Browsing Category
Breaking News
(Video)ପ୍ରାଣୀ ଉଦ୍ୟାନରେ ପଶୁଙ୍କୁ ଖାଇବା ଦେବା ପଡ଼ିଲା ମହଙ୍ଗା, ଦେଖୁ ଦେଖୁ ବାଳକକୁ ମୁହଁରେ ଉଠାଇନେଲା ଜିରାଫ
ନୂଆଦିଲ୍ଲୀ: ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଏକ ପ୍ରଶଂସାଯୋଗ୍ୟ କାମ ହୋଇଥାଏ । କିନ୍ତୁ ଖାଦ୍ୟ ଖୁଆଇବା ସମୟରେ ସଚେତନତା ଅବଲମ୍ବନ କରିବା ଦରକାର । ନଚେତ୍ ଏହା ଆପଣଙ୍କ ଜୀବନ ଉପରେ ସଙ୍କଟ ଆଣିପାରେ ।…
ଜଳେଶ୍ୱରରୁ ୨୬ ଲକ୍ଷର ବ୍ରାଉନ ସୁଗାର ଜବତ
କମର୍ଦ୍ଦା(ଓଡ଼ିଶା ଭାସ୍କର): ରାଜ୍ୟରେ ଲୁଟପାଟ୍, ବ୍ରାଉନ ସୁଗାର ଜବତ ଆଜି ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଳେଶ୍ୱର କମର୍ଦ୍ଦା ଅଞ୍ଚଳରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି…
ୟୁକ୍ରେନ ଯୁଦ୍ଧ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନ, କହିଲେ କଟକଣା ଲଗାଇବା ଯୁଦ୍ଧ ଘୋଷଣା ସହ ସମାନ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ଋଷ । ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲେ ବି କୌଣସି ନିର୍ଯ୍ୟାସ ବାହରିପାରିନାହିଁ । ସେପଟେ ଋଷର ଆକ୍ରମଣକୁ ଅନେକ…
ଏହି ଦିଗରେ ବାଥରୁମ ରହିଲେ ବଢ଼ିଥାଏ ଋଣ ବୋଝ; କରନ୍ତୁ ଏହି ଉପାୟ ମିଳିବ କରଜରୁ ମୁକ୍ତି
କେହିବି ଋଣ ବୋଝରେ ବୁଡ଼ି ରହିବାକୁ ଚାହେନାହିଁ । କିନ୍ତୁ ଅନେକ ସମୟରେ ଆର୍ଥିକ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ କରଜ କରିବାକୁ ପଡ଼ିଥାଏ । ଅନେକ ସମୟରେ କରଜରୁ ମୁକ୍ତି ମିଳିବା କଷ୍ଟକର ହୋଇପଡ଼େ । ତେବେ କ’ଣ ଆପଣ ଜାଣନ୍ତୁ…
ୟୁକ୍ରେନ ସଂକଟକୁ ନେଇ ପୁଣି ମୋଦୀଙ୍କ ସମୀକ୍ଷା: ଏବେବି ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଉପରେ ଗୁରୁତ୍ତ୍ୱ
ନୂଆଦିଲ୍ଲୀ: ୟୁକ୍ରେନ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ପୁଣି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରହିଥିଲେ ଏଥିରେ ୟୁକ୍ରେନର ସୁମୀରେ ଫସିଥିବା…
ଶୀରାମ ମନ୍ଦିରରେ ହେବ ୨୫ ଯୋଡ଼ିଙ୍କ ବର-ବଧୂଙ୍କ ନିଶୁଳ୍କ ବିବାହ: ପ୍ରୟାସ ଅନୁଷ୍ଠାନର ନିଆରା ପ୍ରୟାସ (See Video)
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିବାହ ହେଉଛି କୌଣସି ପୁଅ ଏବଂ ଝିଅ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ । ଝିଅଟିଏ ସ୍ୱପ୍ନ ଦେଖିଥାଏ କିପରି ଏକ ଭଲ ସ୍ୱାମୀଟିଏ ପାଇବ ଏବଂ ସୁଖରେ ଘର ସଂସାର କରିବ । ଅନେକ ସ୍ୱପ୍ନ…
ଶାଳୀକୁ ମାରିବା ପାଇଁ ଭିଣୋଇ ରଚିଥିଲା ଷଡ଼ଯନ୍ତ୍ର: ତଣ୍ଟି ଚିପିବା ପରେ ଫିଙ୍ଗିଦେଲା ୧୦୦ ଫୁଟ୍ ଗଭୀର କୂଅରେ
ରାଜସ୍ଥାନ ଅଲବରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଭିଣୋଇ ନିଜ ଶାଳୀକୁ ମାରିବା ପାଇଁ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର । ହତ୍ୟା କରିବା ଉଦ୍ଦେଶ୍ୟରେ ବ୍ୟକ୍ତି ପ୍ରଥମେ ଶାଳୀର ତଣ୍ଟି ଚିପି ମାରିବାକୁ…
ବରଫ ତରଳାଇ ପିଉଛନ୍ତି ପାଣି, ସୁମୀରେ ଫସିଥିବା ଭାରତୀୟ ଛାତ୍ରୀ ବଖାଣିଲେ ଯୁଦ୍ଧର ମାହୋଲ
ନୂଆଦିଲ୍ଲୀ: ଦଶମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ୟୁକ୍ରେନରେ ଚାରିଆଡ଼େ ଯୁଦ୍ଧ ବିଭୀଷିକା । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡ଼ୁଛନ୍ତି ପ୍ରବାସୀ । ଭାରତ ସରକାର ଋଷରେ ଫସିଥିବା ଭାରତୀୟ ନାଗରିକ ଏବଂ…
ନଦୀରେ ଭାସିଗଲେ ୪ ଜଣ; ୩ ଉଦ୍ଧାର, ଜଣେ ନାବାଳିକା ନିଖୋଜ (Watch Video)
ରାଉରକେଲା: ନଦୀରେ ଗାଧୋଇବା ସାଜିଲା କାଳ, ବୁଡ଼ିଗଲେ ୪ ଜଣ , ୩ ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି । ପାନପୋଷ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୪ ଜଣ ବୁଡ଼ିଯାଇଥିଲେ। ତେବେ ୩ ଜଣକୁ ଉଦ୍ଧାର…
ଉତ୍ତର ପ୍ରଦେଶ ନିର୍ବାଚନ: ସପାରେ ଯୋଗଦେଲେ ବିଜେପି ସାଂସଦଙ୍କ ପୁଅ, ଅଖିଳେଶ କହିଲେ ବଢ଼ିବ ଦଳର ମନୋବଳ
ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ବାକି ରହିଛି ଶେଷ ପର୍ଯ୍ୟାୟ ମତଦାନ । ମାର୍ଚ୍ଚ ୭ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟ ପାଇଁ ପୂରା ଦମ୍ ଲଗାଉଛନ୍ତି ରାଜନୀତିକ ଦଳମାନେ । ଏହାରି…