CHARIDHAM
Browsing Category

Breaking News

(Video) ବୋରୱେଲରେ ବାଳକ ଖସିପଡ଼ିବା ଘଟଣା: ଜିଲ୍ଲାପାଳ କହିଲେ- ‘କାଲି ରାତିରୁ କିଛି ଖାଇନି ରାହୁଲ’

ନୂଆଦିଲ୍ଲୀ: ଛତିଶଗଡ଼ରେ ବୋରୱେଲରେ କୁନି ପୁଅ ରାହୁଲ ଖସିପଡ଼ିବା ଘଟଣାରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ କହିବା…

ଜୁନ୍‌ରେ ନିଅଣ୍ଟିଆ ବର୍ଷା, ଓଡ଼ିଶାର ୩ ଜିଲ୍ଲା ବର୍ଷା ଶୂନ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ବର୍ଷା ଋତୁରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲେ…

ଗୋଡ଼ ହଲାଇବା ବି ଏକ ରୋଗ: ଜାଣନ୍ତୁ ଏହାର ଲକ୍ଷଣ ଓ ମୁକ୍ତି ପାଇବାର ଉପାୟ

ସମସ୍ତଙ୍କୁ କିଛି ନା କିଛି ଅଜବ ଅଭ୍ୟାସ ରହିଛି । କେହି ଗାଧୋଇବା ବେଳେ ଗୀତ ବୋଲନ୍ତି ତ ଆଉ କେତେକ ବସିବା ବେଳେ ଗୋଡ଼ ହଲାନ୍ତି । ତେବେ କିଛି ଲୋକ ସେମାନଙ୍କର ମନ ସ୍ଥିର କରିବାକୁ ଗୋଡ ହଲାନ୍ତି ତ ଆଉ କିଛି ଲୋକ ନିଜ…

ବ୍ୟାଟେରୀ ଚୋରୀ ରାକେଟର ପର୍ଦ୍ଦାଫାସ କଲା ଆସ୍କା ପୋଲିସ: ୪୦ ଲକ୍ଷରୁ ଅଧିକ ଟଙ୍କା ବ୍ୟାଟେରୀ ଜବତ, ୪ ଚୋର ଗିରଫ

ଆସିକା,(ଭାସ୍କର ନ୍ୟୁଜ):ଗଞ୍ଜାମ ଜିଲ୍ଲା ଆସ୍କା ପୋଲିସକୁ ମିଳିଛି ବଡ଼ ସଫଳତା । ଆସିକା ଥାନା ଅଧିକାରୀଙ୍କ ନେତ୍ୱତ୍ୱରେ ଏକ ଟିମ ଗଠନ କରି ବିଭିନ୍ନ ଥାନା ଇଲାକାରେ ଚଢ଼ଉ କରିଥିଲେ । କବି ସୂର୍ଯ୍ୟାନଗର ଅଧୀନ ଝାଡବନ୍ଧ…

କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି: ନବୀନଙ୍କ ପୋଷ୍ଟର ଚିରିଲେ, ଜଗନଙ୍କର ମାରିଲେ

କୋରାପୁଟ (ଭାସ୍କର ନ୍ୟୁଜ୍‌) : କୋରାପୁଟର କୋଟିଆକୁ ନିଜ ହେପାଜତକୁ ନେବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ କୋଟିଆକୁ ନିଜର କରି ସେଠାକାର ଅଧିବାସୀମାନଙ୍କୁ ମନାଇବା ପାଇଁ…

ରାଶିଫଳ(ମଙ୍ଗଳବାର,୧୪ ଜୁନ,୨୦୨୨)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ…

ଆଜି ପବିତ୍ର ସ୍ନାନପୂର୍ଣ୍ଣମୀ: ସ୍ନାନବେଦୀରେ ଚତୁର୍ଦ୍ଧାମୂରତି

ପୁରୀ(ଓଡ଼ିଶା ଭାସ୍କର): ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଆଜିର ଦିନରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ବେଦସ୍ନାନ ନୀତି । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ- ପଶ୍ଚିମ ଓଡିଶାରେ ଛୁଇଁପାରେ ମୌସୁମୀ: ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା, ୧୬ ଜିଲ୍ଲାକୁ…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବାନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।…

ଆଜି ରଜ, କମ୍ପିବ ଗାଁ ଦାଣ୍ଡ: ଜାଣନ୍ତୁ ରଜର ମହତ୍ତ୍ୱ ଓ ଏହାର ଇତିହାସ ସମ୍ପର୍କରେ ବିସ୍ତୃତ ତଥ୍ୟ

ଓଡ଼ିଶା ଭାସ୍କର: ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ.... ଏହି ଗୀତରୁ ଆରମ୍ଭ ହୁଏ ରଜପର୍ବ । ରାତି ପାହିଲେ ରଜ । ଉତ୍ସବମୁଖର ହେଲାଣି ଗାଁରୁ ସହର  । ଆମ୍ବ ତୋଟାରେ ରଜଦୋଳି ପ୍ରସ୍ତୁତ ସରିଲାଣି । ପହିଲି ରଜରେ…

ICICI, HDFC, BoB ଓ Union ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା, ଜାଣନ୍ତୁ କାହାର ରେଟ୍ କେତେ ବଢ଼ିଲା

ନୂଆଦିଲ୍ଲୀ: ଗତ ୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟରେ ପରିବର୍ତ୍ତନ କରିଥିଲା । ନୂଆ ଘୋଷଣା ମୁତାବକ ଆରବିଆଇ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ତେବେ ରେପୋ ରେଟ୍ ବଢ଼ିବା ପରେ…