Browsing Category

Breaking News

ସହକର୍ମୀଙ୍କୁ କିସ୍ କରିବା ମହଙ୍ଗା ପଡ଼ିଲା, ଫଟୋ ଓ ଭିଡିଓ ଭାଇରାଲ୍ ପରେ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଇଂଲଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜର ସହକର୍ମୀଙ୍କୁ କିସ୍ କରିବା ପରେ ବିବାଦ ଘେରକୁ ଚାଲି ଆସିଥିଲେ ମନ୍ତ୍ରୀ ମାଟ୍ ହେନକକ୍ । ମାଟ୍ କିସ୍ କରିବା ସମୟର ଫଟୋ ଓ ଭିଡିଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୨ ହଜାର ୪୫୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୫ ଲକ୍ଷ ୩୨…

ଖେଳରତ୍ନ ପୁରସ୍କାର ପାଇଁ ଗୋଲ କିପର୍ ପିଆର ଶ୍ରୀଜେଶଙ୍କ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସୁପାରିଶ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ପୁରୁଷ ହକି ଦଳର ଭେଟେରାନ ଗୋଲ ରକ୍ଷକ ପିଆର ଶ୍ରୀଜେଶ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସମ୍ମାନ ଜନକ ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ସୁପାରିଶ…

ସେରମ୍‌ର ବଡ଼ ଘୋଷଣା: ଜୁଲାଇରୁ ଶିଶୁଙ୍କ ଉପରେ ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ଟିକା ଟ୍ରାଏଲ୍‌, ୯୨୦ଜଣ ପିଲାଙ୍କ ଉପରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ/ପୁନେ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସମୟରେ ଛୋଟ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ଶିଶୁମାନଙ୍କ ଟିକାକରଣ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ…

ପୁଣି ବିଶ୍ୱବାସୀଙ୍କ ଭୟ ବଢ଼ାଇଲା କରୋନା ନୂଆ ଭାରିଏଣ୍ଟ : ବ୍ରିଟେନ୍‌ରେ ଲାମ୍ୱଡା ଓ ଡେଲ୍‌ଟା ଭାରିଏଣ୍ଟ୍‌ ଆତଙ୍କ, ୬ ଜଣ ଲାମ୍ୱଡା ସଂକ୍ରମିତ…

ଲଣ୍ଡନ,(ଓଡ଼ିଶା ଭାସ୍କର) : ମହାମାରୀ କରୋନାର ନୂତନ ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପୁଣିଥରେ ବିଶ୍ୱବାସୀଙ୍କ ଭୟ ବଢ଼ାଇବାରେ ଲାଗିଲାଣି । କରୋନାର ଗୋଟିଏ ପରେ ଗୋଟିଏ ଲହର ଏବେ ଲୋକଙ୍କ ମନରେ ଆତଙ୍କ ରଚି ଚାଲିଛି ।…

ରାଷ୍ଟ୍ରପତିଙ୍କ ପାଇଁ ଅଟକିଲା ଟ୍ରାଫିକ୍‌ : ମଝି ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ, ହସ୍ପିଟାଲରେ ପହଞ୍ଚି ନ ପାରି ଚାଲିଗଲା ମହିଳାଙ୍କ ଜୀବନ

ଲକ୍ଷ୍ନୌ (ଓଡ଼ିଶ ଭାସ୍କର) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତରପ୍ରଦେଶକୁ ଗସ୍ତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ…

୧୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) ଆଜି ୧୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ରାଜଧାନୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିଟ୍ ୫ ସ୍ଥିତ ଏସଆଇବି ଆବାସିକ କଲୋନୀର ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ଅନେକ କୋଭିଡ ପଜିଟିଭ ମାମଲା ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ଏହି…

ଜାତୀୟ ଚାମ୍ପିଅନଶିପରେ ଅମୀୟ ମଲିକଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଓଡିଆ ଧାବକ ଅମୀୟ ମଲିକ୍ ୬୦ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଚଳିତ ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସହିତ ଅମୀୟ ବ୍ରୋଞ୍ଜ ପଦକ…

ପୁଣି ଥରେ ସିଲ୍ ହେଲା ୟୁନିଟ୍-୪ ଓ ବାପୁଜୀ ନଗର

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗତକାଲି ୟୁନିଟ୍-୧ ହାଟକୁ ସିଲ୍ କରିବା ପରେ ପୁଣି ଥରେ ଆକ୍ସନ୍ ମୋଡ୍ରେ ନଜର ଆସିଛି ବିଏମ୍ସି । ଶନିବାର ବିଏମ୍ସି ପକ୍ଷର ୟୁନିଟ୍-୪ ମାଛ ମାର୍କେଟ୍ ଓ ବାପୁଜୀ ନଗରକୁ ପୁନର୍ବାର ସିଲ୍…