Browsing Category

Breaking News

ହିନ୍ଦୁମାନଙ୍କର ସବୁଠାରୁ ପ୍ରିୟ ଭଗବାନ କିଏ? ରିସର୍ଚ୍ଚରୁ ଆସିଲା ମଜାଦାର ତଥ୍ୟ

ନୂଆଦିଲ୍ଲୀ: ହିନ୍ଦୁଧର୍ମରେ ବିଶ୍ୱାସ କରୁଥିବା ଅଧିକାଂଶ ଲୋକ କୌଣସି ନା କୌଣସି ଦେବ ଓ ଦେବତାଙ୍କୁ ନିଜର ପ୍ରିୟ ଭଗବାନ ମାନନ୍ତି । ଲୋକମାନେ କାହାକୁ ଅଧିକ ମାନନ୍ତିି ବୋଲି ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରୁ…

ଆଜି ରାଜ୍ୟରୁ ୬ଟି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ବିଶ୍ୱରେ ଏକଘରିକିଆ ହୋଇଯିବ ରୁଷ, ଏହି ୮ଟି ଘାତକ ବ୍ରହ୍ମାସ୍ତ୍ରରେ ଆଗାମୀ ଦିନରେ ଛଟପଟ ହେବେ ପୁଟିନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ନଜର ବର୍ତ୍ତମାନ ରୁଷିଆ-ୟୁକ୍ରେନ ଉପରେ ରହିଥିବା ବେଳେ ମୁଖ୍ୟ ଟାର୍ଗେଟରେ ରହିଛି ରୁଷ୍ । ଇତିମଧ୍ୟର ବିଭିନ୍ନ ରାଷ୍ଟ୍ର ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏକଛତ୍ରବାଦ, ଜିଦଖୋର…

ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବେନଶ୍ୱରରୁ ଆଜି ୧୨ କୋଟି ଟଙ୍କାର ସୁନା ଜବତ କରିଛି ଜିଆରପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି । ସୁନା ଜବତ କରିବା ସହ ୪ ଜଣଙ୍କୁ…

ପୁଣି ଖାରକିଭରେ ମିସାଇଲ ମାଡ଼, ଉଡ଼ିଗଲା ମିଲିଟାରୀ ହସ୍ପିଟାଲ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନ ରାଜଧାନୀ କିଭ ନିକଟତର ହେବାରେ ଲାଗିଛନ୍ତି ରୁଷ ସେନା । ଖାରକିଭରେ ଠୁଳ ହେଉଛନ୍ତି ରୁଷିଆ ସେନା । ଖାରକିଭରେ ରୁଷ ଓ ୟୁକ୍ରେନ…

ରାଜଧାନୀରୁ ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାବଧାନ ରୁହନ୍ତି ରାଜଧାନୀବାସୀ । କାରଣ ଭୁବନେଶ୍ୱରରେ ଏବେ ଜାଲ୍ ନୋଟ୍ କାରବାର ବଢ଼ିଯାଇଛି । ଆଜି ଭୁବନେଶ୍ୱରରୁ ଲକ୍ଷେ କି ଦୁଇଲକ୍ଷ ନୁହେଁ ବରଂ ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି ।…

ଖେରସନ୍ କବଜା କଲେ ରୁଷ ସେନା, ପାରାଟ୍ରୁପର୍ସ ମାନେ ଖାରକିଭ୍ ର ହସ୍ପିଟାଲରେ କରିଛନ୍ତି ଗୁଳି ବର୍ଷା

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ଯୁଦ୍ଧର ସପ୍ତମ ଦିନ ହୋଇଥିବା ବେଳେ ରାଜଧାନୀ କିଭ୍ ଉପରେ ଲଗାତର ଆକ୍ରମଣ କରିଚାଲିଛନ୍ତି ରୁଷ ସେନା । ଗତକାଲି ମିସାଇଲ୍ ଦ୍ୱାରା ୟୁକ୍ରେନର ଏକ…

ଏପରି ପାନକାର୍ଡରେ ଲାଗୁଛି ୧୦ ହଜାର ଟଙ୍କାର ଜରିମାନା, ଜାଣନ୍ତୁ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ପାନ୍ କାର୍ଡଧାରୀଙ୍କ ଆସିଛି ବଡ଼ ଖବର । ପାନ୍ କାର୍ଡଧାରୀଙ୍କ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର(ପାନ୍)କୁ ଆଧାର କାର୍ଡ ସହ ଲିଙ୍କ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆପଣ ଏହି ଡେଡଲାଇନ୍ ପୂର୍ବରୁ ନିଜର…

ଅଧଘଣ୍ଟାରେ ୧୦ କୋଟି ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ପରମାଣୁ ଯୁଦ୍ଧ ହେଲେ କଣ ହେବ ଜାଣନ୍ତୁ?

ନୂଆଦିଲ୍ଲୀ: କଣ ହେବ ଯଦି ଧମାକା ହେବ ଓ ମାତ୍ର କିଛି ମୁହୂର୍ତ୍ତରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯିବ । ଲୋକ ବସିଥିବେ ଓ ସେମାନଙ୍କ ଚମଡ଼ା ଜଳି ଯିବ । ଛାତି ଥରାଇବା ପରି ଧମାକା ହେବ ଆଉ ସବୁ ଦିଗ ଶୂନଶାନ୍ ପଡ଼ିଯିବ…

ଦୁନିଆର ସବୁଠାରୁ ଧନୀ ରାଜା: ବାଣ୍ଟିଦେଲେ ଏତେ ସୁନା ଯେ ଦେଶ ହୋଇଗଲା କାଙ୍ଗାଳ

ନୂଆଦିଲ୍ଲୀ: ଦୁନିଆରେ କିଏ ବା ଧନୀ ହେବାକୁ ନଚାହେଁ । ଲୋକମାନେ ଟଙ୍କା ରୋଜଗାର କରିବା ଦିନ ରାତି ପରିଶ୍ରମ କରିଥାନ୍ତିି । ଦୁନିଆରେ ଏପରି କିଛି ଧନୀ ଅଛନ୍ତି, ଯେଉଁମାନେ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇବାର ଶକ୍ତି…