Browsing Category

Breaking News

ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇ ଦେବେ ଦିଲ୍ଲୀ ସରକାର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗତମାସରେ ଉପସ୍ଥାପିତ ହୋଇଥିବା ଦିଲ୍ଲୀ ବଜେଟ ଏବଂ ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ଯୋଜନାର ସମୀକ୍ଷା ବୈଠକ କରିଛନ୍ତି । ଗତ ମାସରେ ଦିଲ୍ଲୀର ଆମ୍…

ହାଫିଜ୍ ଶୟିଦକୁ ୩୧ ବର୍ଷ ଜେଲ ଦଣ୍ଡ: ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଶୁଣାଇଲେ ସଜା

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ । ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଶୁକ୍ରବାର ହାଫିଜ୍ ଶୟିଦକୁ ଦଣ୍ଡ ଶୁଣାଇଛନ୍ତି । କୋର୍ଟ…

Adani ଗ୍ରୁପରେ ୨ ବିଲିୟନ ଡଲାର ନିବେଶ କରିବ ଆବୁଧାବୀ ସ୍ଥିତ କମ୍ପାନୀ: ବଢ଼ିବ ଗୌତମ ଆଦାନୀଙ୍କ ସମ୍ପତ୍ତି

ବଢିଚାଲିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି । ଆବୁଧାବୀ ସ୍ଥିତ ବହୁଦେଶୀୟ କମ୍ପାନୀ ‘ଆନ୍ତର୍ଜାତୀୟ ହୋଲଡିଂ କମ୍ପାନୀ’(ଆଇଏଚସି) ଗୌତମ ଆଦାନୀଙ୍କ କମ୍ପାନୀରେ ୨ ବିଲିୟନ ଡଲାର ନିବେଶ କରିବ ବୋଲି ସୂଚନା…

(Video) ଚାଲିଥିଲା ପରୀକ୍ଷା, ଖବର ଆସିଲା ସ୍କୁଲରେ ଖଞ୍ଜା ଯାଇଛି ବୋମା; ଖେଳିଗଲା ଭୟର ବାତାବରଣ

କେବେ ଭାବିଛନ୍ତି କି ପିଲାମାନେ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଥିବେ ଆଉ ଏହି ସମୟରେ ଖବର ଆସିବ ଯେ ସ୍କୁଲରେ ବୋମା ଖଞ୍ଜା ଯାଇଛି । ସେତେବେଳେ କ’ଣ କରିବେ ଆପଣ? ବେଙ୍ଗାଲୁରୁର ଏଭଳି କିଛି ଚାଞ୍ଚଲ୍ୟକର ଖବର ଆସିଛି,…

ଜଣେ ପ୍ରଧାନମନ୍ତ୍ରୀ ପିତାଙ୍କ ପରି ଦେଶର ମଙ୍ଗଳ କାମନା କରେ, ପାକିସ୍ତାନର ଜନତା ଆମ ସହିତ ଅଛନ୍ତି- ଇମ୍ରାନ୍ ଖାନ

ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ସରକାରଙ୍କୁ ଝଟକା ଦେବା ପରେ ଇମ୍ରାନ ଦାବି କରିଛନ୍ତି ଯେ ଦେଶର ଜନତା ତାଙ୍କ ସହିତ ଅଛନ୍ତି । ସେ ଦେଶର ଛବିକୁ ସୁଧାରିଛନ୍ତି । ସେ ଦେଶର ଜନତାଙ୍କ ମଙ୍ଗଳ କରିବା ପାଇଁ ରାଜନୀତିକୁ…

ଲୋକଙ୍କ ସହ ଟ୍ରେନରେ ଯାତ୍ରା କଲା ଘୋଡ଼ା! ଭାଇରାଲ ହେଉଛି ଭିଡିଓ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ ଅଜବ ଗଜବ ଫୋଟୋ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏହିଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠାରେ ଗୋଟିଏ ଘୋଡ଼ା ଲୋକଙ୍କ ଭିଡ଼ ମଧ୍ୟରେ…

ଅନ୍ଧାରରେ ଚାଲିଛି ଡାକ୍ତରଖାନା, ମହମବତୀ, ମୋବାଇଲ ଫୋନ ସାହାଯ୍ୟରେ ପ୍ରସବ କରାଇଲେ ଡାକ୍ତର

ମହମବତୀ, ମୋବାଇଲ ଆଲୁଅରେ ପ୍ରସବ କରାଇଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧପ୍ରଦେଶରେ । ଗୁରୁବାର ଆନ୍ଧ୍ରପ୍ରଦେଶରେ ରାଜ୍ୟବାପୀ ରାତି ସମୟରେ ବିଦ୍ୟୁତ୍ କାଟ ସମସ୍ୟା ଦେଖାଦେଇଥିଲା । ଏଥିରେ…

ବିଚାରପତିଙ୍କ ଛବିକୁ ମଳିନ କରୁଛନ୍ତି ସରକାର: ଚିଫ୍ ଜଷ୍ଟିସ୍ ଏନଭି ରମଣା

ନୂଆଦିଲ୍ଲୀ: ଭାରତରେ ବିଚାରପତିଙ୍କ ଛବିକୁ ନେଇ ଚିଫ୍ ଜଷ୍ଟିସ୍ ଏନଭି ରମଣା ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ସରକାର ବିଚାରପତିମାନଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି । ସୁପ୍ରିମକୋର୍ଟ…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଳିଲା ଜାମିନ୍: ଗୋଟିଏ ମାମଲାରେ ସର୍ତ୍ତମୂଳକ ଜାମିନ ଦେଲେ ସେସନ୍ସ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୋଟିଏ ମାମଲାରେ ଜାମିନ୍ ମିଳିଛି । ଫେବୃଆରୀ ୧୮ ଭେଟେଶ୍ୱର ଗଣ୍ଡଗୋଳ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ଜଣେ ଜାମିନଦାର ଓ ୩୦…

ବ୍ରହ୍ମପୁର ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ବିଜେଡି କର୍ପୋରେଟର ଇ.ବିବେକ ରେଡ୍ଡୀ

ବ୍ରହ୍ମପୁର ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ବ୍ରହ୍ମପୁର ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଇ.ବିବେକ ରେଡ୍ଡୀ । ୪୨ ନମ୍ବର ୱାର୍ଡର କର୍ପୋରେଟର ବିବେକ ୩୪…