CHARIDHAM
Browsing Category

Breaking News

ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’କୁ ମିଳିଲା ବୁକର ପୁରସ୍କାର

ନୂଆଦିଲ୍ଲୀ: ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ’କୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ମିଳିଛି । ଏହାକୁ ଡେଜି ରକବେଲ ଅନୁବାଦ କରିଛନ୍ତି । ଏହା ହିନ୍ଦୀ ଭାଷାର ପ୍ରଥମ କାଳ୍ପନିକ ଲେଖିନୀ…

ୟୁଜର୍ସଙ୍କ ଗୋପନିୟତା ଚୋରି, ଟ୍ୱିଟର ଉପରେ ଲାଗିଲା ୧୫ କୋଟି ଡଲାରର ଜରିମାନା

ନୁଆଦିଲ୍ଲୀ: ଟ୍ୱିଟର ଉପରେ ଲାଗିଛି ୧୫ କୋଟି ଡଲାରର ଜରିମାନା । ଗତ ୬ ବର୍ଷ ଧରି ଟ୍ୱିଟର ବ୍ୟବହାରକାରୀଙ୍କ ଗୋପନିୟତା ରଖିବାରେ ବିଫଳ ହେବାରୁ ନ୍ୟାୟ ମନ୍ତ୍ରାୟ ଏବଂ ଫେଡେରାଲ ବାଣିଜ୍ୟ ଆୟୋଗ କହିଛନ୍ତି ଯେ, ସୋସିଆଲ…

ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଲିଚୁ: ଓଡ଼ିଶାରୁ ୯୦ ଟଙ୍କାରେ କିଣି ୨୦୦ରେ ବିକୁଛି ଆନ୍ଧ୍ର, ଚାଷୀଙ୍କୁ ଟାଗେର୍ଟ କରୁଛନ୍ତି ଆନ୍ଧ୍ର ମାଫିଆ

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଖରାଦିନେ ଲିଚୁର ବେଶ ଚାହିଦା ରହିଥିବା ବଳେ ଲୋକେ ମଧ୍ୟ ଲିଚୂ ଖାଇବାର ମଜା ଉଠେଇଥାନ୍ତି ଲୋକେ । ଏବେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଦେଖିବାକୁ ମିଳୁଥିବା ବେଳେ ଲିଚୁ ଚାଷ…

ଶ୍ୱଶୁର ଘରେ ବିଷ ପଇ ଆତ୍ମହତ୍ୟା କଲା ଜ୍ବାଇଁ, ଆଜି ହେବ ଶବ ବ୍ୟବଚ୍ଛେଦ

ବାଲିାଟଣା (ଭାସ୍କର ନ୍ୟୁଜ୍‌): ବାଲିପା।ଟଣା ଥାନା ଅନ୍ତର୍ଗତ ସାହବ ନଗର ଗ୍ରାମର ପ୍ରଦିପ୍ତ କୁମାର ରାୟ (୪୫) କିଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ପ୍ରଦିପ୍ତ କୁମାର ରାୟ ଓରଫ୍‌…

ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ ହାତରେ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କ ହତ୍ୟାକାରୀ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଉ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାର ସମାଧାନ ହୋଇଛି । ଏଏନଆଇର ରିପୋର୍ଟ ଅନୂଯାୟୀ, ଟିଭି…

ରାଜ୍ୟସଭା ଉପନିର୍ବାଚନ: ବିଜେଡି କିଣିଲା ୧୨ ସେଟ୍‌ ଫର୍ମ, ୨ ତାରିଖରୁ ନାମାଙ୍କନ ଦାଖଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ପ୍ରଥମ ଦିନରେ ୧୪ ସେଟ୍‌ ଫର୍ମ ବିକ୍ରି ହୋଇଛି । ସେଥିମଧ୍ୟରୁ ୧୨ ସେଟ୍‌…

ରାଶିଫଳ(ଶୁକ୍ରବାର,୨୭ ମେ,୨୦୨୨)

ମେଷ - ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା…

ପିଠିରେ ପିଲା ହାତରେ ଝାଡ଼ୁ, ଏଭଳି କର୍ତ୍ତବ୍ୟ କରୁଛନ୍ତି ସଫେଇ କର୍ମଚାରୀ

ମା’ ଏହି ଶବ୍ଦ ଛୁଆ ପାଇଁ ସବୁକିଛି । ମା’ ଏହି ଶବ୍ଦରେ ଦୁନିଆ, ସେଥିପାଇଁ ତ’ କୁହାଯାଏ ମା’ ପରି କେହିନୁହେଁ । ଦଶମାସ ଦଶ ଦିନ ଗର୍ଭରେ ଧରି ମା’ ଜନ୍ମ ଦେଇଥାଏ ସନ୍ତାନକୁ । ଖାଲି ସେତିକି ନୁହେଁ ଛୁଆକୁ ପାଳିପୋଷି ବଡ଼…

ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚିଗଲା ଟ୍ରେନ୍, ଖୁସିରେ ଯାତ୍ରୀ କଲେ ଏମିତି…

ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । କିନ୍ତୁ କୁହାଯାଏ ଯେ ଟ୍ରେନ୍ କେବେ ଠିକ୍ ଟାଇମରେ ପହଞ୍ଚେନାହିଁ । କିନ୍ତୁ…

ହିଜାବକୁ ନେଇ ମାଙ୍ଗାଲୋର ୟୁନିଭର୍ସିଟିରେ ଉତ୍ତେଜନା

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନେଉନାହିଁ । ମାଙ୍ଗାଲୋର ୟୁନିଭର୍ସିଟିରେ ଗୁରୁବାର ହିଜାବକୁ ନେଇ ଦିନସାରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ଅନେକ ଛାତ୍ର ଏହା କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଯେ…