fbpx
Browsing Category

Breaking News

ଜାଭେଲିନରେ ଆଉ ୨ ପଦକ ହାତେଇଲା ଭାରତ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ୨ ପଦକ । ଜାଭେଲିନ ଥ୍ରୋରେ ଆଉ ୨ ପଦକ ହାତେଇଛି ଭାରତ । ଏଥିରେ ଦେବେନ୍ଦ୍ର ଝାଝାରିଆ ଜିତିଛନ୍ତି ରୌପ୍ୟ ପଦକ । ସେହିପରି ସୁନ୍ଦର ସିଂହ ଜିତିଛନ୍ତି…

ରାଜ୍ୟରୁ ପୁଣି ବାହାରିଲେ ୬୦୯ ଆକ୍ରାନ୍ତ, ଜାଣନ୍ତୁ କେତେ ଶିଶୁ ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

କାବୁଲ ବିମାନବନ୍ଦର ନିକଟରେ ପୁଣିଥରେ ଏୟାରଷ୍ଟ୍ରାଇକ, ସାମ୍ନାକୁ ଆସିଲା ଭିଡିଓ

କାବୁଲ : ଆଫଗାନିସ୍ତାନରେ ତାଲିବାନର କବଜା ପରେ ବୋମା ବିସ୍ଫୋରଣ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ଦିନ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ ପରେ ସୋମବାର ସକାଳେ ପୁଣି କାବୁଲ ବିମାନବନ୍ଦର ନିକଟରେ ରକେଟର ଶବ୍ଦ ଶୁଣିବାକୁ…

ଖୁସିଖବର: ପାରା ଅଲିମ୍ପିକ୍ସରେ ଯୋଗେଶଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ ମିଳିଛି ରୌପ୍ୟ ପଦକ । ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍…

ସୁଟିଂରେ ଅବନୀଙ୍କ କମାଲ୍, ଭାରତକୁ ଦେଲେ ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା । ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ । ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ…

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ସାମାନ୍ୟ ବଚସାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଗତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଖଣ୍ଡଗିରି ଥାନା ରଘୁନାଥ…

ସେପ୍ଟେମ୍ବର ପାଇଁ ଆଜି ଆସିପାରେ କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ କିଛିଦିନ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଅଗଷ୍ଟ ମାସର ଗାଇଡଲାଇନ୍ ଗୋଟିଏ ଦିନ ପରେ ଶେଷ ହେବ । ଏହି କାରଣରୁ ସେପ୍ଟେମ୍ବର ମାସ ପାଇଁ ଆଜି କରୋନା…

ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଆଧୁନିକ ସୁବିଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଇକୋନୋମି ଏସି ୩ ବା ୩ ଟାୟାରର ଶୁଭାରମ୍ଭ କରିବାନେଇ ଘୋଷଣା କରିଛି । ବିଭିନ୍ନ ଜୋନରେ ଏହିପରି ଇକୋନୋମି ଏସି-୩କୁ…

ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି

କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ଅଞ୍ଚଳର ଜଣେ ମହିଳା କୋଭିଡ ମହାମାରୀର ପରବର୍ତ୍ତୀ ଜଟିଳତା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି । ଗତକାଲି…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ୨ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଯୋଗ ଦେବେ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । ମଙ୍ଗଳବାର ଓ ବୁଧବାର ଦିନ କଂଗ୍ରେସ କର୍ମକର୍ତା ମାନଙ୍କର…