Browsing Category

Breaking News

ସୁମିତ-ତପସ୍ୱନୀ ପାରିବାରିକ ବିବାଦ ମାମଲା: ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଆସନ୍ତା ୯ରେ ହେବ…

କଟକ(ଭାସ୍କର ନ୍ୟୁଜ୍‌): ବ୍ରହ୍ମପୁର ସୁମିତ-ତପସ୍ବନୀ ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଏ.କେ.…

କୃଷି ସହିତ କୃଷକ ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାର୍ଯ୍ୟ କରୁଛି NDDB

ନୂଆଦିଲ୍ଲୀ: ଭାରତ ସରକାର ଦୁଗ୍ଧ ଉତ୍ପାଦନ ଓ କୃଷିର ବିକାଶ ପାଇଁ ଅନେକ ଯୋଜନାର ପ୍ରଚଳନ କରିଛନ୍ତି । ଗୋପାଳକଙ୍କୁ ସବସିଡି ଆକାରରେ ଗାଈ ପ୍ରଦାନ କରାଯିବା ସହ କୃଷକଙ୍କଠାରୁ ଗୋବର କ୍ରୟ କରାଯାଉଛି । ଏହା ମାଧ୍ୟମରେ…

ହଟିଲା କୋଭିଡ୍ କଟକଣା, ଏପ୍ରିଲ ୪ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭର୍ଚୁଆଲରେ ହେଉଥିଲା ଶୁଣାଣି ସଂକ୍ରମଣ କମିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣା । ତେବେ ଏପ୍ରିଲ ୪ରୁ ପ୍ରତ୍ୟକ୍ଷ ଶୁଣାଣି ପାଇଁ…

ଗୁଗୁଲ ପେ’ ଆଣିଲା ନୂଆ ଫିଚର, ଏଣିକ ଗୋଟିଏ କ୍ଲିକରେ ଫଟାଫଟ୍‌ ଅନଲାଇନ ପେମେଣ୍ଟ ହେବ

ନୂଆଦିଲ୍ଲୀ: ଡିଗିଟାଲ ଯୁଗରେ ମାର୍କେଟିଂ ଠୁ ମନି ଟ୍ରାନ୍ସଫର ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି । ଲୋକ ସାଥୀରେ ନଗଦ ଟଙ୍କା ନେବାକୁ ପସନ୍ଦ କରୁନାହାନ୍ତି । ପେଟିଏମ୍‌, ଗୁଗୁଲ୍‌ ପେ, ଫୋନ୍‌ ପେ…

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ…

୮୬ ବର୍ଷରେ ପାଦ ଥାପିଲା ଓଡ଼ିଶା, ଉତ୍କଳ ଦିବସରେ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ସଂକଳ୍ପର ବାର୍ତ୍ତା ଦେଲେ ପରିବେଶବିତ୍

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ଅପ୍ରେଲ୍‌ ପହିଲା, ଉତ୍କଳ ଦିବସ । ୮୬ ବର୍ଷ ତଳେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସବୁ ଓଡ଼ିଆଙ୍କ ପାଇଁ ଏହି ଦିନଟି ସ୍ମରଣୀୟ । କାରଣ ଆଜି ଆମେ ଆମର ପରିଚୟ…

ଆଜି ଧୂମଧାମ୍‌ରେ ପାଳିତ ହେବ ଉତ୍କଳ ଦିବସ, ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ଅପ୍ରେଲ ୧ ତାରିଖ ଅର୍ଥାତ ଉତ୍କଳ ଦିବସ। ଏହି ଓଡିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ହେବ । ରାଜ୍ୟସ୍ତରୀୟ ଓଡିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ସ୍ଥାନୀୟ…

ଭୀଷଣ ଖରା ଗରମରେ ସିଝୁଛି ଓଡିଶା, ଆହୁରି ୨ ଦିନ କଲବଲ କରିବ ତାତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଗତ କିଛିଦିନ ହେବ ଅସମ୍ଭାଳ ଗ୍ରୀଷ୍ମ୍ରବାହ ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ପୂର୍ବାହ୍ନ ୮ଟାରୁ ସୂର୍ଯ୍ୟଙ୍କ ତେଜ ଆରମ୍ଭ ହୋଇଯାଉଛି । ଅପରାହ୍ଣ ୫ଟା…

ସିଏମ ଯୋଗୀଙ୍କ ବଡ଼ ଘୋଷଣା, ୧୦୦ ଦିନରେ ୧୦ ହଜାର ଚାକିରି ଦେବେ ୟୁପି ସରକାର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଘୋଷଣା କରିଛନ୍ତି ଯେ ରାଜ୍ୟର ଯୁବକଙ୍କୁ ୧୦୦ ଦିନରେ ୧୦ ହଜାର ନିଯୁକ୍ତି ଦେବେ । ରାଜ୍ୟର ନିଯୁକ୍ତି କମିଶନ, ବୋର୍ଡ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏହି ଘୋଷଣା କରିଛନ୍ତି ଯୋଗୀ…

ଏୟାରପୋର୍ଟରେ ବିତିଲାଣି ୧୪ ବର୍ଷ, ନିଶା ପାଇଁ ଛାଡ଼ି ଆସିଥିଲେ ଘର

ଅନେକ ସମୟରେ ଘରେ ଯଦି କେଉଁ ବ୍ୟକ୍ତିଙ୍କର ଝଗଡ଼ା ହୁଏ ସେ ହୁଏତ ରାଗିକରି ଘରୁ ଚାଲିଯାଇଥାନ୍ତି ଏବଂ କୌଣସି ଫୁଟପାଥ୍ କିମ୍ବା ଷ୍ଟେସନରେ ଆଶ୍ରୟ ନିଅନ୍ତି । କିନ୍ତୁ କେବେ ଝଗଡ଼ା ଯୋଗୁଁ ଘରୁ ଚାଲିଯାଇ ଏୟାରପୋର୍ଟରେ ବର୍ଷ…