Browsing Category
Breaking News
ଶେଷରେ ST କମିଶନରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ
କେନ୍ଦୁଝର(ଓଡ଼ିଶା ଭାସ୍କର): ଶେଷରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ହାଜର…
ବିଛିନ୍ନବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ସ୍ୱୀକାର କଲେ ସମସ୍ତ ଅପରାଧ
ଶ୍ରୀନଗର: କାଶ୍ମୀର ବିଛିନ୍ନତାବାଦ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟାସିନ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ ଏନଆଇଏ କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ…
୨ ବର୍ଷ ପରେ ଫେରିବ ସେହି ଅପୂର୍ବ ତିଥି: ଭକ୍ତଙ୍କ ଭିଡ ଭିତରେ ହେବ ଭଗବାନଙ୍କ ସ୍ନାନଯାତ୍ରା
ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ…
‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…
ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି…
ATMରୁ ଟଙ୍କା ଉଠାଣ ନିୟମ ବଦଳିଲା: ନଜାଣିଲେ ଅଟକିଯିବ ଆପଣଙ୍କ କ୍ୟାସ୍
ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଇବ ନିୟମ ବଦଳିଯାଇଛି । ATMରୁ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି SBI । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ ।
ଏଣିକି ଏଟିଏମରୁ ଟଙ୍କା ଉଠାଇବା…
ମଦ ଖୋଜୁଥିଲେ ସରକାରୀ ଅଧିକାରୀ: ବିପୁଳ ପରିମାଣର ମିଳିଲା ରୂପା
ଗୋପାଳଗଞ୍ଜ: ଆଳୁ ଖୋଳୁ ଖୋଳୁ ମହାଦେବ । ମଦ ଖୋଜୁଥିବା ସରକାରୀ ଟିମ ହାତରେ ଲାଗିଛି ବିପୁଳ ପରିମାଣର ରୂପା । ସୂଚନା ଅନୁସାରେ, ବିହାରରେ ମଦ ବନ୍ଦ ଆଇନ ଲାଗୁ ହୋଇଛି । ଏପରି ପରିସ୍ଥିତିରେ ମଦ ବେପାରୀଙ୍କ ବିରୋଧରେ ବଡ଼…
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ: ଖୋର୍ଦ୍ଧାରୁ ଚିହ୍ନଟ ହେଲେ ଆଜି ଦିନର ସର୍ବାଧିକ ଆକ୍ରାନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଭୁବନେଶ୍ୱରରେ ହତ୍ୟାକାଣ୍ଡ: ଶିଖରଚଣ୍ଡୀ ପାହାଡରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ ହସ୍ପିଟାଲ ନେବା ବାଟରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ନନ୍ଦନକାନନ ଥାନା…
OMSA କର୍ମକର୍ତ୍ତା ନିର୍ବାଚନ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ: ଜାଣନ୍ତୁ କାରଣ
କଟକ(ଓଡ଼ିଶା ଭାସ୍କର): ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୨୨ ଫେବ୍ରୁଆରୀ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ରଦ୍ଦ ହୋଇଥିବା ସୂଚନା ମିଳିଛି । ସେଣ୍ଟ୍ରାଲ…
ଆମେରିକାରେ ଚିହ୍ନଟ ହେଲା ‘ମଙ୍କିପକ୍ସ’ ଭାଇରସ୍
ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାରେ ଚିହ୍ନଟ ହୋଇଛି ‘ମଙ୍କିପକ୍ସ’ ଭାଇରସ୍ । ଜଣେ କାନାଡ଼ା ଫେରନ୍ତାଙ୍କଠାରେ ଏହି ଭାଇରସ୍ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ମଙ୍କିପକ୍ସ ଏକ ବିରଳ ମାଇରସ୍, ଯେଉଁଥିରେ ରୋଗୀ…