Browsing Category
Breaking News
ଆସନ୍ତା ପାଞ୍ଚ ଦିନ ଦୋକାନ ବଜାର ବନ୍ଦ ପାଇଁ ବଣିକ ସଂଘର ନିଷ୍ପତି
ହିଞ୍ଜିଳିକାଟୁ (ଭାସ୍କର ନ୍ୟୁଜ୍): ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ୫ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବା ପାଇଁ ହିଞ୍ଜିଳିକାଟୁ ଲକ୍ଷ୍ମୀ…
ଅଜଣା ଜ୍ୱରରେ ୮ ଶିଶୁଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲେ ଅଧିକାରୀ
ମଥୁରା: ଉତ୍ତରପ୍ରଦେଶରେ ମଥୁରା ସହରରୁ ୩୦ କିଲୋମିଟର ଦୂର ସ୍ଥିତ କୋହ ଗାଁରେ ପ୍ରାୟ ୮ ଜଣ ଶିଶୁ ଅଜଣା ଜ୍ୱରରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ତଥା…
ଆଜିଠୁ ଟୋକିଓ ପାରାଅଲିମ୍ପିକ୍ସ -୨୦୨୦ : ଭାରତର ଲକ୍ଷ୍ୟ ସର୍ବାଧିକ ପଦକ
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ଆଜିଠୁ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ-୨୦୨୦ । ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍ଘାଟନି କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍…
ଓଭର୍ ଲୋଡ଼ିଂ ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା କାଠବୋଝେଇ ଟ୍ରକ୍, ଜଣେ ଆହତ
ରାଇଘର (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ସନ୍ତୋଷୀ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଗୋଟାଏ ନୀଳଗିରି ଭର୍ତ୍ତି ଟ୍ରକ୍ ଗାଡ଼ି ନଂ ସିଜି୪ଜେଡି୫୩୭୭…
୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ୨୬ରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଆର୍ଏସ୍ଏସ୍) ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ । ସେ ପାଞ୍ଚ ଦିନିଆ ଓଡିଶା ପ୍ରବାସ…
କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରେଳ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା: ୩୧ ପର୍ଯ୍ୟନ୍ତ ୧୨ ଟ୍ରେନ୍ ବାତିଲ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ) : କୋଭିଡ୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନର ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ୧୨ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତି…
ଅକ୍ଟୋବରରେ ପିକ୍ ଛୁଇଁପାରେ ତୃତୀୟ ଲହର ! ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ବଢିପାରେ ଦୈନିକ କରୋନା ସଂକ୍ରମଣ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଏନେଇ ସତର୍କ କରାଇଛି ଗୃହ…
ଜମି ଜାଲିଆତିରେ ମାମଲାରେ ଗିରଫ ହେଲେ ତହସିଲଦାର୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ଆଜି ଜଣେ ତହସିଲଦାର୍ ଆଜି ଗିରଫ ହୋଇଛନ୍ତି । ତହସିଲଦାର୍ ଙ୍କ ସମେତ ୪ ଜଣ ଆରଆଇ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି । କୁଜଙ୍ଗର…
ତାଲିବାନିଙ୍କ କବଜା ପରେ ଭାରତ-ଆଫଗାନିସ୍ତାନର ବ୍ୟାପାର ବୁଡ଼ିଲା; ଏହିସବୁ ଜିନିଷର ହୋଇପାରେ ଅଭାବ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରି ବସିଛନ୍ତି । ସେଠାକାର ପରିସ୍ଥିତି ଖୁବ୍ ଖରାପ ରହିଛି । ଏହାପରେ ଅନେକ ଦେଶ ଆଫଗାନିସ୍ତାନ ସହିତ ସମ୍ପର୍କ ତୁଟାଇ ଦେଇଛନ୍ତି । ତେବେ ଆଫଗାନିସ୍ତାନ ହେଉଛି…
ଯବାନଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ପୋଲିସ ଅଫିସରଙ୍କ ଜୀବନ
ବିଶାଖାପାଟଣା: ସଡ଼କ ଦୁର୍ଘଟଣା ଯୋଗୁଁ ୪ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜଣେ ଯବାନଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ୪ ପୋଲିସ ଅଧିକାରୀଙ୍କ ଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ଥିବା…