Browsing Category
Breaking News
ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥାନ୍ତେ ସିନ୍ଧିଆ, ମାତ୍ର ଅନ୍ତିମ ମୁହୂର୍ତ୍ତରେ ସବୁ ଖେଳ ବିଗାଡ଼ିଦେଲେ ଏହି ବ୍ୟକ୍ତି
ନୂଆଦିଲ୍ଲୀ: ସମୟ ଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଭାବେ ପରିଗଣିତ ହେଉଥିଲେ । ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ…
ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍, ପାର୍କିଂରେ କଲେ ଶୁଣାଣି
କୋର୍ବା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍ । ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି । ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ…
ଓଡ଼ିଶାରୁୁ ପୁଣି ବାହାରିଲେ ୪୭୧ ପଜିଟିଭ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ମିଳିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟରେ ମୁଣ୍ଡେଇ ୧୨ କିମି ପାଦରେ ଚାଲିଲେ ସମ୍ପର୍କୀୟ
ନୂଆଦିଲ୍ଲୀ: ପୂର୍ବରୁ ଓଡ଼ିଶାର ଦାନ ମାଝି ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହିଥିଲେ । ଉକ୍ତ ଘଟଣାଟି ସେ ସମୟରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଅନୁରୂପ ଭାବେ ଏକ ଘଟଣା ଝାଡ଼ଖଣ୍ଡରେ…
ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍…
Civil Service କୋଚିଂ ବାବଦରେ ଖର୍ଚ୍ଚ ହେଲା ଦୁଇକୋଟି ୪୦ ଲକ୍ଷ, ମାତ୍ର ରାଜ୍ୟରୁ ପାଇଲେନି ଜଣେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନିମ୍ନମାନର ପ୍ରଦର୍ଶନକୁ ନେଇ ପୂର୍ବରୁ ଅନେକ ବାର ଅଭିଯୋଗ ହୋଇଆସୁଥିଲା । ତେଣୁ ଏହାକୁ ଦୃଷ୍ଟିର ରଖି ୨୦୧୬ରେ ରାଜ୍ୟ…
ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ, ଶିଶୁର ଜୀବନ ହୋଇପାରେ ବିପଦପୂର୍ଣ୍ଣ
ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । କାରଣ ଏହି ସମୟରେ ସାମାନ୍ୟ ଅବହେଳା ଶିଶୁ ଉପରେ ପଡ଼ିଥାଏ । ଗର୍ଭଧାରଣ ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ…
ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ
କଟକ(ଓଡ଼ିଶା ଭାସ୍କର): କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ । ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା…
ଗଭୀର ଅବପାତର ରୂପ ନେଲା ଅବପାତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ପାରାଦୀପରେ ୨୧୯ ମିମି ବର୍ଷା ହୋଇଥିବା…
ଟି -୨୦ ୱାଲ୍ଡକପ୍ ପରେ ରୋହିତ ଶର୍ମା ହୋଇପାରନ୍ତି ଅଧିନାୟକ, ବିରାଟ ଛାଡ଼ିବେ ପଦ!
ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ ।…