Browsing Category
Breaking News
ସୁନା ଅଳଙ୍କାର ସଫେଇ ଆଳରେ ଠକାମିର ଶୀକାର ହେଲେ ମହିଳା , ସୁନ ଖାସୁ ମାଳିକୁ ଚତୁରତାର ସହ ବଦଳାଇ ଚମ୍ପଟ୍ ମାରିଥିଲେ, ୩ ଛତିଶଗଡ଼ ମହିଳାଙ୍କୁ…
ବେଲଗୁଣ୍ଠା (ଓଡ଼ିଶା ଭାସ୍କର) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ ଜଣେ ମହିଳାଙ୍କୁ ସୁନା ଅଳଙ୍କାର ସଫା କରିବା ଆଳରେ ଚତୁରତାର ସହ ଅସଲି ସୁନା ଅଳଙ୍କାର ବଦଳରେ ନକଲି ସୁନାଅଳଙ୍କାର ହାତରେ ଧରାଇ ଦେଇ…
ସିବିଏସ୍ଇର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍: ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ୍ କରିବା ପରେ ଏହି ପରୀକ୍ଷାର ମୂଲ୍ୟାୟନ ପଦ୍ଧତି କିପରି କରାଯିବ ସେନେଇ…
୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ନିଶ୍ଚିତ : ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ…
କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ରଙ୍କ ଶନିବାର ରାତିରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ପ୍ରାୟ ଏକ ମାସ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ…
କରୋନାର ଡେଲ୍ଟା ଭାରିଆଣ୍ଟ ବଢାଇଲା ଚିନ୍ତା, ଦେଶରେ ୬ଟି ଡେଲ୍ଟା ପ୍ଲସ୍ ଭୂତାଣୁ ଚିହ୍ନଟ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର): କରୋନା ଭାରିଏଣ୍ଟ ଡେଲ୍ଟା ପ୍ଲସ୍କୁ ନେଇ ଏବେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ପୁଣି ଥରେ କରୋନାର ନୂଆ…
ପିତା ହିଁ ସ୍ୱର୍ଗ, ପିତା ହିଁ ଧର୍ମ, ପିତା ହିଁ ପଥ ପ୍ରଦର୍ଶକ
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ନେହର ପ୍ରତିମା ଆଦରର ମୂର୍ତ୍ତି ବାପା । ଆତ୍ମବିଶ୍ବାସ ନିଛକ ଛବି ହେଉଛନ୍ତି ବାପା । ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ…
ଆରପାରିରେ ତପୁ ମିଶ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର।
କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ।…
୨୦୦ ବେଡର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଆଂଶିକ ଲକଡାଉନ୍ ଜାରି ହୋଇଛି । ଏହାରି ମଧ୍ୟରେ ଭବାନୀପାଟଣାରେ ୨୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ…
ଅନଲାଇନ୍ କ୍ଲାସ୍ ବେଳେ ଫାଟିଗଲା ମୋବାଇଲ, ପରିବାରରେ ଭୟ
ଫୁଲବାଣୀ(ଓଡ଼ିଶା ଭାସ୍କର): ସାତ୍ତ୍ୱିକ୍ ସବୁଦିନ ଭଳି ଆଜି ମଧ୍ୟ ପଢ଼ୁଥିଲେ ଅନଲାଇନ୍ ରେ ପାଠ। ଠିକ୍ କ୍ଲାସ୍ ସରି ଆସିବା ବେଳକୁ ବିସ୍ପୋରଣ ହୋଇଗଲା ମୋବାଇଲ। ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡ଼ି ଆସିଥିଲେ। ଘଟଣା ଘଟିଛି…
ଖୁସି ଖବର: ଓଡ଼ିଶାରୁ ଆଜି ୫ ହଜାର ୨୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୨୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…