Browsing Category

Breaking News

ଖାରକିଭରେ ବନ୍ଦ ହେଲା ବିଜୁଳି ସପ୍ଲାଏ, ତୈଳ ଡିପୋରେ ଭୀଷଣ ହମଲା; ହୁ ହୁ ହୋଇ ଜଳୁଛି(Video)

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲା ଜାରି ରଖିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ଉପରେ ଅଧିକ ଆକ୍ରମଣ ହେଉଥିବା ଖବର ମିଳିଛି । ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼…

କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ : ତୀବ୍ରତା ୩.୫ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇଛି । ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି ।…

ଖୁସିଖବର! ଏବେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଚାଉଳ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହି ଅଧିନରେ ଦିଲ୍ଲୀ-ଏନସିଆରେ ବି ‘ୱାନ ନେସନ ୱାନ୍ ରାସନ କାର୍ଡ ଯୋଜନା’ ଲାଗୁ ହେବା…

ଖାରକିଭ୍ ରେ ରୁଷ ବର୍ଷାଇଲା ଶହ ଶହ ବୋମା, ଶିଶୁ ସମେତ ୮ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି ।…

ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାଇ ନିଲମ୍ବିତ, BJDରୁ ବାହାର କଲେ ନବୀନ

ସୁନ୍ଦରଗଡ(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ । ଖବର…

୬ ଘଣ୍ଟା ଯୁଦ୍ଧ ରୋକିବ ରୁଷ, ଖାରକିଭ୍ ରୁ ଭାରତୀୟ ବାହାରିବେ ସୁରକ୍ଷିତ; ମୋଦୀଙ୍କ ଅନୁରୋଧରେ ରାଜିହେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଏହା ଭିତରେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର ।…

ୟୁକ୍ରେନ ସଙ୍କଟ: ୪ଟି ବିମାନରେ ଫେରିଲେ ୭୯୮ ଭାରତୀୟ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର ଦିଆଯାଇଛି । ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ…

କିଏ ବିଲେଇ ତ କିଏ କୁକୁରକୁ ନେଇ ଏୟାରବେସ୍ ରେ ପହଞ୍ଚୁଛନ୍ତି ଲୋକେ, କହିଲେ- ଯୁଦ୍ଧରେ ଏମାନଙ୍କୁ କେଉଁଠି ଛାଡ଼ିବୁ…

ନୂଆଦିଲ୍ଲୀ: ୟୁକ୍ରେନରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଭାରତ ସରକାର ଯେକୌଣସି ପ୍ରକାରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ୟୁକ୍ରେନରୁ ଯେତେବେଳେ ଏକ ବିମାନ ଆସି ହିଣ୍ଡନ୍…

କିଭରେ ଭୟଙ୍କର ଆକ୍ରମଣ: ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ୩ଟି ସ୍କୁଲରେ ବିସ୍ଫୋରଣ

କିଭ: ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ କିଭର ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହ ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ବିସ୍ଫୋରଣ ହୋଇଛି…

ୟୁକ୍ରେନରେ ବିଗିଡ଼ିଲାଣି ଭାରତୀୟଙ୍କ ସ୍ଥିତି, ଟ୍ରେନରେ ଗୋଟିଏ ସିଟ୍ ପାଇଁ ୧୫ ହଜାର ଟଙ୍କାରେ ଛାତ୍ର ବିକିଲେ ଆଇପ୍ୟାଡ୍

ଖାରକିଭ୍: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାରେ ଥିବା ଭାରତୀୟ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାସ୍ କରି ଛାତ୍ରଛାତ୍ରୀ ମାନେ ଭୟରେ ଦେଶକୁ ଫେରିବା ପାଇଁ ଅନୁରୋଧ କରୁଛନ୍ତି । ଏବେ ସୁଦ୍ଧା…