Browsing Category

Breaking News

ଟିକାକରଣ ପରେ ବି ରହିଛି ଓମିକ୍ରନର ବିପଦ: ନୂଆ ଷ୍ଟଡୀରୁ ଖୁଲାସା

ନୂଆଦିଲ୍ଲୀ : କରୋନାର ଡେଲଟା ଭାରିଆଣ୍ଟର ଶିକାର ହୋଇଥିବା ଓ ଟିକା ନେଇଥିବା ବ୍ୟକ୍ତିଠାରେ ବି ରହିଛି ଓମିକ୍ରନ ବିପଦ । କାରଣ ସଂକ୍ରମଣ ଓ ଟିକାକରଣ ପରେ ବି ଓମିକ୍ରନ ଶରୀରର ପ୍ରତିରୋଧ ଶକ୍ତି ଉପରେ ଭାରି ପଡ଼ିପାରେ ।…

ପଞ୍ଜାବ-ଦିଲ୍ଲୀ ମ୍ୟାଚ୍‌ ପାଇଁ ସବୁଜ ସଂକେତ ଦେଲା ବିସିସିଆଇ, ବଦଳିଲା ମ୍ୟାଚ୍ ଭେନ୍ୟୁ

ମୁମ୍ବାଇ:ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଅନ୍ୟ ୪ ସପୋର୍ଟ ଷ୍ଟାଫ୍‌ ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ମାର୍ଶଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଛି ।…

ଆଇଏମଏଫର ଆକଳନ, ୨୦୨୨-୨୩ ଆର୍ଥିକ ବର୍ଷରେ କମିବ ଭାରତର ଜିଡିପି : ପଡ଼ିବ ଋଷ ୟୁକ୍ରେନ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ ପରେ ଏବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ) ମଧ୍ୟ ଭାରତର ଜିଡିପି ବୃଦ୍ଧି ଅନୁମାନ କମ୍ ରହିବା ନେଇ କହିଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଇଏମଏଫ…

ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଟ୍ରାନ୍ସଫର କରିବେ ସରକାର: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଖାସ୍ ଯୋଜନା ଚାଲିଛି । ସରକାରଙ୍କ ଏପରି ଏକ ଖାସ୍ ଯୋଜନା ରହିଛି, ଯେଉଁଥିରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ମିଳିବ । କିନ୍ତ…

କୋଇଲା ସଙ୍କଟ: ଝାଡଖଣ୍ଡ ସହ ୧୨ ରାଜ୍ୟରେ ହୋଇପାରେ ବାରମ୍ବାର ବିଦ୍ୟୁତ କାଟ୍‌

ରାଞ୍ଚି: କୋଇଲା ଷ୍ଟକ୍‌ ହ୍ରାସ ଯୋଗୁ ଝାଡଖଣ୍ଡ ସହ ୧୨ ରାଜ୍ୟରେ ହୋଇପାରେ ବାରମ୍ବାର ବିଦ୍ୟୁତ କାଟ ହେବ । ଏନେଇ ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ (ଏଆଇପିଇଏଫ) ସତର୍କ କରେଇଛି । ଥର୍ମାଲ ପାୱାର…

ଆଗାମୀ ୬ ମାସରେ ହେବ ୧୦ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ଯୋଗୀ ଆଦିତ୍ୟନାଥ ଲୋକଙ୍କ ପାଇଁ ଅନେକ ନିଷ୍ପତ୍ତି ନେଉଛନ୍ତି । ଆଗାମୀ ୬ ମାସ ମଧ୍ୟରେ ରାଜ୍ୟରେ ୧୦ ହଜାର ପାରାମେଡିକାଲ…

ଆହୁରି ୪ ଦିନ ଅସହ୍ୟ ତାତି , ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ଜଳେଇବ: ଖରାଦିନ ପାଇଁ ଆସିବ ଶ୍ରମିକଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ୍ରବାହ ଲାଗି ରହିଛି । ବିଶେଷକ ରି ପଶ୍ଚିମଓଡ଼ିଶା ତାତିରେ ଜଳୁଛି । ବହୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏହା ୪୪ରୁ ୪୫ ଡିଗ୍ରୀ…

ରାଶିଫଳ(ବୁଧବାର,୨୦ ଏପ୍ରିଲ,୨୦୨୨)

ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ…

(Video) ନିଜେ କାନ୍ଦି ସମସ୍ତଙ୍କୁ କନ୍ଦାଇଲେ ଏୟାରହୋଷ୍ଟେସ, ଜାଣନ୍ତୁ କାହିଁକି…

ଚଳନ୍ତା ଫ୍ଲାଇଟ ଭିତରେ କାନ୍ଦିଲେ ଏୟାର ହଷ୍ଟେସ । ଆପଣ ଭାବୁଥିବେ କାହିଁକି ? ଫ୍ଲାଇଟରେ ଗଲା ବେଳେ ତ ସମସ୍ତେ ଖୁସି ଥାଆନ୍ତି । ସମସ୍ତେ ଉଡ଼ାଣର ମଜା ବି ନିଅନ୍ତି । ହେଲେ ଏହି ଏୟାରହଷ୍ଟସ ଜଣକ କାନ୍ଦୁଛନ୍ତି…

(Video) ବରମାଳା ପିନ୍ଧାଇବା ବଦଳରେ କନ୍ୟା କଲେ ଏମିତି, ହତବାକ୍ ହୋଇଗଲେ ଦର୍ଶକ, ଦେଖନ୍ତୁ ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ବିବାହ ସମୟର ମଜାଦାର ଭିଡିଓ ଦେଖିବାକୁ ଲୋକମାନେ ବେଶ୍ ପସନ୍ଦ କରିଥାନ୍ତି । ପସନ୍ଦ କରିବେନି ବା କେମିତି କାରଣ ବିବାହ ସମୟରେ ହିଁ ଅନେକ ମଜାଦାର ଘଟଣା ଦେଖିବାକୁ ମିଳିଥାଏ । କେତେବେଳେ ବରକୁ ନେଇ ତ’…