
Browsing Category
Breaking News
ବ୍ରହ୍ମପୁର ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାଜି ସାରିଛି ପୌର ନିର୍ବାଚନର ବିଗୁଲ । ସେଥିପାଇଁ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପୂରା ଦମରେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ…
ଜଗତସିଂହପୁର ଓ ପାରାଦୀପ ପାଇଁ ବିଜେଡି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତସିଂହପୁର ଓ ପାରାଦୀପ ପାଇଁ ବିଜେଡି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା ହୋଇଛି । ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ଜଗତସିଂହପୁରରେ ରାଜଶ୍ରୀ ମହାପାତ୍ରଙ୍କ ନାମ ଘୋଷଣା…
NSEର ପୂର୍ବତନ CEO ଚିତ୍ରା ରାମକୃଷ୍ଣ ଗିରଫ
ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକୃଷ୍ଣ ଗିରଫ ହୋଇଛନ୍ତି । ଚିତ୍ରାଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ)…
କଲେଜ୍ ପ୍ରିନ୍ସିପାଲ୍ ଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଜଣେ କଲେଜ୍ ପ୍ରିନ୍ସିପାଲ୍ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବିଶ୍ୱନାଥପୁରର ହୀରାନୀଳା କଲେଜ୍ ଅଧ୍ୟକ୍ଷ ରମେଶ ସାହୁଙ୍କ ଘରେ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି…
ମିତାଲିଙ୍କ ବିଶ୍ୱକପ୍ ରେକର୍ଡ, ପ୍ରଥମ ମହିଳା ଭାବେ ହାସଲ କଲେ ରେକର୍ଡ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ନ୍ୟୁଜିଲାଣ୍ଡରେ ଚାଲିଥିବା ଚଳିତ ୫୦ ଓଭର ବିଶିଷ୍ଟ ମହିଳା ଦିନିକିଆ ବିଶ୍ୱକପରେ ପ୍ରତିଷ୍ଠା କରିଛନ୍ତି ଏକ ନିଆରା ରେକର୍ଡ । କ୍ରିକେଟ ଜଗତର ପ୍ରଥମ…
ୟୁକ୍ରେନ ଉପରେ ହମଲା ଜାରି, ଘର ଉପରେ ପଡ଼ିଲା ୫୦୦ କିଲୋର ବିଶାଳକାୟ ବମ୍; ଦେଖନ୍ତୁ ଫଟୋ
କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତର ଭାବରେ ଆକ୍ରମଣ ଜାରି ରହିଛି । ରୁଷ ସେନା କିଭ୍ କୁ ଚାରି ପଟରୁ ଘେରି ହୋଇ ରହିଛନ୍ତି ଓ ବୋମାମାଡ଼-ମିସାଇଲ୍-ରକେଡ୍ ମାଡ଼ ଜାରି ରଖିଛନ୍ତି । ଏହା ଭିତରେ ୟୁକ୍ରେନର ବିଭିନ୍ନ…
ୟୁକ୍ରେନରୁ କୁକୁର-ବିଲେଇକୁ ଆଣିବାକୁ ଧରପଗଡ଼, ୪ଟି ଫ୍ଲାଇଟ୍ ସହିତ ଲଗେଜ୍ ବି ଛାଡ଼ିଦେଲେ ଯୁବତୀ
ଚେନ୍ନାଇ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ସରକାର ସେଠାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ…
ଗ୍ୟାସ୍ ଟ୍ୟାଙ୍କର୍କୁ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆହତ ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଗଞ୍ଜାମ, (ଭାସ୍କର ନ୍ୟୁଜ) : ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକ ଠାରେ ଗତ ସନ୍ଧ୍ୟାରେ ଏକ ହାଇଡ୍ରୋ କ୍ଲୋରିଂ ଏସିଡ଼ି ଭର୍ତ୍ତି ଗ୍ୟାସ ଟାଙ୍କରକୁ ଏକ ଦଶ ଚକିଆ ଟ୍ରକ ନଂ (ଏନ୍ଏଲ୍- ୦୨-ଏନ୍ -୪୮୪୩)…
ଜାଲରେ ପଡ଼ିଲା ଜଳପରୀର ମୃତଦେହ, ମାଂସ ଖାଇଲେ ହୋଇଯିବେ ଅମର; ଦେଖନ୍ତୁ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଜାଲରେ ପଡ଼ିଲା ବିରଳ ଜଳପରୀର ମୃତଦେହ । ଯଦି ଆପଣ କେବେ ଜଳପରୀର ମୃତଦେହ ଦେଖି ନାହାନ୍ତି ତାହେଲେ ଏହି ଭିଡିଓରେ ଦେଖିପାରିବେ । କୁହାଯାଉଛି ଏହି ଜଳପରୀର ମାଂସ ଖାଇଲେ କୁଆଡେ ଅମର ହୋଇଯିବେ ।…