fbpx
Browsing Category

Breaking News

ବିଧବାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ!

ସୁନ୍ଦରଗଡ଼ ତଳସରାରେ ବିଧବା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ଦୁର୍ବୁତ୍ତ ହତ୍ୟା କରି ଡମକୁଡା ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି…

ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ଦିଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ କରାଯାଇଛି । ପ୍ରଥମ ଓଡ଼ିଆ ଭାବେ ଏହି…

ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା । ଖୋର୍ଦ୍ଧା ବାଘମାରୀ ସିମୋରରେ କଳା ପଲସର୍ରେ ଆସି ଲୁଟିଲେ ୨ ଦୁର୍ବୁତ୍ତ । ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇ ଫେରୁଥିବାବେଳେ ଲଟ୍…

‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ…

ପାର୍ବଣ ପାଇଁ ଗାଇଡଲାଇନ୍, ସପିଂ ମଲରେ ରହିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ, ସେଥିପାଇଁ ପୂର୍ବ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।…

ମଡେଲିଂ ନାଁରେ ଠକେଇ: ଏକାଧିକ ଯୁବକ-ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲିଂ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଜଣେ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ ଅବିନାଶ ରାଉତ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ…

ପଞ୍ଜାବ ପରେ ଏବେ ଛତିଶଗଡ଼ରେ କଂଗ୍ରେସ କନ୍ଦଳ ଘନେଇଲା: ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍. ସିଂହଦେଓ ଯାଇପାରନ୍ତି ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଯେମିତି ଶନିଦଶା ଘାରିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳର ସ୍ଥିତି ଭୁଶୁଡ଼ିବାରେ ଲାଗିଥିବା ବେଳେ ଦଳର କ୍ଷମତାଶାଳୀ ନେତାମାନେ ଦଳ ଛାଡ଼ିବାରେ ବ୍ୟସ୍ତ । ତେବେ ନିକଟରେ ପଞ୍ଜାବରେ…

ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କଲେ କନଷ୍ଟେବଳ

ରାଉରକେଲା(ଓଡ଼ିଶା ଭାସ୍କର): ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଜଣେ ମହିଳା ଇଞ୍ଜିନିୟର । ଆୟତ ଇଞ୍ଜିନିୟର ଜଣଙ୍କର ନାଁ ଅନିତା ରାଜ ହୋଇଥିବା ବେଳେ ସେ ଏନେଇ ରାଉରକେଲା ଜିଆରପି ଥାନାରେ ଏତଲା…

କିପରି ହେବ ପିପିଲି ଉପନିର୍ବାଚନର ଭୋଟ ଗଣତି? ଜାଣନ୍ତୁ ସିଇଓଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ଏହି ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭୋଟ ଗଣତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଯଦି ୨ ଭଉଣୀ ପଢୁଛନ୍ତି, ତେବେ ଜଣଙ୍କ ଫି ଛାଡ୍ କରନ୍ତୁ ସ୍କୁଲ ମ୍ୟାନେଜମେଣ୍ଟ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧି ଜୟନ୍ତୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଘରୋଇ ସ୍କୁଲରେ ଦୁଇ ଭଉଣୀ ମିଶି ପାଠ ପଢ଼ୁଛନ୍ତି ତେବେ ସେମାନଙ୍କ…