Browsing Category

Breaking News

ପୁରୁଣା ଗାଡ଼ିରେ ୨୨ ବର୍ଷ ଯାଏଁ ଦୁନିଆ ବୁଲିଲେ ଦମ୍ପତ୍ତି, ଯାତ୍ରା ସମୟରେ ହିଁ ଜନ୍ମ ହୋଇଥିଲେ ସନ୍ତାନ

ନୂଆଦିଲ୍ଲୀ: କାରରେ ଦୁନିଆ ବୁଲିବା କଥା ହୁଏତ ଆପଣ ଫିଲ୍ମରେ ଦେଖିଥିବେ । ଏହା ଦେଖିବାକୁ ଖୁବ୍ ରୋମାଞ୍ଚକର ହୋଇଥାଏ ହେବନି ବା କେମିତି? କାରରେ ଗୋଟିଏ ସ୍ଥାନରୁ ଯିବା ବହୁତ ଭଲ ଲାଗିଥାଏ । କିନ୍ତ ଯଦି କୌଣସି ପୁରୁଣା…

ବରିଷ୍ଠ ସେବାୟତଙ୍କୁ ହତ୍ୟା ଘଟଣା: ଜଣକୁ ଅଟକ ରଖି ପୋଲିସର ପଚରାଉଚରା

ପୁରୀ: ବରିଷ୍ଠ ସେବାୟତଙ୍କୁ ଗୁଳିକରି ହତ୍ୟା ମାମଲାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପତିହାରୀଙ୍କୁ ଦୁଇ ଦୁର୍ବୁତ୍ତ ବୁଧବାର ସକାଳେ ଗୁଳିମାଡ଼ କରିଥିଲେ । ଯେଉଁଥିରେ…

ଏପ୍ରିଲ ୪ ରୁ ସକାଳୁଆ କୋର୍ଟ: ୭ ଟାରୁ ଦିନ ୧ଟା ଯାଏଁ ଚାଲିବ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଦିନରେ ତାପମାତ୍ରା ୩୯ଂ ଉପରେ ରହୁଛି । ଫଳରେ ରାସ୍ତାରେ ଚାଲିବା ମଧ୍ୟ ମୁସ୍କିଲ ହେଉଛି । ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି…

ଗ୍ରାଜୁଏଟଙ୍କ ପାଇଁ ଇନ୍ସପେକ୍ଟର ଏବଂ ଅଡିଟର ପୋଷ୍ଟରେ ବମ୍ପର ଭ୍ୟାକେନ୍ସୀ: ଏମିତି ହେବ ଚୟନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଗ୍ରାଜୁଏଟ୍ସଙ୍କ ପାଇଁ ଗ୍ରୁପ୍ ବି ଗ୍ରାଜୁଏଟ ଲେଭଲ ପଦ ଭଳି ଇନସିଆଲ ଆପଏଣ୍ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି…

୫ଟି ରାଜ୍ୟ ପରେ ପଡ଼ିବ କି ଓଡ଼ିଶା ପାଳି? AICC ଚିଠିରେ ଲେଖା ହୋଇଛି କି ‘ଇସ୍ତଫା ଦିଅ’?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିଛି । କୌଣସି ଗୋଟିଏ ରାଜ୍ୟରେ ବି କଂଗ୍ରେସ ଶାସନକୁ ନ…

ଫ୍ରିଜରେ ଟଙ୍କା ଲୁଚାଇଥିଲେ କଟକର ନିର୍ବାହୀ ଯନ୍ତ୍ରୀ! ବାହାରିଲା ପୁଳା ପୁଳା…

କଟକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ବିପୁଳ ସମ୍ପତ୍ତି । ଯନ୍ତ୍ରୀଙ୍କ ଫ୍ରିଜର ପରିବା…

କେନ୍ଦ୍ରାପଡ଼ାରେ ସ୍କୁଲ ଗାଡ଼ିର ଫାଟିଲା ରେଡିଏଟର: ୩ ଛାତ୍ର ଗୁରୁତର

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଗାଡ଼ିର ରେଡିଏଟର ଫାଟିଯିବା କାରଣରୁ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇର ଏକ ଘରୋଇ ଇଂଲିଶ…

ନାବାଳିକା ଛାତ୍ରୀଙ୍କୁ ଧରି ରସିକିଆ ଗଣିତ ମାଷ୍ଟର ଛୁ ମାରିଥିଲା, ଏବେ ପୋଲିସ ହାବୁଡ଼ରେ ଧରା ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ରସିକିଆ ମାଷ୍ଟର ଓ ନାବାଳିକାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଜଣେ ଗଣିତ ମାଷ୍ଟର ଫେରାର ହୋଇଯାଇଥିଲେ । ତେବେ ଏବେ ପୋଲିସ ଏହି…

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ । ଚଳିତ ନିର୍ବାଚନରେ ଭଗୱନ୍ତଙ୍କୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତାଙ୍କ…

ଆକ୍ସନ୍ ମୋଡ଼ରେ ରାଜ୍ୟ ସରକାର: ଆଉ ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାର ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣଙ୍କ ମଧ୍ୟରେ ୩ ଜଣ ନିର୍ବାହୀ…