fbpx
Browsing Category

Breaking News

୨ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଶାନ୍ତି ପାଇଁ ୨ ସାମ୍ବାଦିକଙ୍କୁ ଦିଆଯିବ ନୋବେଲ ପୁରସ୍କାର । ୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି…

ସମ୍ବଲପୁର ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା

ସମ୍ବଲପୁର(ଓଡ଼ିଶା ଭାସ୍କର): କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ୍ ଟିମା ଗିରଫ । ସଦର ଥାନା ଅଞ୍ଚଳରୁ ୩ ସହଯୋଗୀଙ୍କ ସହିତ ଟିମା ଧରାପଡିଛି । ଧନେଶ୍ୱର ଓରଫ ଟିମା ଗିରଫ ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।…

ଆର୍ଯ୍ୟନଙ୍କୁ ଦେଖା କରିବା ପାଇଁ ଏନସିବି ଅଫିସରେ ପହଞ୍ଚିଲେ ଶାହରୁଖ! ଭିଡିଓ ଭାଇରାଲ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନଙ୍କ କୋର୍ଟରେ ଜାମିନ୍ ନେଇ ଶୁଣାଣି ଆରମ୍ଭ ହୋଇଯାଇଛି । ଆଜି ୧୨ଟା ୩୦ ରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜାରି…

ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, ଯୋଗୀ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସାକୁ ନେଇ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ଶୁଣାଣି । ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିବା ସହ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ…

ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ । ସରପଞ୍ଚ ସଂରକ୍ଷଣ ତାଲିକ ଚୁଡ଼ାନ୍ତ ପ୍ରସଙ୍ଗରେ ସେ…

ମା’ର ଜନ୍ମଦିନରେ ପୁଅର ଜାମିନ୍ ଆବେଦନର ହେବ ଶୁଣାଣି, ବେଲ୍ ନା ଜେଲ? ଚାଲିଛି ଫଇସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଯାଇଛି । ତେବେ ଆଜି ଆର୍ଯ୍ୟନଙ୍କ ଜାମିନ୍ ଆବେଦନକୁ ନେଇ ଶୁଣାଣି…

ନବରାତ୍ରିରେ ଶ୍ରୀଦୁର୍ଗା ସପ୍ତଶତୀ ପାଠ କଲେ ଦୂର ହୋଇଯିବ ଜୀବନର ସମସ୍ତ ସମସ୍ୟା

ଶାରଦୀୟ ନବରାତ୍ରିରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ଓ ତାଙ୍କର କୃପା ଲାଭ କରିବା ପାଇଁ ସପ୍ତଶତୀ ପାଠ କରିବା ବିଧି ବିଧାନ ରହିଛି । ଦୁର୍ଗା ସପ୍ତଶତୀରେ ମୋଟ ୧୩ଟି ଅଧ୍ୟାୟ ରହିଥିବା ବେଳେ ଏହାକୁ ନବରାତ୍ରିରେ…

ନବରାତ୍ରିରେ ଏହି ୪ ରାଶିର ଲୋକଙ୍କ ଉପରେ ରହିବ ମା’ ଦୁର୍ଗାଙ୍କ କୃପା

ହିନ୍ଦୁଧର୍ମରେ ନବରାତ୍ରି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ସମୟରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବାକୁ ପାଇଁ ଉପବାସ କରନ୍ତି ଓ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ୯ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାଙ୍କର ଏହି ୯ଦିନ…

RBIର ଗୁରୁତ୍ୱପୁର୍ଣ୍ଣ ଘୋଷଣା ପରେ ୬୦,୦୦୦ ପାର୍ କଲା ସେନସେକ୍ସ, ୧୭,୮୮୦ ଉପରେ ନିଫ୍ଟି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୌଦ୍ରିକ ନୀତି ସମିତିର ବୈଠକରେ ନିଆଯାଇଥିବା ନିଷ୍ପତି ଘୋଷଣା କରାଯିବା ପରେ ଆଜି ସପ୍ତାହର ଶେଷ ବ୍ୟବସାୟିକ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସେୟାର ବଜାରରେ…

ରଞ୍ଜିତ ସିଂ ହତ୍ୟା ମାମଲା: ଗୁରମିତ ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହରିୟାଣାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମ ରହିମ୍ । ରଞ୍ଜିତ ସିଂ ହତ୍ୟା ମାମଲାରେ ସିବିଆଇ…