Browsing Category
Breaking News
ତାଲିବାନ କଥା ଛାଡ଼ନ୍ତୁ, ଏହି କାରଣ ପାଇଁ ଆଗାମୀ ଦିନରେ ୨୦ କୋଟି ଲୋକ ଦେଶ ଛାଡ଼ିବେ: World Bank Report
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶର ଅଧିକାଂଶ ଲୋକ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ଆଫଗାନିସ୍ତାନର ନାଗରିକ ଆଶ୍ରୟ ନେଇଛନ୍ତି । ତେବେ ଏହି…
ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ୍ ଛୁଟି
ବଲାଙ୍ଗିର (ଓଡ଼ିଶା ଭାସ୍କର): ଲଗାଣ ବର୍ଷା ପାଇଁ ବଲାଙ୍ଗିର ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର…
ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଅଙ୍ଗନବାଡ଼ି ଦିଦି
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟରେ ଅନେକ ଦୁର୍ନୀତିଖୋର ଲୋକେ ଭିଜିଲାନ୍ସ ଜାଲରେ ଫସୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସରେ ଜାଲରେ ଫସିଛନ୍ତି କୋଟିପତି ଅଙ୍ଗନବାଡ଼ି ଦିଦି । ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ୬ଟି…
ଓଡ଼ିଶାରୁ ପୁଣି ବାହାରିଲେ ୪୭୧ ପଜିଟିଭ , ୪ ମୃତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
୭୧ ପ୍ରତିଶତ ଶିଶୁଙ୍କଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି, କୋଭିଡର ତୃତୀୟ ଲହର ପ୍ରଭାବ ପକାଇ ପାରିବନି: PGIMER ନିର୍ଦ୍ଦେଶକ
ନୂଆଦିଲ୍ଲୀ: ନିକଟରେ ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ ଗାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର) ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଉକ୍ତ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ୭୧ ପ୍ରତିଶତ…
ପ୍ରବଳ ବର୍ଷା: ରନ୍ଧା ଓ ଶୁଖିଲା ଖାଦ୍ୟ ପାଇଁ SRCଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ ଏସଆରସିଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି । ସବୁ…
ମାଲବାହୀ ଲାଇନଚ୍ୟୁତ, ବାତିଲ ହେଲା ୧୨ ଟ୍ରେନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳ-ତାଳଚେର ରୋଡରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି । ଗହମ ବୋଝେଇ ମାଲବାହୀ ଟ୍ରେନର ୯ଟି ବଗି , ଇଞ୍ଜିନ ଲାଇନଚ୍ୟୁତ୍ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ସେକସନ୍…
କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେବାର ଦୁଇରୁ ତିନି ମାସ ପରେ ହ୍ରାସ ପାଉଛି ଆଣ୍ଟିବଡି, ICMR ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋଭିଡ୍-୧୯କୁ ହ୍ରାସ କରିବା ନେଇ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୭୫ କୋଟି ଡୋଜ୍ ଲାଗିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା…
‘ଝିଅ ପଟୁନାହାନ୍ତି, ପ୍ଲିଜ୍ ମୋତେ ପ୍ରେମିକା ଦିଅ’- ବିଧାୟକଙ୍କୁ ଚିଠି ଲେଖି ଦାବି କଲେ ଯୁବକ, ମିଳିଲା ଏପରି ଉତ୍ତର
ଚନ୍ଦ୍ରପୁର: ସାଧାରଣତଃ ଲୋକମାନେ ନିଜର ସମସ୍ୟ ବା ଅଞ୍ଚଳର ସମସ୍ୟା ନେଇ ବିଧାୟକଙ୍କ ପିଖକୁ ଯାଆନ୍ତି । କିନ୍ତୁ ଜଣେ ଯୁବକଙ୍କ ଅଜବ ସମସ୍ୟାକୁ ନେଇ ବିଧାୟକ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଜଣେ ଯୁବକ ନିଜ ପାଇଁ…
ସ୍ୱପ୍ନରେ ଯଦି କୌଣସି ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତେବେ ଆପଣଙ୍କ ଜୀବନରେ ଘଟିପାରେ ଏପରି କିଛି
କଥାରେ ଅଛି ସ୍ୱପ୍ନ ସବୁବେଳେ ସ୍ୱପ୍ନ ହିଁ ହୋଇଥାଏ । କିନ୍ତୁ ଏପରି କିଛି ସ୍ୱପ୍ନ ଅଛି ଯାହାର ସମ୍ପର୍କ ଆମର ଦୈନିକ ଜୀବନ ସହିତ ରହିଥାଏ । ଆଗକୁ କିଛି ଶୁଭ ବା ଅଶୁଭ ଘଟଣା ଘଟିବାକୁ ଥିଲେ ସ୍ୱପ୍ନ ମାଧ୍ୟମରେ ଆମେ…