Browsing Category
Breaking News
(Video) ବିଚ୍ ରାସ୍ତା ମଝିରେ ଛିଡ଼ା ହୋଇଥିବା ବେଳେ ହଠାତ୍ OLA Electric Scooter ଜଳିଗଲା, ଏହା କେତେଦୂର ସୁରକ୍ଷିତ?
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଓଲା ସ୍କୁଟରର ଚାହିଦା ବର୍ତ୍ତମାନ ସମୟରେ ଅଧିକ ରହିଛି । ଗ୍ରାହକମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ…
ପାକିସ୍ତାନରେ ମିଳୁନି ୫୦ ମନ୍ତ୍ରୀଙ୍କ ପତ୍ତା! ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଗାଏବକୁ ନେଇ ବଢ଼ୁଛି କଳ୍ପନା ଜଳ୍ପନା
ପାକିସ୍ତାନରେ ଗାଏବ ହୋଇ ଯାଇଛନ୍ତି ୫୦ ମନ୍ତ୍ରୀ! ଏବେ ସେମାନଙ୍କ ପତ୍ତା ମିଳୁନାହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆସିଛି । ହେଲେ ଅନାସ୍ଥା ଭୋଟ ପୂର୍ବରୁ ଏବେ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୪୮ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ସିଟ୍ ପୋଛିନେଲା BJD: ଗୋଟିଏ ବି ଆସନ ହାତେଇ ପାରିଲେନି BJP ଓ Congress
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । ମୋଟ ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଛି ।…
ଖୋଲିଲା ୧୧ ବର୍ଷ ତଳର ପୁରୁଣା ଫାଇଲ୍: ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ୧୧ ବର୍ଷ ତଳରେ ଏକ ମାରପିଟ୍ ମାମଲାର ଶୁଣାଣି କରିଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ…
ଆସନ୍ତା ସୋମ ଓ ମଙ୍ଗଳବାର ସମଗ୍ର ଦେଶରେ ଧର୍ମଘଟ: ଲଗାତର ୪ ଦିନ Bank ବନ୍ଦ ରହିବା କାରଣରୁ ATMରେ ହୋଇପାରେ କ୍ୟାଶର ଅଭାବ
ନୂଆଦିଲ୍ଲୀ: ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ ୨୦୨୧ର ବିରୋଧ କରି ଦୁଇଦିନିଆର ହରତାଲ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ହରତାଲ ଆସନ୍ତା ୨୮ ଓ ୨୯ ତାରିଖରେ କରାଯିବ । ଏହା ଫଳରେ ବ୍ୟାଙ୍କିଂ ସେବା…
ବ୍ରହ୍ମପୁରରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ପରାଜିତ ପ୍ରାର୍ଥୀଙ୍କ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ଆରମ୍ଭ ହୋଇଯାଇଛି ହିଂସାକାଣ୍ଡ । ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ପରାଜିତ…
ଆଜି ପୁଣି ବଢ଼ିଲା ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ
ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ପାଞ୍ଚ ଥର ବଢ଼ିଲାଣି ତୈଳ ଦର । ଭାରତୀୟ ତୈଳ କମ୍ପାନୀମାନେ ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ ପଇସା…
ଏପ୍ରିଲ୍ରୁ ମହଙ୍ଗା ହେବ ମେଡିସିନ୍, ୮୦୦ରୁ ଅଧିକ ଔଷଧ ବଢ଼ିବ ଦାମ୍
ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏପ୍ରିଲରୁ ମହଙ୍ଗାଇ ତାଲିକାରରେ ଯୋଡ଼ିହେବ ମେଡିସିନ୍ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ତେବେ ଗୁରୁତ୍ବପୂର୍ଣ୍ଣ କଥା…
ଏପ୍ରିଲ ପ୍ରଥମ ସପ୍ତାହରେ MBBS ଓ BDS ସ୍ପଟ୍ ଆଡମିଶନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲରେ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ସ୍ପଟ୍ ନାମଲେଖା ଆରମ୍ଭ ହେବ । ଉଭୟ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ମୋଟ ୧୪୬୬ ସିଟ୍ ମଧ୍ୟରୁ ୧୪୩୯ଟି ପୂରଣ ହୋଇଥିବା ବେଳେ…