Browsing Category

Breaking News

କନ୍ଧମାଳବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ଯୋଗାଇଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ(ଓଡ଼ିଶା ଭାସ୍କର): ବିଜୁ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଯୋଡି ହୋଇଛି କନ୍ଧମାଳ । ଜିଲ୍ଲାର ହିତାଧିକାରୀଙ୍କ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ…

ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ଏକ ଖୁସି ଖବର ଆଣିଛନ୍ତି ଜଣେ ଓଡ଼ିଆ ବାୟୁସେନା ଅଧିକାରୀ । ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର ଭାଇସ୍ ମାର୍ଶାଇ…

ଲାଞ୍ଚ ନେଇ ଆଇସିଡିଏସ ସୁପରଭାଇଜର ଗିରଫ

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଲାଞ୍ଚ ନେବା ଅଭିଯୋଗରେ ଆଇସିଡିଏସ୍ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । ୮୦ ହଜାର ଟଙ୍କା ଲାଞ୍ଚ ନେଇ ଆଇସିଡିଏସ ସୁପରଭାଇଜର…

କ୍ରିସମାସ୍ ପରେଡ୍ ଉପରକୁ ମାଡ଼ିଗଲା କାର୍, ଅନେକଙ୍କ ମୃତ୍ୟୁ ହେବାସହ ୨୦ରୁ ଅଧିକ ହୋଇଛନ୍ତି ଆହତ, ଦେଖନ୍ତୁ ଛାତିଥରା ଭିଡିଓ

ୱାଶିଂଟନ୍: ଆମେରିକାର ୱିସକନ୍ସିନ୍ ଠାରେ ରବିବାର ଦିନ ଗୋଟିଏ କାର୍ କ୍ରିସମାସ୍ ପରେଡ୍ ରେ ମାଡ଼ିଯାଇଥିଲା । ଯେଉଁଥିରେ ଅନେକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ସହିତ ୨୦ଜଣରୁ ଅଧିକ ଆହତ ହୋଇଛନ୍ତି । ଗାଡ଼ିଟି ପରେଡ୍…

ରାତିରେ ଉଠି ବାରମ୍ବାର ପରିସ୍ରା ଯାଉଛନ୍ତି କି? ଏହି ଗମ୍ଭୀର ରୋଗର ହୋଇପାରେ ସଙ୍କେତ, ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ ରାତିରେ ବାରମ୍ବାର ଉଠି ବାଥରୁମ୍ ଯାଉଛନ୍ତି, ତେବେ ଆପଣଙ୍କ ଏହି ଅଭ୍ୟାସ କ୍ୟାନ୍ସର ଭଳି ଗମ୍ଭୀର ରୋଗର ସଙ୍କେତ ହୋଇପାରେ । ଏପରି ଅବସ୍ଥାକୁ Nocturia କୁହାଯାଏ, ଯେଉଁଥିରେ ଆପଣ ରାତିରେ…

୩୦ ବିଜେପି କର୍ମୀ ଗିରଫ, ଜାଣନ୍ତୁ କାରଣ

ବାଲିଗୁଡ଼ା(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଲାଗିରହିଛି ମମିତା ତାତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିଜେପି କର୍ମୀ । କଳାପତାନା ପ୍ରଦର୍ଶନ ଦେଖାଉଥିବା ବେଳେ ୩୦…

ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନଙ୍କୁ ମିଳିଲା ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ପାକିସ୍ତାନର ଫାଇଟର ଜେଟ ଏଫ-୧୬କୁ ବିଧ୍ୱଂସ କରିଥିବା ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନ ବର୍ଥମାନଙ୍କୁ ସମ୍ମାନିତ କରାଯାଇଛି । ଅଭିନନ୍ଦନ ପାଇଛନ୍ତି ବୀର ଚକ୍ର ସମ୍ମାନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ…

୫-ଟି ଅର୍ଥ ହେଉଛି ୫ ଜଣ ଟାଉଟର୍: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବଢ଼ିଲା ବିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘୫-ଟିର ଅର୍ଥ ହେଉଛି ପାଞ୍ଚ ଜଣ ଟାଉଟର’ । ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର…

ରାଜଧାନୀରେ ବାୟୂ ପ୍ରଦୂଷଣର କହର: ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ପଶିପାରିବନି ଟ୍ରକ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତିରେ କୌଣସି ପ୍ରକାର ସୁଧାର ଆସିନାହିଁ । ଯାହାଫଳରେ େନେଇ ଲଗାଯାଇଥିବା କଟକଣା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ଲାଗୁ ହୋଇଥିବା କଟକଣାକୁ ଆହୁରି…

୪୦ କୋଟି ଗ୍ରାହକଙ୍କୁ SBIର ସତର୍କବାଣୀ ! ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କିଙ୍ଗ ସେବା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ନିଜର ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ପାନ୍-ଆଧାର…