Browsing Category

Breaking News

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ପୁଣି ବଢ଼ିବ EMI, ପୁଣି କାନ୍ଦିବେ ଗରିବ ଭାରତୀୟ: RBI ବୃଦ୍ଧି କରିବାକୁ ଯାଉଛି Repo Rate

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମାଡ଼ରେ ଅସହାୟ ହୋଇପଡ଼ିଥିବା ଭାରତୀୟମାନେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ମାଡ଼ରେ ନିସ୍ତେଜ ହୋଇ ପଡ଼ିଛନ୍ତି । ତେବେ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ତ୍ରାହି…

ଜ୍ଞାନବାପି ମାମଲା: ବଦଳିବେନି ସର୍ଭେ କମିଶନ, ଆଉ ୨ସ୍ୱତନ୍ତ୍ର ସହକାରୀ କମିଶନରଙ୍କୁ ନିଯୁକ୍ତ କଲେ କୋର୍ଟ

ବାରାଣସୀ :  ଗୁରୁବାର ଦିନ ଜ୍ଞାନବାପି କ୍ୟାମ୍ପସର ସର୍ଭେ ମାମଲାରେ ସିଭିଲ୍‌ ଜଜ୍‌ (ସିନିୟର ଡିଭିଜନ) ରବି କୁମାର ଦିବାକରଙ୍କ କୋର୍ଟ ରାୟ ଦେଇଛନ୍ତି । ସର୍ଭେ କମିଶନର ଆଡ଼ଭୋକେଟ ଅଜୟ ମିଶ୍ରଙ୍କୁ ହଟାଯିବ ନାହିଁ ବୋଲି…

୪୧ ବର୍ଷରେ ଚମକୁଛନ୍ତି ସନ୍ନି, ଆଜି ବି ଗର୍ଜନ କରୁଛି ଯୌବନର ଲହରୀ

ନୂଆଦିଲ୍ଲୀ: ଆଜି ହେଉଛି ହଟ୍ କୁଇନ୍ ସନ୍ନି ଲିଓନିଙ୍କଙ୍କର ଜନ୍ମଦିବସ । ୪୧ଟି ବସନ୍ତ ଅତିକ୍ରାନ୍ତ କରିଥିଲେ ମଧ୍ୟ ଆଜି ବି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ସ୍ୱପ୍ନ ହୋଇ ରହିଛନ୍ତି । ନା କିମିଛି ତାଙ୍କର ଚାହିଦା ନା…

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା

ଭୁବନେଶ୍ୱର : ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୫ ସୁଦ୍ଧା…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପରେ ବିଚାର ବିମର୍ଶ

ନୂଆଦିଲ୍ଲୀ:ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ପରବର୍ତ୍ତୀ ଟି-୨୦ କ୍ରିକେଟ ବିଶ୍ୱକପ । ଗତ ବର୍ଷ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର…

ଜାହ୍ନବୀଙ୍କ ସହ ନଜର ଆସିଲେ ମିଷ୍ଟ୍ରିମ୍ୟାନ, ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ

ମୁମ୍ବାଇ: ଜାହ୍ନବୀ କପୁର ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସୋସିଆଲ ମିଡିଆରେ ଜାହ୍ନବୀ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ‘ଧଡ଼କ’ରେ ଡେବ୍ୟୁ କରିବା ପରେ ସେ ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।…

ହଠାତ ହେଲିକପ୍ଟରରେ ହେଲା ଦୁର୍ଘଟଣା: ୨ ଜଣ ପାଇଲଟ ମୃତ, ଜଣେ ଥିଲେ ଓଡିଆ

ଛତିଶଗଡ: ଛତିଶଗଡ ରାୟପୁରରେ ଦୁର୍ଘଟଣାର ଶିକାର ହୋଇଛି ଏକ ହେଲିକପ୍ଟର । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨…

ଘରୋଇ ହସ୍ପିଟାଲରେ ଚାମ୍ବର ଭିତରୁ ଡାକ୍ତରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , କିଛି ଦିନ ତଳେ କରିଥିଲେ ବିବାହ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ତାଙ୍କ ଚ୍ୟାମ୍ବରରେ ଥିବାବେଳେ ଏହି ମୃତ୍ୟୁ ଘଟିଥିଲା । ତେବେ ଏହାର କାରଣ ସ୍ପଷ୍ଟ…

ରାଜ୍ୟସଭା ନିର୍ବାଚାନ ପାଇଁ ବାଜିଲା ବିଗୁଲ୍ : ଓଡ଼ିଶା ସମେତ ୧୫ ରାଜ୍ୟର ୫୭ଟି ଆସନ ପାଇଁ ହେବ ମତଦାନ, ଜୁନ୍‌ ୧୦ରେ ଭୋଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ) ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଦେଶର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ମୋଟ୍‌ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍‌ ୧୦…