Browsing Category

Breaking News

ଅଗଷ୍ଟରେ ନାହିଁ ବଡ଼ ବର୍ଷା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ…

ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କୁ ‘ଚାପୁଡ଼ା’ ମାରିବାକୁ କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ୍ ମିଳିଛି । ରାଣେଙ୍କୁ ମହଦ ମାଜିଷ୍ଟ୍ରେଟ କୋର୍ଟ…

RBI ଜାରି କଲା ନୂଆ ଗାଇଡଲାଇନ୍ PPS, ଏଣିକି Cheque କ୍ଲିୟରିଂ ବେଳେ ଡିଟେଲ୍ସ ନଦେଲେ ବ୍ୟାଙ୍କ କରିଦେବ ରିଜେକ୍ଟ

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଆପଣଙ୍କୁ ଚେକ୍ ପେମେଂଟ ସମୟରେ ଡିଟେଲ୍ଟ ଦେବାକୁ ପଡ଼ିବ । ନଚେତ୍ ଚେକ୍ କ୍ଲିୟରିଂ ହେବ ନାହିଁ । ୫୦ ହଜାରରୁ ଅଧିକ ଟଙ୍କାର…

ସୁଶାନ୍ତ ଓ ଦିଶା ମର୍ଡର ପଛରେ ଏହି ବ୍ୟକ୍ତିଙ୍କର ହାତ ଥିଲା? ରାଣେ-ଠାକରେଙ୍କ ବିବାଦରୁ ବାହାରିଲା ନୂଆ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବାଦ ଚରମ ସୀମାରେ ପହଂଚିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଥପଡ଼ ମାରିବା ବୟାନ ଦେଇ ରାଣେ ଫସିଯାଇଥିଲେ । ରତ୍ନାଗିରି…

ବିପଦ ଘଣ୍ଟି ହେଉଛି ହ୍ୱାଟସଆପକୁ ଆସୁଥିବା ଏହି ମେସେଜ୍, ହ୍ୟାକର୍ସ ମାନଙ୍କ ନୂଆ ଚାଲ୍

ନୂଆଦିଲ୍ଲୀ: ଯଦି ଆପଣ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସତର୍କ ଘଣ୍ଟି । ହ୍ୟାକର୍ ମାନେ ଏବେ ୟୁଜର୍ସଙ୍କ ଡିଟେଲ୍ସ ପାଇବା ପାଇଁ ନୂଆ ତରିକା ଆପଣାଉଛନ୍ତି । ଚିନ୍ତାର କଥା…

ତାଲିବାନ କବଳରୁ ଲୋକଙ୍କୁ ଉଦ୍ଧାର କରିବା ଅପରେସନର ନାମ ରଖାଗଲା ‘ଦେବୀଶକ୍ତି’

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବା ପରଠାରୁ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅହରହ କାର୍ଯ୍ୟ କରିଆସୁଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ ଦେଶର ଲୋକଙ୍କ ସମେତ ୭୫୦ରୁ…

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ, ମହାରାଷ୍ଟ୍ର ସରକାର ନେଲେ କଠୋର କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କଲା ମହାରାଷ୍ଟ୍ର ପୋଲିସ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ ନାରାୟଣ ରାଣେ । ଆଗୁଆ ଜାମିନ୍ ଖାରଜ ହେବା ପରେ ଗିରଫ କରିଛି ପୋଲିସ୍ ।…

ନ୍ୟୁମୋରୋଲୋଜି: ଜନ୍ମ ତାରିଖରୁ ଜାଣନ୍ତୁ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ

ନୂଆଦିଲ୍ଲୀ: ନ୍ୟୁମୋରୋଲୋଜି ହେଉଛି ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ । ଯାହାକୁ ଆମେ ଅଙ୍କଶାସ୍ତ୍ର ବୋଲି ମଧ୍ୟ କହିଥାଉ । ଏହା ଏକ ଏପରି ବିଜ୍ଞାନ ଯାହା ଆମ ଦୈନାନ୍ଦିନ ଗତିବିଧି ଏବଂ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।…

ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ଫଳାଫଳ ୮୦.୮୩% ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ । ମୋଟ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ମାନେ ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ରହିଥିଲେ ସେମାନେ…

ମୋଦୀ-ପୁଟିନ୍ ଆଲୋଚନା; ୪୫ ମିନିଟ୍ ଯାଏଁ ଚାଲିଥିଲା ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁହିଁଙ୍କ କଥାବାର୍ତ୍ତା ୪୫ ମିନିଟ୍ ପର୍ଯ୍ୟନ୍ତ ଜାରି…