Browsing Category
Breaking News
ଷ୍ଟ୍ରଙ୍ଗ ରୁମ୍ ବାହାରେ ପଡ଼ିଛି ବାଲାଟ୍ ପେପର, ଦେଖନ୍ତୁ Video
କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା କଲେଜର ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ବାଲାଟ ପେପର ପଡ଼ିଥିବାର ଦେଖିବାକୁ ମିଳିଛି ।…
ୟୁକ୍ରେନର ରାଜରାସ୍ତାରେ ଯାଉଥିବା ସାଇକେଲ ଆରୋହୀଙ୍କ ଉପରେ ପଡ଼ିଲା ରୁଷର ବୋମା, ଦେଖନ୍ତୁ ଛାତିଥରା Video
ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ଦେଶମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ତେବେ ବର୍ତ୍ତମାନ ରୁଷ୍-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି…
Amazon ସେଲ୍: OnePlus, Redmi ଓ ଅନ୍ୟ ସ୍ମାର୍ଟଫୋନରେ ମିଳୁଛି ବମ୍ପର ଡିସକାଉଣ୍ଟ୍, ହାତଛଡ଼ା କରନ୍ତୁନି
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ଆମାଜନ୍ ରେ ଫାବ୍ ଫୋନ୍ସ ଫେଷ୍ଟ୍ ଆରମ୍ବ ହୋଇଯାଇଛି । ଅନେକ ସ୍ମାର୍ଟଫୋନ୍ ରେ ଜବରଦସ୍ତ ଡିଲ୍ ଦିଆଯାଉଛି । ଏହି ସେଲ୍ ରେ ୱାନପ୍ଲସ୍, ରିୟଲ୍ ମି, ସାମସଙ୍ଗ୍ ଓ ଅନ୍ୟ ଫୋନ୍ସରେ ଦିଆଯାଉଛି…
ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବ IPL ମ୍ୟାଚ୍
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ସଂସ୍କରଣ ଆରମ୍ଭ ହେବ । ଆଇପିଏଲ ଗଭର୍ଣ୍ଣିଂ ବୈଠକରେ ଏ ବାବଦରେ ନିଷ୍ପତ୍ତି ହୋଇଛି । ଚଳିତ ଆଇପିଏଲରେ ମୋଟ ୧୦ଟି ଟିମ୍ ଭାଗ…
NSE ସ୍କାମ୍: ପୂର୍ବ ସିଇଓ ଚିତ୍ରା ରାମକୃଷ୍ଣଙ୍କ ସହଯୋଗୀ ଆନନ୍ଦ ସୁବ୍ରମଣ୍ୟମ ଗିରଫ
ନୂଆଦିଲ୍ଲୀ: ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ(ଏନଏସଇ)ରେ ଗତକିଛି ବର୍ଷ ମଧ୍ୟରେ ହୋଇଥିବା ସ୍କାମ୍ ମାମଲାରେ ସିବିଆଇ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି । ସିବିଆଇ ଅଧିକାରୀ ମାନେ ଶୁକ୍ରବାର ଦିନ ସକାଳେ ଏନେଇ ସୂଚନା…
ଭିଜିଲାନ୍ସ ଜାଲରେ ASI
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସରକାରୀ ବାବୁମାନଙ୍କ ଘରେ ଭିଜିଲାନ୍ସ ରେଡ୍ ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ଝାରସୁଗୁଡ଼ା ଜିଲ୍ଲାର ଜଣେ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଓଡ଼ିଶା…
କିଭ୍ ରେ ଆଜି ପୁଣି ୩ ବିସ୍ଫୋରଣ, ଲଢ଼ିବା ପାଇଁ୧୦ହଜାର ନାଗରିକଙ୍କୁ ରାଇଫଲ୍ ଦେଲେ ସରକାର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଠାରୁ ମିଲିଟାରୀ ଆକ୍ସନ୍ ନିର୍ଦ୍ଦେଶ ମିଳିବା ପରେ ୟୁକ୍ରେନ ଉପରେ ଅହରହ ମିସାଇଲ୍ ବର୍ଷା ହେଉଛି । ତେବେ ଆଜି ମଧ୍ୟ ବିସ୍ଫୋରଣ ଦେଖିବାକୁ ମିଳିଛି । ୟୁକ୍ରେନ ରାଜଧାନୀ…
ୟୁକ୍ରେନ-ରୁଷ ଯୁଦ୍ଧ: ଦୋକାନରୁ ଜରୁରୀ ସାମଗ୍ରୀ ଓ ମେଡିସିନ୍ ଗାୟବ୍, ଭୟରେ ଏଠିସେଠି ଲୁଚିଲେ ନାଗରିକ; ସେପଟେ ବର୍ଷୁଛି ମିସାଇଲ୍
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଠାରୁ ମିଲିଟାରୀ ଆକ୍ସନ୍ ନିର୍ଦ୍ଦେଶ ମିଳିବା ପରେ ୟୁକ୍ରେନ ଉପରେ ଅହରହ ମିସାଇଲ୍ ବର୍ଷା ହେଉଛି । ଫଳରେ ସାଧାରଣ ନାଗରିକଙ୍କ ସମସ୍ୟା ଏବେ କହିଲେ ନସରେ । ୟୁକ୍ରେନରେ…
ୟୁକ୍ରେନକୁ ସେନା ପଠାଇବ ନାହିଁ ଆମେରିକା: ବାଇଡେନ
ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏଭଳି ସ୍ଥିତିରେ ଆମେରିକା ରୁଷକୁ କଡ଼ା ଚେତାବନୀ ଦେଇଛି । ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କଲେ ତାହାର ଜବାବ…
ୟୁକ୍ରେନରେ ପ୍ରାୟ ୧ ଲକ୍ଷ ଲୋକ ବିସ୍ଥାପିତ, ୧୭୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଲା ରୁଷୀ ପୋଲିସ୍
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସେନା କାର୍ଯ୍ୟାନୁଷ୍ଠାନ ଦିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଲଗାତର ମିସାଇଲ୍ ବର୍ଷା କରିଥିଲା ରୁଷ । ଏହି ଯୁଦ୍ଧ ଭିତରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଚଳିତ ସପ୍ତାହରେ…