ଛତିଶଗଡ଼ ହାଇକୋର୍ଟ

ବିଳାସପୁର: ଛତିଶଗଡ଼ ହାଇକୋର୍ଟ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯୌତୁକ ନିର୍ଯ୍ୟାତନା ଆଇନକୁ ପତ୍ନୀ କିମ୍ବା ତାଙ୍କ ସଂପର୍କୀୟ ହତିଆର ଭାବରେ ବ୍ୟବବହାର କରିବା ସ୍ୱାମୀ ଏବଂ ଶ୍ୱଶୁର ଘର ସହ ନୃଶଂସତା ହେବ ।…

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆଜି ରାତି ୯ଟାରେ ଦେଖନ୍ତୁ Sudhir Chaudhary on AajTak

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜତକରେ ଆସୁଛନ୍ତି ଜଣାଶୁଣା ଚେହେରା ତଥା ବିଶିଷ୍ଟ ସାମ୍ବାଦିକ ସୁଧୀର ଚୌଧରୀ । ଆଜି ରାତି ୯ଟାରେ ସୁଧୀର ନିଜର ନୂଆ ଶୋ’ ମାଧ୍ୟମରେ ଆଜତକ ସାଥିରେ ନିଜର ଯାତ୍ରା ଆରମ୍ଭ…

ଦେଶରେ ବ୍ୟାନ୍ ହେଲା ୭୮ Youtube ନ୍ୟୁଜ୍ ଚ୍ୟାନେଲ୍

ନୂଆଦିଲ୍ଲୀ: ସୂଚନା ପ୍ରସାରଣ ମନ୍ତ୍ରୀ ମଙ୍ଗଳବାର ୭୮ ୟୁଟ୍ୟୁବ ଚ୍ୟାନେଲ ଏବଂ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ କରିବାକୁ ଆଦେଶ ଦେଇଛନତି । ଆଇଟି ଆକ୍ଟ ୨୦୦୦ ର ଧାରା ୬୯ଏ ଉଲ୍ଲଂଘନ ଅଭିଯୋଗରେ ଏହି…

୨୪ ଘଣ୍ଟିଆ ରାସନ ପାଇବେ ରାଜ୍ୟବାସୀ: ରାଜ୍ୟ ସରକାର ପ୍ରଚଳନ କରିବେ ‘Any Time Grain’ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସନକୁ ନେଇ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେବ ‘ଏଟି ଟାଇମ୍ ଗ୍ରେନ୍’ ବ୍ୟବସ୍ଥା । ରାଜ୍ୟବାସୀଙ୍କୁ ଖାଦ୍ୟ ଯୋଗାଣ ନେଇ ରାଜ୍ୟ ସରକାର ଏହି…

ଡାଲି, ଚାଉଳ, ଦହି, ଲସି ଉପରେ କାହିଁକି ଲାଗିଲା ୫ ପ୍ରତିଶତ ଜିଏସଟି: ଲଗାତର ୧୪ଟି ଟ୍ୱିଟ୍ କରି ସଫେଇ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରୁ ପ୍ୟାକେଜଡ ଓ ଲେବଲଯୁକ୍ତ ଦୁଧ, ଦହି, ଡାଲି, ଅଟା ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି । ଏହାଫଳରେ ସାଧାରଣ ଜନତାଙ୍କ…

କାହିଁକି ହେଉନି ବର୍ଷା? ଅଭିଯୋଗ କରି ଇନ୍ଦ୍ରଙ୍କୁ ଲେଖିଲେ ପତ୍ର

ଗୋଣ୍ଡ: ଅନେକ ସମୟରେ ବର୍ଷା ହେବା ପାଇଁ ଗ୍ରାମବାସୀମାନେ ଇନ୍ଦ୍ରଙ୍କ ପୂଜା କରନ୍ତି କିମ୍ବା ହୋମଯଜ୍ଞ କରିଥାନ୍ତି ଯେପରି ଭଲ ବର୍ଷା ହେବ । କିନ୍ତୁ ବର୍ଷା ହେଉନଥିବାରୁ ଇନ୍ଦ୍ରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଜଣେ ଚାଷୀ…