CHARIDHAM
Browsing Category

Breaking News

୩ ସନ୍ତାନର ଜନନୀ ପ୍ରେମିକ ସହ ଫେରାର, ଲୋକ ଲଜ୍ଜ୍ୟା ସହି ନପାରି ଘର ଭିତରେ ଝୁଲିପଡିଲେ ସ୍ୱାମୀ

ବୋଲଗଡ଼, (ଭାସ୍କର ନ୍ୟୁଜ୍‌) : ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ପୋଡ଼ ପାଟଣା ଗ୍ରାମର ସ୍ୱର୍ଗତ ମହେନ୍ଦ୍ର ସେଠୀଙ୍କ ପୁଅ ପଙ୍କଜ ସେଠୀ ବୟସ (୪୭) ଗତ କାଲି ନିଜ ଘରେ ପତ୍ନୀ ବିନା ଆତ୍ମହତ୍ୟା କରିଛନ୍ତି ।…

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ସରିଲା ପ୍ରଥମ ଭୂଇଁ ନିର୍ମାଣ, ଦ୍ରୁତ ଗତିରେ ଚାଲିଛି ଖଦୀଓରା ନିର୍ମାଣ କାର୍ଯ୍ୟ

ପୁରୀ,  (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିନେଇ ପ୍ରସ୍ତୁତି ପର୍ବ ଜୋର୍‌ ଧରିଛି । ସେପଟେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ…

ତାତିରୁ ମିଳବି ତ୍ରାହି: ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ଅନ୍ୟ ଅଞ୍ଚଳକୁ ପ୍ରବେଶ କରିବ ମୌସୁମୀ ବାୟୁ, ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ…

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ଶେଷରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ହେଇ ଆସିବ, ପୁଣି ଆସିବନି ଏପରି ଆଶଙ୍କା ଭିତରେ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଏନେଇ ଭାରତୀୟ ପାଣିପାଗ…

ଦେଖିଛନ୍ତି କି’ ଅମିତାଭଙ୍କ ଏହି ଫିଲ୍ମ ? ଡବଲ ରୋଲ ଭୂମିକାରେ କରିଛନ୍ତି ଦମଦାର ଅଭିନୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲିଉଡର ଅନେକ ଦିଗ୍ଗଜ କଳାକାର ଦିଲୀପ କୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ୍ ଏବଂ ରିତିକ୍ ରୋଶନଙ୍କ ଭଳି କଳାକାର ଯେଉଁମାନେ ଅନେକ ଫିଲ୍ମରେ ଡବଲ ରୋଲ ନିଭାଇଛନ୍ତି । ୮୦…

ପୋଷ୍ଟ ଅଫିସ୍ ର ଏହି ସ୍କିମରେ ଦ୍ୱିଗୁଣ ହୋଇପାରିବ ଟଙ୍କା, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: ସମସ୍ତେ ନିଜର ଜମା ରାଶି ସୁରକ୍ଷିତ ରଖିବା ସହ ଏହାକୁ ବୃଦ୍ଧି କରିବାକୁ ଚାହନ୍ତି । ଏଥିପାଇଁ ଅନେକ ସେମାନଙ୍କୁ ଜମାରାଶିକୁ ବ୍ୟାଙ୍କରେ ରଖିଥାନ୍ତି କିମ୍ବା କୌଣସି ସ୍କିମରେ ନିବେଶ କରିଥାନ୍ତି । ତେବେ…

ଛୋଲେ ଭଟୁରେ ଖାଉଥିଲେ ସାବଧାନ, ଆପଣଙ୍କ ସହ ନହୋଇଯାଉ ଏପରି ଘଟଣା….

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପିଢିମାନେ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଥିବା ବେଳେ ଏହି ଖାଦ୍ୟ କେଉଁ ପରିବେଶରେ ତିଆରି ହେଉଛି ତାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି…

ସୁଡ଼ଙ୍ଗ ଜରିଆରେ ଆତଙ୍କୀ ଅନୁପ୍ରେବଶ ଉପରେ ଲାଗିବ ବ୍ରେକ୍, ଏବେ ଟନେଲ୍ ଖୋଜିବ ଆଡଭାନ୍ସ ସିଷ୍ଟମ

ପାକିସ୍ତାନ ସହ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ଦ୍ୱାର ଆତଙ୍କୀ ଅନୁପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି । ଆତଙ୍କବାଦୀଙ୍କ ସବୁ ପ୍ରୟାସକୁ ପଣ୍ଡ କରିବା ପାଇଁ କେନ୍ଦ୍ର ସରକାର ଆଧୁନିକ…

ବାଘକୁ ଆଉଁସିବା ପଡ଼ିଲା ଭାରି, ପିଞ୍ଜରା ଭିତରୁ ନେଇଗଲା ପ୍ରାଣ

ଚିଡ଼ିଆଖାନାକୁ ଯାଇଥିବା ବେଳେ ସତର୍କ କରାଯାଇଥାଏ ଯେ ଯେପରି ସେଠାରେ ଥିବା ପ୍ରାଣୀଙ୍କୁ ହଇରାଣ ନକରିବାକୁ । କିନ୍ତୁ ଅନେକ ସମୟରେ ଏହାର ଓଲଟା ସ୍ଥିତି ଦେଖିବାକୁ ମିଳେ ଅନେକ ଲୋକ ପ୍ରାଣୀମାନଙ୍କୁ ହଇରାଣ କରିବାକୁ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ବିଏମସି କମିଶନର

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୂଯାୟୀ, ଆଇଏଏସ ଅଫିସର କେ.ସୁଦର୍ଶନ…

ହୃଦୟ ବିଦାରକ: ବାପାର ତନ୍ତ୍ର ପୂଜା ପାଇଁ ବଳି ପଡ଼ିଲା ଝିଅ

ହାଇଦ୍ରାବାଦ: ତନ୍ତ୍ର ପୂଜା କରିବା ପଡ଼ିଲା ମହଙ୍ଗା, ଚାଲିଗଲା ଚାରି ବର୍ଷର ଝିଅର ଜୀବନ । ଏହି ତନ୍ତ୍ରମନ୍ତ୍ର ପୁଣି ଝିଅର ବାପା ହିଁ କରୁଥିଲା । ବାପାର ତନ୍ତ୍ର ସାଧନା ଯୋଗୁଁ ଚାଲିଗଲା ନିରୀହ ଜୀବନ । ତେବେ ପୋଲିସ…