fbpx
Browsing Category

Breaking News

ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା: ସିଲ୍ ହେଲା ବେକେରୀ

କଟକରେ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା । ସାଆନ୍ତସାହିର ବିକ୍ରମ ବେକେରୀକୁ ସିଲ୍ କରି ସାମଗ୍ରୀ ଜବତ କଲା ସିଏମସି । ପଚା ଅଣ୍ଡା କେକ୍ ରେ ମିଶୁଥବା ଖବର ମିଳିବା ପରେ ନିଆଗଲା…

କେମିତି ପାଇବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର; ଜାରି ହେଲା ଗାଇଡାଇନ

କୋଭିଡ ଜନିତ ମୃତ୍ୟୁର ପ୍ରମାଣପତ୍ର ନେଇ ଗାଇଡଲାଇନ୍ । ଗାଇଡଲାଇନ ଅନୁଯାୟୀ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ହେବ କମିଟି । କମିଟିରେ ଏଡିଏମ, ସିଡିଏମଓ ଓ ମେଡିକାଲ କଲେଜର ମୁଖ୍ୟ ରହିବେ । ଜଣେ…

କୋଟିଆରେ ପୁଣି ପଶିଲା ଆନ୍ଧ୍ର

କୋରାପୁଟ: ପୁଣି କୋଟିଆରେ ପଶିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଫାଟୁସିନେରୀରେ ସଲପଗୁଡ଼ା, ହରମାଣ୍ଡାରିରେ କରାଇଲେ ମାଗଣା ଚକ୍ଷୁ ପରୀକ୍ଷା ଶିବିର । ଶିବିରରେ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା…

ନଦୀମ ଆଇଏସଆଇ ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ମୁଖ୍ୟ ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଂଜୁମ ହେଲେ ନୂଆ ମୁଖ୍ୟ । ନଦୀମଙ୍କ ନିଯୁକ୍ତି ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ।

ତୃତୀୟ ଲିଙ୍ଗିଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ଭେଦଭାବ ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା । କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ…

ଆଧାର କାର୍ଡ ମାଧ୍ୟମରେ ବି ପଠାଇପାରିବେ ଟଙ୍କା, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟର ଡିଜିଟାଲ ମୋଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏଚ୍ଚିକି ଆପଣ ଆଧାର ନମ୍ବରରୁ ବି ପେମେଣ୍ଟ କରିପାରିବେ । ଯଦି ଆପଣ ଯାହାକୁ ଟଙ୍କା ପଠାଇବାକୁ…

ରେଲୱେ କର୍ମଚାରୀଙ୍କୁ ଦିପାବଳୀ ଉପହାର! ୧୧.୫୬ ଲକ୍ଷ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏହାର କର୍ମଚାରୀଙ୍କ ପାଇଁ ବଡ଼ ପୁରସ୍କାରର ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ବୋନସ ଉପରେ ନିଷ୍ପତି ନିଆଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ…

ଚିତ୍କାର କରୁଥିଲେ ମହିଳା, ଶାଢ଼ି ଟାଣୁଥିଲେ ଦୁର୍ବୃତ୍ତ…. ଭିଡିଓ ଭାଇରାଲ

ଛପରା: ବିହାରରେ ମହିଳାଙ୍କ ସହ ଦୁର୍ବ୍ୟବହାର ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଛପରାରେ ମହିଳାଙ୍କ ସହିତ ନିର୍ଯ୍ୟାତନାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବାଇକ ପଛରେ ବସିଥିବା ଜଣେ…

ଗ୍ରାହକଙ୍କୁ ଏହି ଟେଲିକମ କମ୍ପାନୀ ମାଗଣାରେ ଦେଉଛି 4G SIM, ୩୧ ଡିସେମ୍ବର ପର୍ଯ୍ୟନ୍ତ ଅଫର ଉପଲବ୍ଧ

ନୂଆଦିଲ୍ଲୀ: ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫ୍ରିରେ ୪ଜି ସିମ୍ ପ୍ରଦାନ କରାଯାଉଛି । କିଛିଦିନ ପୂର୍ବରୁ କମ୍ପାନୀ ଏହି ଅଫର ଲଞ୍ଚ…

ଦଶହରା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ୭୨,୫୦୦ ଟଙ୍କା ଉପହାର ଦେବ ଏହି କମ୍ପାନୀ

ନୂଆଦିଲ୍ଲୀ: ପବ୍ଲିକ ସେଣ୍ଟର କମ୍ପାନୀ କୋଲ ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଉତ୍ସବ ସମୟରେ ଜବରଦସ୍ତ ଉପହାର ଦେବାକୁ ଯାଉଛି । କମ୍ପାନୀ ଏବର୍ଷ କର୍ମଚାରୀଙ୍କୁ ମିଳୁଥିବା ପ୍ରଦର୍ଶନ ଆଧାରିତ ଉପହାର ବା ପିଏଲଆରକୁ ବଢ଼ାଇ…