Browsing Category
Breaking News
ଭାରତକୁ ଖୁବ୍ଶୀଘ୍ର ମିଳିବ ଆଉ ଏକ କୋଭିଡ ଭାକ୍ସିନ୍: ସ୍ପୁଟନିକ୍ ଲାଇଟ୍ର ଥାର୍ଡ ଫେଜ୍ ଟ୍ରାଏଲକୁ ମିଳିଲା ଗ୍ରୀନ୍ ସିଗ୍ନାଲ
ନୂଆଦିଲ୍ଲୀ:ଭାରତକୁ ଖୁବ୍ଶୀଘ୍ର ମିଳିବ ଆଉ ଏକ କୋଭିଡ ଭାକ୍ସିନ୍ । କରୋନାକୁ ମାତ ଦେବାକୁ ଆସୁଛି ଋଷର ସିଙ୍ଗଲ୍ ଡୋଜ୍ ଯୁକ୍ତ ଟିକା ସ୍ପୁଟନିକ୍ ଲାଇଟ୍ । ଯାହାର ଗୋଟିଏ ମାତ୍ର ଡୋଜ୍ ଶରୀରକୁ କରୋନା ଠାରୁ…
ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିବା ମାମୁ ପୁଅକୁ ପଡ଼ିଲା ମହଙ୍ଗା, ବାନ୍ଧିଲା ପୋଲିସ
ଧର୍ମଶାଳା,(ଭାସ୍କର ନ୍ୟୁଜ୍) : ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି…
ସଂସଦ ଟିଭିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୫ା୯: ଉପରାଷ୍ଟ୍ର ପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍.ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ମିଳିତଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।…
ପୁଲିସ୍ ଗାଡ଼ିକୁ ଚୋରାଇ ନେଲା ଚମ୍ପଟ୍ ମାରିଲା ଚୋର, ଗୋଡ଼ାଇ ଗୋଡ଼ାଇ ଯୁବକକୁ କାବୁ କଲା ପୁଲିସ୍
ଢେଙ୍କାନାଳ (ଭାସ୍କର ନ୍ୟୁଜ୍) :ପୁଲିସ୍ ଗାଡ଼ିକୁ ଚୋରାଇ ନେଲା ଚୋର । ତାହା ପୁଣି ଥାନା ପରସିରରୁ। ଢେଙ୍କାନାଳ ଟାଉନ୍ ଥାନା ପରିସରରୁ ପୋଲିସ ଗାଡିକୁ ନେଇ ଚମ୍ପଟ ମାରିଥିଲା ଚୋର। ଚୋର ବୋଲରୋ ଧରି ଛୁ ମାରିଥିଲା…
ଅଙ୍ଗନବାଡି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଦ୍ୱାରା ଶେଷରେ ଗିରଫ ହୋଇଛନ୍ତି କୋଟିପତି ଅଙ୍ଗନବାଡି ଦିଦି କବିତା ମଥାନ । ମଥାନଙ୍କଘରୁ ୪ କୋଟି ଟଙ୍କାର ଆୟବହିର୍ଭୂତସମ୍ପତ୍ତି ଜବତ କରାଯାଇଥିଲା । ଏହା ସହିତ ୧୦ଟି…
କେରଳକୁ ଅତିକ୍ରମ କଲା ମିଜୋରାମ: ଚିହ୍ନଟ ହେଲେ ସର୍ବାଧିକ କରୋନା ପଜିଟିଭ୍
ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହି ସଂକ୍ରମଣ ହାର ୧୬.୪ ପ୍ରତିଶତ ପହଞ୍ଚିଯାଇଛି, ଯାହାକି ଦେଶରେ ସବୁଠାରୁ ଅଧିକ ଅଟେ । ଆଜି ରାଜ୍ୟରୁ ମୋଟ ୧୫୦୨…
ECଙ୍କ ଚାବୁକ ପ୍ରହାର: ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଲଢ଼ିବା ମନା, ଜାଣନ୍ତୁ କେଉଁ ରାଜ୍ୟ ପାଇଁ ଲାଗୁହେଲା
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଶକ୍ତ ପ୍ରହାର କରାଯାଇଛି । ଗତ ଥର ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀମାନେ ଚଳିତ ଥର ନିର୍ବାଚନ ଲଢ଼ିପାରିବେ…
ମହାନଦୀରେ ମଧ୍ୟମ ଧରଣର ବନ୍ୟା, ଦେଖନ୍ତୁ କ’ଣ କହିଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାଚ ଜନିତ ଲଗାଣ ବର୍ଷା କାରଣରୁ ଜଳମଗ୍ନ ଓଡ଼ିଶା । ହୀରାକୁଦ ଓ ମହାନଦୀ ଜଳସ୍ତର ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ହୀରାକୁଦ ତଳ ମୁଣ୍ଡରେ ବର୍ଷା…
ସାମାନ୍ୟ ବଚସାରୁ ମହାଭାରତ: ଡବଲ ମର୍ଡର ଘଟଣାରେ ଦୁଇ କିନ୍ନରଙ୍କ ସମେତ ୭ ଗିରଫ
ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଘଟିଥିବା ଡବଲ ମର୍ଡର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ୨ କିନ୍ନରଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ…
ଦଶହରା ପୂର୍ବରୁ ହୋଇପାରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ, ବାଦ୍ ପଡ଼ିବେ ଅଧ ଡଜନରୁ ଅଧିକ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ଦିନର ନିରବତା ପରେ ପୁଣି ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ରଥଯାତ୍ରା ପୂର୍ବରୁ ଏହି ପରିବର୍ତ୍ତନ ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ…