Browsing Category

Breaking News

ଜଳୁଛି ପାକିସ୍ତାନ: ଇମରାନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ହିଂସା

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜ ପଦରୁ ହଟିବା ପରେ ଲଗାତାର ସଭା, ସମିତି ଓ ରାଲିକୁ ସମ୍ବୋଧିତ କରୁଛନ୍ତି । ଏହାରି ମଧ୍ୟରେ ଇମରାନ ଖାନ୍ ଇସଲାମବାଦ ପହଞ୍ଚିଥିଲେ । ତୁରନ୍ତ ନିର୍ବାଚନ…

କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ବିଫଳ, ସୁରକ୍ଷା ବାହିନୀ ଗୁଳୀରେ ତିନି ପାକିସ୍ତାନୀ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: କୁପଓ୍ୱାଡାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦିଙ୍କ ମଧ୍ୟରେ ଗୁଳୀମାଡ଼ ଜାରି ରହିଛି। ଏହି ଗୁଳିକାଣ୍ଡରେ ଲସ୍କରର ତିନି ଆତଙ୍କୀଙ୍କୁ ନିପାତ କରିଛନ୍ତି ସେନା। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି…

ରେଲୱେର ବଡ଼ ନିଷ୍ପତ୍ତି: ଏବେ ଏହି ଟ୍ରେନର ୱେଟିଂରେ ଥିବା ଲୋକଙ୍କୁ ମିଳିବ କନଫର୍ମ ଟିକେଟ୍, ଲିଷ୍ଟରେ ଓଡ଼ିଶା ବି ସାମିଲ

ନୂଆଦିଲ୍ଲୀ: ଖରାଛୁଟି ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଘରକୁ ଯିବାର ପ୍ଲାନିଂ କରୁଛନ୍ତି ଓ ଟ୍ରେନର ୱେଟିଂ ଲିଷ୍ଟ୍ ଦେଖି ଅସୁବିଧାରେ ପଡିଛ, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…

ଚଳିତ ଆଇପିଏଲର ସଫଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ୪ ଅର୍ଦ୍ଧଶତକ ସହିତ ୪୧୩ ରନ ସଂଗ୍ରହ କରିଛନ୍ତି…

ମୁମ୍ବାଇ : ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ସୁଦ୍ଧା ୧୦ ଫ୍ରାଞ୍ଚରଇଜର ଅଧିନ଼ାୟକଙ୍କ ମଧ୍ୟରେ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ । କାରଣ ଚଳିତ ବର୍ଷ ଆଇପିଏଲରେ ସାମିଲ ହୋଇ…

ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ! ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତ ଦେହ ଉଦ୍ଧାର

ପୁରୀ: ପ୍ରେମିକାର ଘରୁ ଜବତ ହେଲା ପ୍ରେମିକର ଶବ । ଏଭଳି ଚାଞ୍ଚଲ୍ୟକର ଖବର ଆସିଛି ପୁରୀରୁ । ବ୍ରହ୍ମଗିରି ସାହୁପଡା ଗାଁରେ ଘଟିଛି ଏଭଳି ଅଘଟଣ, ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା…

ଆଫ୍ରିକୀୟ ଦେଶ ସେନେଗାଲରେ ବଡ଼ ଦୁର୍ଘଟଣା: ହସ୍ପିଟାଲରେ ନିଆଁ ଲାଗିବାରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ 

ତିୱାଉନ୍: ପଶ୍ଚିମ ଆଫ୍ରିକୀୟ ସେନେଗାଲରେ ଘଟିଛି ଏକ ବଡ଼ ଦୁର୍ଘଟଣା  । ତିୱାଉନର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବାରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । ସେନେଗାଲର ରାଷ୍ଟ୍ରପତି ମାକି ସେଲଙ୍କ ଉଦେ୍ଧଶ୍ୟରେ…

ଆଇପିଏଲ୍‌ ଅପ୍‌ଡେଟ୍‌.. ଅରେଞ୍ଜ କପ୍ ଦୌଡରେ ଜୋସ୍‌ ବଟଲର, କେଏଲ ରହୁଲ

କୋଲକାତା: ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍‌ ବଟ୍ଟଲର ଚଳିତ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କପ ପାଇବା ନିଶ୍ଚିତ ହୋଇ ଯାଇଛି । କାରଣ ସେ ୧୫ ମ୍ୟାଚ ଖେଳି ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୫୧.୨୯ ହାରେ ୭୧୮…

୨୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ଆସନ୍ତା ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା…

ରାଶିଫଳ(ଗୁରୁବାର,୨୬ ମେ,୨୦୨୨)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ…

ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ । ଦୀର୍ଘ ୪ ମାସ ଧରି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲଙ୍ଗ୍‌ସ କ୍ୟାନସରରେ ପୀଡ଼ିତ ଥିଲେ ବିରାଜ ଦାଶ । ସିନେମା, ଟେଲିଭିଜନ ଓ…